Odia News Portal
Yearly Archives

2022

ଆଜି ଚାଷୀଙ୍କୁ ମିଳିବ ରାଜ୍ୟ ସରକାରଙ୍କ କାଳିଆ ସହାୟତା

ଆଜି ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ । ନୂଆଁଖାଇରେ ଆଜି ଚାଷୀଙ୍କୁ ମିଳିବ ରାଜ୍ୟ ସରକାରଙ୍କ କାଳିଆ ସହାୟତା । ୪୧ ଲକ୍ଷରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଯିବ ୮୬୯ କୋଟି ଟଙ୍କା । ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ମଜଭୁତ କରିବା ପାଇଁ ଅଷ୍ଟମ ଥର ପାଇଁ ରାଜ୍ୟ ସରକାର

ଆଜି ଓ ଆସନ୍ତାକାଲି ରାଜ୍ୟର ଅନେକ ସ୍ଥାନରେ ବର୍ଷା ସମ୍ଭାବନା

ଆଜି ଓ ଆସନ୍ତାକାଲି ରାଜ୍ୟର କିଛି ସ୍ଥାନରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଜି ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । ଏଥିପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ

କମିଲା ଏଲପିଜି ସିଲିଣ୍ଡର ଦର

କମର୍ସିଆଲ ଏଲପିଜି ସିଲିଣ୍ଡର ଗ୍ରାହକଙ୍କ ପାଇଁ ଖୁସି ଖବର। କମର୍ସିଆଲ ଏଲପିଜି ଦର ପୁଣି କମିଛି । ଦିଲ୍ଲୀରେ କମର୍ସିଆଲ ଏଲପିଜି ସିଲିଣ୍ଡରର ମୂଲ୍ୟ ୯୧.୫୦ ଟଙ୍କା ହ୍ରାସ ହୋଇଛି । ଦିଲ୍ଲୀରେ ୧୯ କିଲୋଗ୍ରାମର କମର୍ସିଆଲ ଏଲପିଜି ସିଲିଣ୍ଡରର ମୂଲ୍ୟ ପୂର୍ବରୁ ୧୯୭୬.୫୦ ଟଙ୍କା ଥିଲା।

ଯମୁନାରେ ବିସର୍ଜନ କଲେ ୫୦ ହଜାର ଜୋରିମାନା

ସେପ୍ଟେମ୍ବର ୯ରେ ଗଣେଶ ପୂଜା ଭସାଣି ଅନୁଷ୍ଠିତ ହେବ । ତେବେ ଯମୁନା ନଦୀ କିମ୍ବା ଅନ୍ୟ ସରକାରୀ ଜଳାଶୟରେ ଯଦି ଗଣେଶ ମୂର୍ତ୍ତି ବିସର୍ଜନ କରାଯାଏ, ତେବେ ଅଭିଯୁକ୍ତଙ୍କୁ ୫୦ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରାଯିବ ବୋଲି ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରର କମିଟି (ଡିପିସିସି) ପକ୍ଷରୁ କଡା

ବନ୍ଦ ହେଲା ଚୀନର ସବୁଠୁ ବଡ଼ ଇଲେକ୍ଟ୍ରୋନିକ୍ସ ମାର୍କେଟ

ବନ୍ଦ ହେଲା ଚୀନର ସବୁଠୁ ବଡ଼ ଇଲେକ୍ଟ୍ରୋନିକ୍ସ ମାର୍କେଟ । କରୋନା ଭାଇରସ ମହମାରୀ ସହ ଜୁଝୁଥିବା ଚୀନ ଦୁନିଆର ସବୁଠୁ ବଡ଼ ଇଲେକ୍ଟ୍ରୋନିକ୍ସ ହୋଲସେଲ ମାର୍କେଟ ବନ୍ଦ କରିବା ନେଇ ନିଷ୍ପତ୍ତି ନେଇଛି । ଚୀନର ଟେକ୍ନୋଲୋଜୀ ହବ୍ କୁହାଯାଉଥିବା ସେହଜନ୍ ହୋଲସେଲ ମାର୍କେଟ ବନ୍ଦ କରିବା ପାଇଁ

