Odia News Portal
Yearly Archives

2022

ଦେଢ଼ ହଜାର କନଷ୍ଟେବଳଙ୍କୁ ମିଳିବ ଏଏସଆଇ ପଦୋନ୍ନତି:ହାଇକୋର୍ଟ

୨୦୨୦ରେ ଯୋଗ୍ୟ ବିବେଚିତ ହୋଇ ମଧ୍ୟ କନଷ୍ଟେବଳରୁ ଏଏସ୍‌ଆଇ ପଦକୁ ପଦୋନ୍ନତି ନ ପାଇବା ପ୍ରସଙ୍ଗରେ ହାଇକୋର୍ଟ ନିଜର ରାୟ ଶୁଣାଇଛନ୍ତି। ୨୦୨୦ ଡିସେମ୍ବର ୬ରେ ଅନୁଷ୍ଠିତ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ମେଧା ତାଲିକାରେ ସ୍ଥାନ ପାଇଥିବା ସମସ୍ତ କନଷ୍ଟେବଳ ଏଏସଆଇ ପଦୋନ୍ନତି ପାଇଁ ଯୋଗ୍ୟ

ମିଳିଲେ ମୁଣ୍ଡଳି ବ୍ରିଜ୍ ଉପରେ ସ୍କୁଟି ରଖିଥିବା ଯୁବକ

ପାଣି ଭିତରେ ଖୋଜି ଖୋଜି ବେହାଲ ଅଗ୍ନିଶମ କର୍ମଚାରୀ । ଆତ୍ମହତ୍ୟା ସନ୍ଦେହ କରି ନୟାନ୍ତ ପୋଲିସ । ନ୍ୟୁଜ୍ ବ୍ରେକିଂ ପକାଇବାରେ ବ୍ୟସ୍ତ ଗଣମାଧ୍ୟମ । କିନ୍ତୁ ଏସବୁର ମଜା ଦେଖୁଛି ଯୁବକ । ସକାଳ ପ୍ରାୟ ସାଢେ ୬ଟାରେ ମୁଣ୍ଡଳି ବ୍ରିଜ୍ ଉପରେ ସ୍କୁଟି ଥୋଇ ଜଣେ ବ୍ୟକ୍ତି ନଦୀକୁ ଡେଇଁ ପଡିଥିବା

ବନ୍ୟା କ୍ଷୟକ୍ଷତି ରିପୋର୍ଟ : ୨୪ ଜିଲ୍ଲା ପ୍ରଭାବିତ, ୧୦ଟି ଜିଲ୍ଲାରେ ଅଧିକ କ୍ଷତି

ରାଜ୍ୟରେ ଏଥରର ବନ୍ୟାରେ କେତେ କ୍ଷୟକ୍ଷତି ହୋଇଛି, ତାହାର ରିପୋର୍ଟ ଆସିଛି । ରିପୋର୍ଟ ଅନୁସାରେ ଚଳିତ ବର୍ଷ ବନ୍ୟା ଓ ବର୍ଷାରେ ୨୪ ଟି ଜିଲ୍ଲାର ଚାଷୀ ପ୍ରଭାବିତ ହୋଇଛନ୍ତି। ୧୦ଟି ଜିଲ୍ଲାର ଚାଷୀମାନଙ୍କର ଅଧିକ କ୍ଷୟକ୍ଷତି ହୋଇଛି। ଜଗତସିଂହପୁର, କେନ୍ଦ୍ରାପଡା ଓ ପୁରୀ

ଭିଜିଲାନ୍ସ ଜାଲରେ ଢେଙ୍କାନାଳ ସଦର ଥାନା ପୋଲିସ ଅଧିକାରୀ

ଭିଜିଲାନ୍ସ ଜାଲରେ ଧରା ପଡ଼ିଲେ ଢେଙ୍କାନାଳ ସଦର ଥାନା ଆଇଆଇସି ଅଭିନବ ଡାଳୁଆ । ଜଣେ କୋଇଲା ଟ୍ରକ ମାଲିକଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଭିଜିଲାନ୍ସ ଧରିଥିବା ସୂଚନା ମିଳିଛି । କିଛି ଦିନ ତଳେ ଡାଳୁଆ ଇନ୍ସପେକ୍ଟରରୁ ଡିଏସ୍‌ପି ପାହ୍ୟାକୁ ପଦୋନ୍ନତି ପାଇଥିଲେ ।

ଓଏଭିର କୃତି ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଓଡିଶା ଆଦର୍ଶ ବିଦ୍ୟାଳୟର ଦ୍ବାଦଶ, ଦଶମ ତଥା ଜେଇଇ ମେନ ପରୀକ୍ଷାର କୃତୀ ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନର କନଭେନସନ ସେଣ୍ଟରଠାରେ ଅନୁଷ୍ଟିତ ସ୍ବତନ୍ତ୍ର ଉତ୍ସବରେ ସମ୍ବର୍ଦ୍ଧିତ କରିଥିଲେ। ଓଡିଶାର ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ

