ଏମିତି ଏକ ଗାଁ, ହଠାତ୍ ନଳ କୂପରୁ ବାହାରିଲା ନିଆଁ
ହଠାତ୍ ନଳ କୂପରୁ ବାହାରିଲା ନିଆଁ । ମଝିରେ ମଝିରେ ପାଣି ତ ପୁଣି ନିଆଁ । ଏପରି ଦୃଶ୍ୟ ଦେଖି ଗାଁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଗଲା । ଲୋକେ ଏହାକୁ ନେଇ ବିଭିନ୍ନ ପ୍ରକାର ଆଲୋଚନା କରିବାକୁ ଲାଗିଲେ । କେହି କେହି ଏହାକ ଗୁଣି ଟୁଣି ମଧ୍ୟ କହିବାକୁ ଲାଗିଲେ । ଆଉ କେହି ବିଜ୍ଞାନର!-->…
