Odia News Portal
Yearly Archives

2022

ଘୁଞ୍ଚିଥିବା ପରୀକ୍ଷା ହେବ ୨୭ରେ

ବନ୍ୟା ପାଇଁ ଘୁଞ୍ଚିଥିବା ଏଏସଓ ପରୀକ୍ଷା ୨୭ରେ ହେବ । ୨୧ରେ ହେବାକୁ ଥିବା ପରୀକ୍ଷା ୨୭ ତାରିଖରେ ହେବ । ଏନେଇ ଟୁଇଟ କରିଛନ୍ତି ଓପିଏସସି ଅଧ୍ୟକ୍ଷ । ୩ଟି ସିଟିଂରେ ପରୀକ୍ଷା କରାଯିବ । ପ୍ରଥମ ସିଟିଂ ୯ଟାରୁ ୧୦ ଟା ୩୦ ପର୍ଯ୍ୟନ୍ତ ଚାଲିବ । ଭିନ୍ନକ୍ଷମମାନଙ୍କୁ ଆଉ ଅଧଘଣ୍ଟା ଅଧିକ ସମୟ

ଘୁଂଚିଲା ଏସଆଇ ପରୀକ୍ଷା

ଓଡିଶା ପୋଲିସ ଏସଆଇ ପରୀକ୍ଷାରେ ବିଭ୍ରାଟ ନେଇ ଓପିଆରବିର ସୂଚନା । ସଫ୍ଟବ୍ୱେୟାର ସମସ୍ୟା ପାଇଁ ପରୀକ୍ଷା ଘୁଂଚିଲା କହିଲେ ଅଧ୍ୟକ୍ଷ । ଓପିଆରବି ଅଧ୍ୟକ୍ଷ ସୁଧାଂଶୁ ଷଡଙ୍ଗୀଙ୍କ ଟୁଇଟ ଜରିଆରେ ସୂଚନା । ପରୀକ୍ଷା ଘୁଂଚିଲା , ପୁଣି ଥରେ ପରୀକ୍ଷା କରାଯିବ । କାହାରିକୁ ପରୀକ୍ଷାରୁ ବଂଚିତ

ମୁଖ୍ୟମନ୍ତ୍ରୀ ପଦ ଛାଡ଼ିପାରନ୍ତି ହେମନ୍ତ ସୋରେନ୍‌

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ପଡିପାରେ। ଖଣି ଲିଜ୍ ଆବଣ୍ଟନ ମାମଲାରେ ନିର୍ବାଚନ ଆୟୋଗ ଶୁଣାଣି ଶେଷ କରିଛନ୍ତି। କୌଣସି ଦିନ ବି ଏହାର ରାୟ ଆସିପାରେ। ଯଦି ରାୟ ଅନୁକୂଳ ହୁଏ ତେବେ ସୋରେନଙ୍କୁ ଅଯୋଗ୍ୟ ହୋଇପାରନ୍ତି। ଏଭଳି ପରିସ୍ଥିତିରେ

ସୋମାଲିଆ: ହୋଟେଲ ଉପରେ ଆତଙ୍କବାଦୀ ଆକ୍ରମଣ, ୧୦ ମୃତ

ସୋମାଲିଆର ରାଜଧାନୀ ମୋଗାଦିଶୁର ଏକ ହୋଟେଲ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଏହି ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପ୍ରାୟ 9 ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଆତଙ୍କବାଦୀ ଓ ସୁରକ୍ଷା ବାହିନୀ ସହ ଗୁଳି ବିନିମୟ ଜାରି ରହିଥିବା

ବନ୍ଦ ହେଲା ହୀରାକୁଦର ଆଉ ୬ଟି ଗେଟ

ବର୍ତ୍ତମାନ ରାଜ୍ୟରେ ବନ୍ୟା ସ୍ଥିତି ଟିକିଏ ସୁଧୁରିବାରେ ଲାଗିଲାଣି । ସବୁ ଆଡେ ଜଳମଗ୍ନ ଥିବା ବେଳେ କିପରି ଲୋକମାନଙ୍କ ପାଖରେ ସହାୟତା ପହଞ୍ଚି ପାରିବ ତାହାଉପରେ ବର୍ତ୍ତମାନ ଅଧିକ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।ତେବେ ଆଜି ସକାଳେ ହୀରାକୁଦର ୮ଟି ଗେଟ ବନ୍ଦ

