Odia News Portal
Yearly Archives

2022

17 ବର୍ଷର ବାଳିକାକୁ ନାବାଳକ ସମେତ 6 ଜଣ ପୁରୁଷ କରିଛନ୍ତି ବଳାତ୍କାର

ମହାରାଷ୍ଟ୍ରର ଓଉରଙ୍ଗାବାଦ ଜିଲ୍ଲାରେ ଜଣେ 17 ବର୍ଷର ବାଳିକାକୁ ନାବାଳକ ସମେତ 6 ଜଣ ପୁରୁଷ ବଳାତ୍କାର କରିଥିବା ଅଭିଯୋଗ ହୋଇଛି।ପୀଡିତା ଜଣକ ଓଉରଙ୍ଗାବାଦରଙ୍ଗାବାଦ ଜିଲ୍ଲାର କନ୍ନଡ ତାଲୁକା ବାସିନ୍ଦା ବୋଲି ପୋଲିସ କହିଛି। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ” ଶୁକ୍ରବାର ଦିନ ଗାଁର

ଅଗଷ୍ଟ ୧୮ରୁ ପୁଣି ବର୍ଷିବ

ଅଗଷ୍ଟ ୧୯ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପ୍ରଭାବରେ ୧୮ ତାରିଖରୁ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ୧୮ରେ ପ୍ରବଳ ବର୍ଷା ନେଇ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । କେନ୍ଦୁଝର, ମୟୂରଭଞ୍ଜ,

କ୍ଷୀର ଦର ବଢ଼ାଇଲେ ଅମୁଲ ଓ ମଦର ଡେୟରୀ, ଲିଟର ପିଛା ୨ ଟଙ୍କା ମହଙ୍ଗା

ମହଙ୍ଗା ହେଲା କ୍ଷୀର । ଅମୁଲ ଏବଂ ମଦର ଡେୟରୀ କ୍ଷୀର ଦର ଲିଟର ପିଛା ୨ ଟଙ୍କା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତାକାଲି ଅର୍ଥାତ୍ ଅଗଷ୍ଟ ୧୭ରୁ ନୂଆ ଦର ଲାଗୁ ହେବ। ସୂଚନା ଅନୁଯାୟୀ ଗୁଜୁରାଟ କୋଅପରେଟିଭ୍ ମିଲ୍କ ମାର୍କେଟିଂ ଫେଡେରେସନ୍ ଅମୁଲ ଗୋଲ୍ଡ, ଶକ୍ତି ଏବଂ

ମାଆ ହେବାକୁ ଯାଉଛନ୍ତି ବଲିଉଡ୍‌ ଅଭିନେତ୍ରୀ ବିପାଶା ବସୁ

ସୋସିଆଲ ମିଡିଆ ମାଧ୍ୟମରେ ଫ୍ୟାନ ମାନଙ୍କ ପାଇଁ ଆଜି ବଲିଉଡ ଷ୍ଟାର ଦମ୍ପତି ବିପାଶା ବାସୁ ଓ ପତି କରଣ ସିଂହ ଏକ ଶୁଭ ଖବର ଦେଇଛନ୍ତି । କିଛି ମାସ ମଧ୍ୟରେ ଦୁହେଁ ବାପା ମାଆ ହେବାକୁ ଯାଉଛନ୍ତି । ନିକଟରେ ଖବର ଆସିଥିଲା କି, ବିପାଶା ଓ କରଣ ବହୁତ ଜଲ୍‌ଦି ସେମାନଙ୍କ ପ୍ରଥମ ସନ୍ତାନକୁ

ଏମିତି ଏକ ଭୟାନକ ଗାଁ, ୭୦ ବର୍ଷ ଧରି ପାଣି ଭିତରେ ବୁଡି ରହିଥିଲା

ବ୍ରିଟେନରେ ପୋଖରୀ, ନଦୀ ସବୁ ଶୁଖିବାରେ ଲାଗିଛି । ପାଣି ଶୁଖିବା ଯୋଗୁଁ ପ୍ରାୟ ୭୦ ବର୍ଷ ଧରି ପାଣି ଭିତରେ ଥିବା ଏକ ଗାଁ ଦେଖିବାକୁ ମିଳିଛି । କାହିଁ କେତେ ବର୍ଷରୁ ପାଣିରେ ଲୁଚି ରହିଥିବା ଏକ ପୋଲ ମଧ୍ୟ ନଜର ଆସୁଛି । ଲୋକମାନେ ଏବେ ସେଥିରେ ଚାଲି ଚାଲି ଯାତ୍ରା କରୁଛନ୍ତି ।

