Odia News Portal
Yearly Archives

2022

ଶ୍ୱେତା ଆତ୍ମହତ୍ୟା ମାମଲା: ବିବାହ ପାଇଁ ପୁଅ ଘର ୩୦ ଲକ୍ଷ ଟଙ୍କା ଦାବି କରିଥିଲେ

ଭିନ୍ନ ମୋଡ ନେଇଛି ମହିଳା ଇଞ୍ଜିନିୟର ଶ୍ୱେତା ଆତ୍ମହତ୍ୟା ମାମଲା । ଭୁବନେଶ୍ୱରରେ ସଫ୍ଟ୍ଟଓୟାର ଇଂଜିନିୟର ଶ୍ୱେତା ଆତ୍ମହତ୍ୟା ଘଟଣାକୁ ନେଇ ଗଣମାଧ୍ୟମ ନିକଟରେ କାନ୍ଦି କାନ୍ଦି ପ୍ରତିକ୍ରିୟା ରଖିଛନ୍ତି ଶ୍ୱେତାଙ୍କ ବାପା ଓ ଭାଇ । ଶ୍ୱେତାଙ୍କ ବୟଫ୍ରେଣ୍ଡ ସୌମ୍ୟଜିତ୍ ବିରୋଧରେ ସେମାନେ

ଭିଜିଲାନ୍ସ ଜାଲରେ ଢେଙ୍କାନାଳ ଆଇନ କଲେଜର ମୁଖ୍ୟ କିରାଣୀ

ଭିଜିଲାନ୍ସ ଜାଲରେ ଫସିଲେ ଢେଙ୍କାନାଳ ଆଇନ ମହାବିଦ୍ୟାଳୟର ମୁଖ୍ୟ କିରାଣୀ  ଉତ୍ତମ କୁମାର ରାଉତ। ଜଣେ ପୂର୍ବତନ ଛାତ୍ରଙ୍କୁ ଏଲଏଲବି ସାର୍ଟିଫିକେଟ ଦେବା ପାଇଁ ଉତ୍ତମ ରାଉତ ପ୍ରଥମେ ସଂପୃକ୍ତ ଛାତ୍ରଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପରେ ସେ ସାଢ଼େ ୮ ହଜାର ଟଙ୍କା ଦାବି କରିବା ସହ

ବିବାଦୀୟ ଧାର୍ମିକ ମନ୍ତବ୍ୟ ଦେଇ ତେଲେଙ୍ଗାନା ବିଜେପି ବିଧାୟକ ଗିରଫ

ବିବାଦୀୟ ଧାର୍ମିକ ମନ୍ତବ୍ୟ ଅଭିଯୋଗରେ ତେଲେଙ୍ଗାନାର ବିଜେପି ବିଧାୟକ ଟି.ରାଜା ସିଂହଙ୍କୁ ଗିରଫ କରାଯାଇଛି । ସେ ପ୍ରଫେଟ୍‌ ମହମ୍ମଦଙ୍କ ସଂପର୍କରେ ବିବାଦୀୟ ଟିପ୍ପଣୀ ଦେଇଥିବା ଅଭିଯୋଗ ହୋଇଥିଲା । ତାଙ୍କ ବିରୋଧରେ ହାଇଦ୍ରାବାଦରେ ଶତାଧିକ ଲୋକେ ରାସ୍ତାକୁ ଓହ୍ଲାଇବା ସହ ତାଙ୍କୁ ଗିରଫ

ଆଜିଠୁ ପୁଣି ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା

ଆଜିଠାରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସହ ଘଡ଼ଘଡ଼ି ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏଥିପାଇଁ ୮ଜିଲ୍ଲାରେ ପ୍ରବଳ ବର୍ଷା ଓ ୨୦ ଜିଲ୍ଲାରେ ବର୍ଷା ସହ ଘଡ଼ଘଡ଼ି ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁସାରେ

ବିପଦ ସଂକେତ ଉପରେ ସୁବର୍ଣ୍ଣରେଖା ନଦୀର ବନ୍ୟା ଜଳ

ବିପଦ ସଂକେତ ଉପରେ ସୁବର୍ଣ୍ଣରେଖା ନଦୀର ବନ୍ୟା ଜଳ ଏବେବି ପ୍ରବାହିତ ହେଉଛି । ବନ୍ୟା ଯୋଗୁଁ ବାଲେଶ୍ୱର ଜିଲ୍ଲାର ୪ଟି ବ୍ଲକ୍ ପ୍ରଭାବିତ ହୋଇଛି । ଜଳେଶ୍ୱର, ବସ୍ତା, ବାଲିଆପାଳ ଓ ଭୋଗରାଇ ବ୍ଲକର ଅନେକ ଅଞ୍ଚଳ ଜଳମଗ୍ନ ହୋଇ ରହିଥିବା ବେଳେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି ।

