୫ ଦିନ ପରେ ଘରକୁ ଫେରିଲା ଅମ୍ରିତ୍
୫ଦିନ ପରେ ଉଦ୍ଧାର ହୋଇଛନ୍ତି ନିଖୋଜ ଛାତ୍ର ଅମ୍ରିତ ପାତ୍ର । ଅମ୍ରିତ ଉଦ୍ଧାର ହେବା ପରେ ପରିବାର ଲୋକଙ୍କ ଖୁସି କହିଲେ ନସରେ । କୁରାଳ ଗାଁର ଶୁଣ୍ଢି ସାହିରୁ ଅମ୍ରିତ୍ ପାତ୍ରଙ୍କୁ ଉଦ୍ଧାର କରିଛନ୍ତି ଗ୍ରମବାସୀ । ଅମ୍ରିତ ଉଦ୍ଧାର ହେବା ପରେ ତାଙ୍କ ସ୍ୱାସ୍ଥ୍ର୍ୟପରୀକ୍ଷା ପାଇଁ ନୟାଗଡ!-->…