Odia News Portal
Yearly Archives

2022

ଭୁବନେଶ୍ବରରେ ଭଡ଼ା ଘରୁ ଯୁବତୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ଭୁବନେଶ୍ବରରେ ପୁଣି ଭଡ଼ା ଘରୁ ଯୁବତୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର। ଘଟଣା ଘଟିଛି ଚନ୍ଦ୍ରଶେଖରପୁର ଥାନା ଶୈଳଶ୍ରୀବିହାର ଅଞ୍ଚଳରେ। ଯୁବତୀ ଜଣକ ସଫ୍ଟୱେର ଇଞ୍ଜିନିୟର ବୋଲି ସୂଚନା ମଳିଛି। ତାଙ୍କ ନାମ ଶ୍ଵେତା ଉତ୍କଳ କୁମାରୀ ଓ ଘର ଭଦ୍ରକ ଅଞ୍ଚଳରେ । ଏକ ଭଡା

ହିମାଚଳ ପ୍ରଦେଶରେ ଆକସ୍ମିକ ବନ୍ୟା, ୨୨ ମୃତ

ପ୍ରବଳ ବର୍ଷା ଯୋଗୁଁ ହିମାଚଳ ପ୍ରଦେଶର ବିଭିନ୍ନ ସ୍ଥାନରେ ଆକସ୍ମିକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ମାଟିଅତଡା ଖସି ଏବଂ ବନ୍ୟାଜଳରେ ଭାସିଯାଇ ୨୨ ଜଣ ପ୍ରାଣ ହରାଇଥିବାବେଳେ ୫ ଜଣ ନିଖୋଜ ଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି । ଏହି ପ୍ରାକୃତିକ ଦୁର୍ବିପାକରେ ମଣ୍ଡି, କାଙ୍ଗା ଓ ଚାମ୍ବ୍

ସୁବର୍ଣ୍ଣରେଖା ନଦୀରେ ବଡ଼ ବନ୍ୟା ଆଶଙ୍କା:SRC

ସୁବର୍ଣ୍ଣରେଖା ନଦୀରେ ବଡ଼ ବନ୍ୟା ହେବା ଆଶଙ୍କା ସୃଷ୍ଟି ହୋଇଛି । ଝାଡ଼ଖଣ୍ଡ ଗାଲୁଡିହ ବ୍ୟାରେଜର ୧୬ଟି ଗେଟ୍ ଖୋଲିଥିବାରୁ ଏହି ଆଶଙ୍କା ସୃଷ୍ଟି ହୋଇଛି । ପ୍ରତି ସେକେଣ୍ଡକୁ ୪ ଲକ୍ଷ ୨୫ ହଜାର ଘନଫୁଟ ଜଳ ନିଷ୍କାସିତ ହେଉଛି, ଯାହା ସୁବର୍ଣ୍ଣରେଖା ସିଷ୍ଟମ ପ୍ରତି ବିପଦ ସୃଷ୍ଟି କରିଛି । ଏ

ବିଧାନସଭା ନିର୍ବାଚନ ପୂର୍ବରୁ ଗୁଜରାଟ କ୍ୟାବିନେଟରେ ବଡ଼ ଧରଣର ଅଦଳବଦଳ

ଗୁଜରାଟରେ ବିଧାନସଭା ନିର୍ବାଚନକୁ ଆଉ ମାତ୍ର କିଛି ମାସ ବାକି ଥିବା ବେଳେ ରାଜ୍ୟ କ୍ୟାବିନେଟରେ ଏକ ବଡ଼ ଧରଣର ଅଦଳବଦଳ ହୋଇଛି । ରାଜେନ୍ଦ୍ର ତ୍ରିବେଦୀଙ୍କଠାରୁ ରାଜସ୍ୱ ବିଭାଗକୁ କାଢ଼ି ନିଆଯାଇଛି । ସେହିପରି ସଡ଼କ ଓ ନିର୍ମାଣ ମନ୍ତ୍ରଣାଳୟକୁ ପୁର୍ଣ୍ଣେଶ ମୋଦୀଙ୍କଠାରୁ ପ୍ରତ୍ୟାହାର

ରାଜ୍ୟରେ ଲଘୁଚାପ ଜନିତ ବର୍ଷା କମିଥିଲେ ବି ଟଳିନି ବିପଦ:SRC

ରାଜ୍ୟରେ ଲଘୁଚାପ ଜନିତ ବର୍ଷା କମିଥିଲେ ବି ଟଳିନି ବିପଦ । ଏହାରି ମଧ୍ୟରେ ଏସଆରସି ପ୍ରଦୀପ ଜେନା ବର୍ଷାକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ନିଶ୍ଚିତ ବନ୍ୟା ହେବ ବୋଲି ଏସଆରସି କହିଛନ୍ତି । ଏହି ୨ଟି ଜିଲ୍ଲାରେ ବନ୍ୟାର ପ୍ରକୋପ ଟିକେ ଅଧିକ