ଭୁବନେଶ୍ୱର ଆପାର୍ଟମେଣ୍ଟରେ ବନ୍ୟା

ବୁଡିଲା ସ୍କାଏ ଟାୱାର ଆପାର୍ଟମେଣ୍ଟ । ଭୁବନେଶ୍ୱର ଭଳି ସହରରେ ବି ଲହଡା ଭାଙ୍ଗୁଛି ବନ୍ୟଜଳ । କୃତ୍ରିମ ବନ୍ୟାରେ ଆପାର୍ଟମେଣ୍ଟରେ ଅଣ୍ଟାଏ ପାଣି । ଯୁଆଡେ ଦେଖିବେ ଖାଲି ପାଣି ହିଁ ପାଣି । ଫଳରେ କିଛି ଜରୁରୀ କାମ ପାଇଁ ଘରୁ ବାହାରିପାରୁନାହାଁନ୍ତି ଲୋକେ । ଭୁବନେଶ୍ୱର ଉପକଣ୍ଠ

ହୀରାକୁଦର ଖୋଲିବ ୪୦ ଗେଟ

ହୀରାକୁଦର ଆଉ ୫ ଟି ଗେଟ ଖୋଲିଲା । ଏବେ ମୋଟ ୩୧ ଟି ଗେଟ ଦେଇ ଚାଲିଛି ଜଳ ନିଷ୍କାସନ । ପର୍ଯ୍ୟାୟ କ୍ରମେ ଆଜି ମୋଟ ୧୪ ଟି ଗେଟ ଖୋଲାଯିବ । ହୀରାକୁଦରେ ରାତି ୮ ଟା ସୁଦ୍ଧା ଖୋଲିବ ଆଉ ୧୪ ଟି ଗେଟ । ପୂର୍ବରୁ ୨୬ ଏବଂ ଆଜିର ୧୪ ଟି ଗେଟ ମିଶାଇ ୪୦ ଟି ଗେଟ ଖୋଲିବ । ୪୦ ଟି ଗେଟ ଖୋଲିବାକୁ

ରାଜଧାନୀରେ ଗୋଡାଇ ହାଣିଲେ

ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ ୬ ଦୁର୍ବୁତ୍ତ । ନୟାପଲ୍ଲୀ ଥାନା ଜୟଦେବ ବିହାର ଅଂଚଳରେ ଆତଙ୍କ । ବସ୍ତିରେ ଦାଦାବଟି ବ୍ରାଉନ ସୁଗାରକୁ ବିରୋଧ କରିବାରୁ ହାଣିଲେ । ଦୁଇ ହାତରେ ଗଭୀର କ୍ଷତ , କ୍ୟାପିଟାଲ ହସ୍ପିଟାଲ ରେ ଭର୍ତ୍ତି । ସୂଚନା ଅନୂଯାୟୀ, ନୟାପଲ୍ଲୀ ଥାନା ଜୟଦେବ ବିହାର ଅଞ୍ଚଳରେ

ବିହାର କ୍ୟାବିନେଟ ସମ୍ପ୍ରସାରଣ: ଆରଜେଡିରୁ ସର୍ବାଧିକ ୧୬ ବିଧାୟକ ହେଲେ ମନ୍ତ୍ରୀ

ବିହାରରେ ନୀତୀଶ କୁମାର ନେତୃତ୍ୱାଧୀନ ମହାମେଣ୍ଟ ସରକାରର ଆଜି କ୍ୟାବିନେଟ ସମ୍ପ୍ରସାରଣ ହୋଇଛି । ମୋଟ ୩୧ ନୂଆ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। ବିଜେପିର ହାତ ଛାଡ଼ି ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଓ ଅନ୍ୟ ବିରୋଧୀ ଦଳ ସହ ମେଣ୍ଟ ଗଠନ କରିଥିବା ନୀତୀଶ କ୍ୟାବିନେଟର ନୂଆ ମନ୍ତ୍ରୀମାନେ ରାଜ

ଆଗାମୀ ୪୮ ଘଣ୍ଟା ଆମ ପାଇଁ ଗୁରୁତ୍ୱପୁର୍ଣ୍ଣ:ଏସଆରସି

ଆଗାମୀ ୪୮ ଘଣ୍ଟା ଆମ ପାଇଁ ଗୁରୁତ୍ୱପୁର୍ଣ୍ଣ କହିଲେ ଏସଆରସି । ଆଜି ସଂଧ୍ୟାରେ ମୁଣ୍ଡଳିରେ ସର୍ବାଧିକ ବନ୍ୟା ଜଳ ପ୍ରବାହିତ ହେବ । ପୁରୀ , ଖୋର୍ଦ୍ଧା , ଜଗତସିଂହପୁର , କେନ୍ଦ୍ରାପଡା ବିଶେଷ ପ୍ରଭାବିତ ହେବ । ବ୍ୟାକ ବ୍ୱାଟର ଯୋଗୁଁ କିଛି ଜାଗାରେ ପାଣି ପଶିଛି ।ଆବଶ୍ୟକ ଅନୁସାରେ ଲୋକଙ୍କୁ