ସୋନାଲି ହତ୍ୟା ମାମଲାର ନୂଆ ଅପଡେଟ୍

ଅଭିନେତ୍ରୀ ତଥା ବିଜେପି ନେତା ସୋନାଲି ଫୋଗଟ ହତ୍ୟା ମାମଲାରେ ବଡ ଖବର ଆସୁଛି। ସୋନାଲି ଫୋଗଟଙ୍କ ଫାର୍ମ ହାଉସରୁ ଡିଭିଡି, ଲାପଟପ ଏବଂ କିଛି କାଗଜପତ୍ର ଚୋରି କରୁଥିବା ଅପରେଟର ଶିବମଙ୍କୁ ହରିୟାଣା ପୋଲିସ ଗିରଫ କରିଛି। ଅଭିଯୋଗ ହୋଇଛି ଯେ ସୋନାଲିଙ୍କୁ ହତ୍ୟା କରିବା ପରେ ଶିବମ ସକାଳେ

‘ପୁଷ୍ପା’ ଷ୍ଟାଇଲରେ ଗଣପତି ବାପ୍ପାଙ୍କ ମୂର୍ତ୍ତି

‘ପୁଷ୍ପା ଦି ରାଇଜ୍’ ଦେଖିବା ପରେ ଅଲ୍ଲୁ ଅର୍ଜୁନଙ୍କ ଷ୍ଟାଇଲ୍ ବହୁତ ଭାଇରାଲ୍ ହେବାରେ ଲାଗିଛି । ଫିଲ୍ମରେ ପୁଷ୍ପାଙ୍କ ‘ଜୁକେଗା ନେହିଁ ‘ ଷ୍ଟାଇଲ ଫ୍ୟାନ୍ସଙ୍କ ହୃଦୟକୁ ଖୁବ ଛୁଇଁ ଥିଲା। ସୋସିଆଲ ମିଡିଆରେ ସମସ୍ତେ ପୁଷ୍ପା ଷ୍ଟାଇଲରେ ଭିଡିଓ ପ୍ରସ୍ତୁତ କରିବା ବର୍ତ୍ତମାନ ଟ୍ରେଣ୍ଡ

ସୋନିଆ ଗାନ୍ଧୀଙ୍କ ମାଆ ପାଓଲା ମାଇନୋଙ୍କ ପରଲୋକ

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ମାଆ ପାଓଲା ମାଇନୋଙ୍କ ପରଲୋକ ଘଟିଛି। ୨୭ ତାରିଖରେ ଇଟାଲୀ ସ୍ଥିତ ଘରେ ତାଙ୍କର ବିୟୋଗ ଘଟିଛି। ଏଥିସହ ଗତକାଲି ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଏନେଇ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ।

ଚିନୁକ୍ ହେଲିକପ୍ଟରରେ ଅଗ୍ନିକାଣ୍ଡ ମାମଲା, ୟୁଏସ ସେନାକୁ ରିପୋର୍ଟ ମାଗିଲା ଭାରତ

ଆମେରିକାରେ ଚିନୁକ ହେଲିକପ୍ଟରର ଇଞ୍ଜିନରେ ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସିବା ପରେ ଭାରତୀୟ ବାୟୁସେନା ପକ୍ଷରୁ ରିପୋର୍ଟ ମଗାଯାଇଛି । ଏନେଇ ଜଣେ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି । ରିପୋର୍ଟ ଅନୁସାରେ, ଆମେରିକାର ଚିନୁକ ହେଲିକପ୍ଟରରେ ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସିବା ପରେ ଉଡାଣ

କୂଆଖାଇ ନଦୀରେ ବୁଡି ଦୁଇ ନାବାଳକ ନିଖୋଜ

ଗଣେଶ ପୂଜାରେ ଅଘଟଣ। କୂଆଖାଇ ନଦୀରେ ବୁଡି ଦୁଇ ନାବାଳକ ନିଖୋଜ। ଗଣେଷ ପୁଜାରେ ନଦୀକୁ ଗାଧୋଇବାକୁ ଯାଇ ବୁଡ଼ି ଯାଇଥିଲେ । ମିଳିଥିବା ସୂଚନା ମୁତାବକ ଭୁବନେଶ୍ବର ପଟିଆ ଅଞ୍ଚଳର ୫ ଜଣ ବାଳକ ଗଣେଷ ପୂଜା ପାଇଁ ବୁଲା ବୁଲି କରୁଥିଲେ। ସମସ୍ତେ ପ୍ରତାପ ନଗରୀ ବିଜୁ ସେତୁ ଉପରେ ସେଲ୍ଫି ନେଇ