କାମରେ ଆସୁନି ବସୁଧା ଯୋଜନା,ପାଣି ପାଇଁ ଲୋକେ ହନ୍ତସନ୍ତ

ଦୂର ହେଉନି ଜଳକଷ୍ଟ ,ଜଳ ସଙ୍କଟରେ ବେହରାଗୁଡ଼ା ଗ୍ରାମବାସୀ , ପିଇବା ପାଣି ପାଇଁ ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ନଳକୂପର ଲାଗୁଛି ଭିଡ । ଆଶାଥିଲା ବସୁଧା ଯୋଜନାରେ ଘରେ ଘରେ ପହଞ୍ଚିବ ବିଶୁଦ୍ଧ ପାନୀୟ ଜଳ , ଦୂର ହେବ ଜଳ ସଙ୍କଟ ।କିନ୍ତୁ ସ୍ଥିତି ଯେମିତି କି ସେମିତି । ବସୁଧା ଯୋଜନାରେ

ଉଡ଼ନ୍ତା ବିମାନରେ ଶୋଇପଡ଼ିଲେ ଦୁଇ ପାଇଲଟ୍

ଆଫ୍ରିକୀୟ ଦେଶ ଇଥିଓପିଆରେ ଏମିତି ଘଟଣା ନିକଟ ଅତୀତରେ ଘଟିଯାଇଛି, ଯାହାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା। ବାସ୍ତବରେ, ଏକ ବିମାନ ଅବତରଣ କରିବା ପରେ ଜଣାପଡିଥିଲା ଯେ, ବିମାନର ଉଭୟ ପାଇଲଟ୍ ବିମାନ ଉଡ଼ାଣ ବେଳେ ଶୋଇପଡ଼ିଥିଲେ। ବିମାନଟି ଅଟୋ ପାଇଲଟ୍ ମୋଡରେ ଉଡ଼ୁଥିଲା। ଆଶ୍ବସ୍ଥୀକର କଥା

ଏମିତି ଭୁଲ କେବେ ହବନି: ବାବୁସାନ

ଭିଡିଓ ଜାରି କରି ନିକଟର ଘଟଣା ପାଇଁ ଅନୁତାପ କଲେ ବାବୁସାନ । ସ୍ତ୍ରୀ ତୃପ୍ତି , ଶ୍ୱଶୁରଙ୍କ ନାଁ ରେ ଗୋଟିଏ କେସ୍ ହୋଇଛି । ତାଙ୍କ ପରିବାର ବହୁତ କଷ୍ଟ ପାଇଛନ୍ତି । ସ୍ତ୍ରୀ ଓ ଶ୍ୱଶୁର କଷ୍ଟ ପାଇଲେଣି । ମୁଁ ପ୍ରମିସ କରୁଛି , ଏଭଳି ଭୁଲ ଆଉ କେବେ ହବନି । ଭିଡିଓ ମାଧ୍ୟମରେ କ୍ଷମା ମାଗିଲେ

ବାଦଲଫଟା ବର୍ଷାରେ ବେହାଲ ଉତ୍ତରାଖଣ୍ଡ

ଅକାତ ଅକାତ ପାଣିରେ ପେଟ ଫୁଲାଇ କୂଳ ଲଂଘୁଛି ନଦୀ। ଭୀଷଣ ଜଳପ୍ରବାହରେ ଭାସିଯାଇଛି ପୋଲ। ଚାରଆଡ଼େ ଖାଲି ପାଣି ହିଁ ପାଣି। ଉତ୍ତରାଖଣ୍ଡରେ ତାଣ୍ଡବ ରଚିଛି ପ୍ରକୃତି। ବାଦଲଫଟା ବର୍ଷା ଯୋଗୁ ଡେରାଡୁନ ସ୍ଥତି ସଙ୍ଗୀନ ହୋଇଛି। ଭୀଷଣ ମାତ୍ରାରେ ଜଳପ୍ରବାହ ଯୋଗୁ ରାୟପୁର-କୁମଲଦା ଏରିଆ ଜଳମଗ୍ନ

ଏମ୍ସ ଛାତରୁ ଡେଇଁ ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର ଏମ୍ସ ହସ୍ପିଟାଲ ଛାତରୁ ଡେଇଁ ରୋଗୀ ମୃତ୍ୟୁ । ଏମ୍ସର ସର୍ଜରୀ ବିଭାଗର ପଞ୍ଚମ ମହଲା ଉପରୁ ଡେଇଁ ପଡି ରୋଗୀଙ୍କର ମୃତ୍ୟୁ ହୋଇଛି । ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଚିକିତ୍ସିତ ହେଉଥିଲେ ରୋଗୀ ଜଣଙ୍କ । ତେବେ କେଉଁ କାରଣ ପାଇଁ ସେ ଛାତରୁ ଡେଇଁଛନ୍ତି ତାହା ବର୍ତ୍ତମାନ ଅସ୍ପଷ୍ଟ