ଓଟିଇଟି ପ୍ରଶ୍ନର ଉତ୍ତରସିଟ୍ ଭାଇରାଲ
ଓଟିଇଟି ପ୍ରଶ୍ନର ଉତ୍ତରସିଟ୍ ଭାଇରାଲ ହୋଇଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସଂକ୍ଷିପ୍ତ ପ୍ରଶ୍ନ ସୂଚକ ୩ ସେଟର ଉତ୍ତର ସିଟ୍ ଭାଇରାଲ ହୋଇଥିବା ଜଣାପଡ଼ିଛି । କିନ୍ତୁ ଭାଇରାଲ ହେଉଥିବା ଉତ୍ତର ସିଟ୍ ଚାଲିଥିବା ପରୀକ୍ଷାର କି ନୁହେଁ, ତାହା ବର୍ତ୍ତମାନ ଏପର୍ଯ୍ୟ ଜଣାପଡ଼ିନାହିଁ । ଅନ୍ୟପଟେ!-->…