ବ୍ୟାଙ୍କ୍ ଲକର ଯାଞ୍ଚ୍ ପରେ ସିବିଆଇ କ୍ଲିନ୍ ଚିଟ୍ ଦେଇଥିବା ସିସୋଦିଆଙ୍କ ଦାବି

ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଦାବି କରିଛନ୍ତି ଯେ ସିବିଆଇ ତାଙ୍କ ବ୍ୟାଙ୍କ ଲକରରୁ କିଛି ପାଇନାହିଁ। ମନୀଷ ସିସୋଦିଆଙ୍କ ଲକର ଯାଞ୍ଚ୍ ପାଇଁ ଉତ୍ତରପ୍ରଦେଶ ଗାଜିଆବାଦର ବସୁନ୍ଧରା ସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଆଜି ସିବିଆଇର ଏକ ଟିମ୍ ପହଞ୍ଚିଥିଲା। ମନୀଷ

ଘଟଗାଁ ବିଇଓଙ୍କୁ ଧରିଲା ଭିଜିଲାନ୍ସ

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କେନ୍ଦୁଝର ଜିଲ୍ଳା ଘଟଗାଁ ବିଇଓ ଅଭୟ କୁମାର ବେହେରା। ସେ ଆଜି ଦିନ ପ୍ରାୟ ୧୦ଟା ସମୟରେ ଲାଞ୍ଚ ନେଉଥିବା ବେଳେ ଧରାପଡିଥିଲେ। ଘଟଗ‌ାଁ ବ୍ଲକ୍‌ ଅଧୀନରେ ଥିବା କାଶୀସାହି ପ୍ରାଥମିକ ବିଦ୍ୟାଳୟ(ନୂଆ)ର ଶିକ୍ଷକ କମଳାକାନ୍ତ ପଣ୍ଡା

ଆଗକୁ ଆସୁଛି ଏକାସାଙ୍ଗରେ ୩ଟି ଲଘୁଚାପ

ରାଜ୍ୟରେ ଦୁର୍ବଳ ହୋଇଛି ମୌସୁମୀ ପ୍ରବାହ, ଯାହାଫଳରେ ଦିନ ତାପମାତ୍ରା ବଢ଼ିବାରେ ଲାଗିଛି । ଭାଦ୍ରବ ମାସରେ ଅସହ୍ୟ ଗରମ ଅନୁଭୂତ ହୋଇଛି । ୭ ସହରର ଦିନ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ ଉପରେ ରେକର୍ଡ କରାଯାଇଛି। ୩୬ ଡିଗ୍ରୀ ସେଲସିୟସ ସହ ସବୁଠୁ ଉତ୍ତପ୍ତ ସହର ପାଲଟିଛି ମାଲକାନଗିରି। ଉଚ୍ଚ

ମହାନଦୀକୁ ଡେଇଁଲେ ଯୁବକ

ମହାନଦୀକୁ ଡେଇଁଲେ ଯୁବକ । ପୁଣି ଆଉ ଏକ ଯୁବକ ଆତ୍ମହତ୍ୟା ଉଦ୍ୟମ କରି ମହାନଦୀକୁ ହେଇଁ ପଡିଛନ୍ତି ବୋଲି ସନ୍ଦେହ କରାଯାଉଛି । ଖବର ପାଇଁ ଘଟଣା ସ୍ଥଳରେ ଛାନଭିନ୍ନ କରୁଛନ୍ତି ଅଗ୍ନୀଶମ ବାହୀନି । ମୁଣ୍ଡୁଳୀ ବ୍ରିିଜ ଉପରୁ ଡେଇଁଛନ୍ତି ଯୁବକ । ତେବେ ଯୁବକ ଜଣକ ଆଠଗଡର ବୋଲି ସୂଚନା ମିଳୁଥିବା

କେବଳ ୨ କପ୍‌ ଚା’ ପିଇ ସୁସ୍ଥ ରହିଛନ୍ତି ଏହି ମହିଳା

ଜଣେ ମହିଳା ଦୀର୍ଘ ୩୯ ବର୍ଷ ଧରି ନଖାଇ ସୁସ୍ଥ ଅଛନ୍ତି । ୩୯ ବର୍ଷ ଧରି ଅନ୍ନର ଦାନାଟିଏ ବି ଖାଇ ନଥାନ୍ତି ଉକ୍ତ ମହିଳା । ମହିଳାଙ୍କ ନାମ ବିମଳଯଶା । ବୟସ ତାଙ୍କର ୬୨ ବର୍ଷ । ଏହି ବୟସରେ କିଛି ନଖାଇ ମଧ୍ୟ ସେ ସୁସ୍ଥ ରହିଛନ୍ତି । ସବୁଠାରୁ ବଡ଼ କଥା ଯେ ସେ ଦିନସାରା ସବୁ କାମ ବଡ଼ ସହଜରେ