ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଜିଲ୍ଲା ଓ ନିର୍ବାଚନମଣ୍ଡଳୀ ପାଇଁ ନୂଆ ସଦସ୍ୟ ନାମ ଘୋଷଣା
ବିଜୁ ଯୁବ ଜନତା ପରେ ବିଜୁ ଛାତ୍ର ଜନତା ଦଳର ପୁନର୍ଗଠନ ହୋଇଛି । ବିଜୁ ଛାତ୍ର ଜନତା ଦଳରେ ନୂଆ ପଦାଧିକାରୀ ଓ କର୍ମକର୍ତ୍ତାଙ୍କୁ ନିଯୁକ୍ତି ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଇପ୍ସିତା ସାହୁ ହୋଇଛନ୍ତି ଛାତ୍ର ବିଜେଡି ମହାସଚିବ। ସେହିପରି ଅବିନାଶ ଠାକୁର, ପ୍ରଶାନ୍ତ ପଣ୍ଡା,!-->…