ମାଲବାହୀ ଟ୍ରେନ ଲାଇନଚ୍ୟୁତ: ୬ ଟ୍ରେନର ଚଳାଚଳ ବାତିଲ

ଭୁବନେଶ୍ୱର ଷ୍ଟେସନ ନିକଟରେ ଗତକାଲି ରାତିରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଥିବାରୁ ରେଳ ଚଳାଚଳ ସଂପୂର୍ଣ୍ଣ ସ୍ୱାଭାବିକ ହୋଇପାରି ନାହିଁ । ଆଜି ପାଇଁ ଉଭୟ ପଟୁ ୬ଟି ଟ୍ରେନ୍‌ର ଚଳାଚଳକୁ ବାତିଲ କରାଯାଇଛି । ଭୁବନେଶ୍ୱର-ହାୱଡା, ଭୁବନେଶ୍ୱର-ବଲାଙ୍ଗିର, ପୁରୀ-ପାରାଦୀପ,

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ । ମନରେଗା ଯୋଜନା ସମ୍ପର୍କରେ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ । ନରେଗା ସଫ୍ଟରେ ଡ୍ରଲ , ୟୁଟି ଲାଇଜେସନ , ରିକ୍ୟୁପମେଣ୍ଟ ବ୍ୟବସ୍ଥା ପାଇଁ ଚିଠି । ଶ୍ରମିକଙ୍କୁ ଉଚିତ ସମୟରେ ପ୍ରାପ୍ୟ ଦେବାକୁ ସରକାର ଏକ ପାଣ୍ଠି କରିଛନ୍ତି

ଭିନ୍ନକ୍ଷମ ଙ୍କୁ ଟ୍ରାଇ ସାଇକେଲ ପ୍ରଦାନ

ଆଜି ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ରେ ଭିନ୍ନକ୍ଷମ କାଳୁ ପ୍ରଧାନ ଙ୍କୁ ଏକ ଟ୍ରାଇ ସାଇକେଲ ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇଛି। ଗଞ୍ଜାମ ଜିଲ୍ଲା ଗିରିସୋଲା ଅନ୍ତର୍ଗତ କିରାପାଲି ଟିଣସାହି ନିବାସୀ ୩୬ ବର୍ଷ ବୟସ୍କ କାଳୁ ଏକ ଦୁର୍ଘଟଣା ର ଶିକାର ହୋଇ ନିଜର ଦୁଇଟି ଯାକ ଗୋଡ

କଟକ ସିଡିଏମଓ ଅଫିସ ଆଗରେ ଆତ୍ମଘୋଷିତ ସାମ୍ବାଦିକ ଏବଂ ଜଣେ ମହିଳା ପିଟାପିଟି

ଜଣେ ଆତ୍ମଘୋଷିତ ସାମ୍ବାଦିକ ଏବଂ ଜଣେ ମହିଳା ପିଟାପିଟି । ଜଣେ ମହିଳାଙ୍କୁ ସାମ୍ବାଦିକ କରାଇ ଦେବାକୁ କହି ପ୍ରତାରଣାରୁ ପିଟା ପିଟି । ସମ୍ପୃକ୍ତ ଆତ୍ମଘୋଷିତ ସାମ୍ବାଦିକଙ୍କ ନାଁ ରେ ଅଭିଯୋଗ କଲେ ଉକ୍ତ ମହିଳା । ସାମ୍ବାଦିକ କରାଇ ଦେବାକୁ କହି ଅନୈତିକ ସମ୍ପର୍କ ରଖିଥିବା ଅଭିଯୋଗ । ମହିଳା

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ଼ ଜୀବନ ବଞ୍ଚାଇ ଦେଲା

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ( ବି.ଏସ୍.କେ.ୱାଇ ) କାର୍ଡ଼ ଜୀବନ ବଞ୍ଚାଇ ଦେଲା । ଏପରି କହିଛନ୍ତି କଣାସ ବ୍ଲକ୍ ଅନ୍ତର୍ଗତ ଶ୍ରୀ ମୁକୁନ୍ଦପୁର ଗ୍ରାମର ୪୧ ବର୍ଷ ବୟସ୍କ ସୁରେନ୍ଦ୍ର ପ୍ରଧାନ । ଗାଁର ୧୫ ବର୍ଷ ବୟସ୍କ ପ୍ରତୀକ ପ୍ରଧାନ ଏବଂ ଅଡାଲ – ବଡାଲ୍ ଗାଁର ୧୯ ବର୍ଷ ବୟସ୍କ ଜଗତ ଜୀବନ