ଝାଡଖଣ୍ଡରେ ରାଜନୈତିକ ସଙ୍କଟ
ଝାଡଖଣ୍ଡରେ ରାଜନୈତିକ ସଙ୍କଟ କ୍ରମଶଃ ବିଗିଡିବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନେତୃତ୍ବାଧୀନ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଏବଂ କଂଗ୍ରେସ ମେଣ୍ଟ ସରକାର ଟଳମଳ ହେଉଥିବା ଚର୍ଚ୍ଚା ହେଉଛି । ରାଜନୈତିକ ସଙ୍କଟ ମଧ୍ୟରେ ଶନିବାର ମୁଖ୍ୟମନ୍ତ୍ରୀ ନିବାସରେ ମହାମେଣ୍ଟକୁ!-->…