ମହାନଦୀ ଓ କାଠଯୋଡ଼ିରେ କମୁଛି ବନ୍ୟାଜଳ

କମୁଛି ମହାନଦୀ ଜଳସ୍ତର । ଉଭୟ ମହାନଦୀ ଓ କାଠଯୋଡ଼ିରେ ଜଳସ୍ତର ହ୍ରାସ ପାଉଛି । ବର୍ତ୍ତମାନ ଉଭୟ ନଦୀରେ ବିପଦ ସଂକେତ ତଳେ ପ୍ରବାହିତ ହେଉଛି ବନ୍ୟାଜଳ । ଆଜି ସକାଳ ୬ଟା ସୁଦ୍ଧା ମୁଣ୍ଡଳି ଦେଇ ମହାନଦୀର ୮ ଲକ୍ଷ ୮୮ ହଜାର ୧୪୯ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ଯୋବ୍ରା ଦେଇ ୪ ଲକ୍ଷ ୨୯

ଗଭୀର ଅବପାତର ପ୍ରଭାବ: ଉତ୍ତର ଓ ଆଭ୍ୟନ୍ତରୀଣ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ଜାରି

ଗଭୀର ଅବପାତ ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରେ ବର୍ଷା,ପବନ ଜାରି ରହିଛି। ବିଶେଷ କରି ଉତ୍ତର ଓ ଆଭ୍ୟନ୍ତରୀଣ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ପବନ ଜାରି ରହିଛି। ଗତକାଲି ସଂଧ୍ୟାଠୁ ବର୍ଷା ଆରମ୍ଭ ହୋଇଯାଇଥିଲା। ବାରିପଦାଠୁ ବର୍ତ୍ତମାନ ୩୦ କିଲୋମିଟର ଦୂରରେ ଗଭୀର ଅବପାତ

ରାଜୀବ ଗାନ୍ଧିଙ୍କ ଜନ୍ମତିଥିରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ଜନ୍ମତିଥି। ଏହି ଅବସରରେ ସ୍ଵର୍ଗତ ପ୍ରଧାନମନ୍ତ୍ରୀଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦେଶ ନିର୍ମାଣରେ ଅବଦାନ ଓ ବଳିଷ୍ଠ ନେତୃତ୍ବ ଯୋଗୁଁ ରାଜୀବ ଗାନ୍ଧି ସର୍ବଦା ମନେ ରହିବେ ବୋଲି

ଏମିତି ଏକ ଦ୍ୱୀପପୁଞ୍ଜ ଜାଣନ୍ତୁ ଏହା ପଛର ରହସ୍ୟ

ନାଇଜେରିଆର ଆଗୋସ୍‌ରେ ଥିବା ଏହି ଦ୍ଵୀପରେ ଜଣେ ସାଧାରଣ ଲୋକ ଘର କିଣିବାକୁ ସାହସ କରିବ ନାହିଁ । କଦଳୀ ଆକାରର ଦେଖିବାକୁ ହୋଇଥିବାରୁ ଏହାର ନାମ ବାନାନା ଆଇଲ୍ୟାଣ୍ଡ ରଖାଯାଇଛି । ଏହି ଅରବପତିମାନେ ପ୍ୟାରିସ୍ , ନ୍ୟୁୟର୍କ ଓ ଟୋକିଓ ପରି ସହର ସହିତ ଟକ୍କର ଦେବା ପାଇଁ ନାଇଜେରିଆରେ ଏହି

ବୃଦ୍ଧି ପାଇବ ବ୍ରାହ୍ମଣୀ, ବୁଢାବଳଙ୍ଗ ଓ ବୈତରଣୀ ନଦୀରେ ଜଳସ୍ତର

ଉତ୍ତର ଓଡିଶାରେ ଲଘୁଚାପ ଜନିତ ପ୍ରବଳବର୍ଷା ସମ୍ଭାବନା ଥିବାରୁ ବ୍ରାହ୍ମଣୀ, ବୁଢାବଳଙ୍ଗ ଓ ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧି ପାଇବାର ଆଶଙ୍କା ରହିଛି । ଫଳରେ ସମ୍ଭାବ୍ୟ ବନ୍ୟା ସ୍ଥିତି ଉପୁଜିପାରେ ବୋଲି କୁହାଯାଇଛି । ଆସନ୍ତା 21 ତାରିଖ ଯାଏଁ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା