Odia News Portal
Yearly Archives

2022

୧୦ ଜିଲ୍ଲାପାଳଙ୍କୁ ଆଲର୍ଟ

୧୦ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ବନ୍ୟା ସ୍ଥିତିର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ବିପଦସଙ୍କୁଳ ସ୍ଥାନରୁ ଲୋକଙ୍କୁ ସ୍ଥାନାନ୍ତର କରିବା ହେଉଛି ପ୍ରାଥମିକତା । ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ ଦେଇଛନ୍ତି

ବନ୍ୟା ସ୍ଥିତି: ନୟାଗଡ଼ ଓ ଜଗତସିଂହପୁର ଜିଲ୍ଲାରେ ସ୍କୁଲ ଛୁଟି

ବନ୍ୟା ସ୍ଥିତି କାରଣରୁ ନୟାଗଡ଼ ଜିଲ୍ଲାର ୩ଟି ବ୍ଲକରେ ୩୨ଟି ସ୍କୁଲ୍ ଦୁଇ ଦିନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଆଜି ଓ ଆସନ୍ତାକାଲି ସ୍କୁଲ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଗଣିଆରେ ୧୧, ଖଣ୍ଡପଡ଼ାରେ ୨ ଓ ଭାପୁରରେ ୧୨ଟି ସ୍କୁଲ ବନ୍ଦ ରହିବ ।ମାତ୍ର

ଭାରତର ଉଦବେଗ ସତ୍ତ୍ୱେ ଚୀନର ‘ଗୁଇନ୍ଦା’ ଜାହାଜକୁ ଅନୁମତି ଦେଲା ଶ୍ରୀଲଙ୍କା

ଚାଇନାର ‘ଗୁଇନ୍ଦା’ ଜାହାଜ କୁହାଯାଉଥିବା ୟୁଆନ୍ ୱାଙ୍ଗ-୫ ମଙ୍ଗଳବାର ଶ୍ରୀଲଙ୍କାର ହାମ୍ବାନତୋଟା ବନ୍ଦରରେ ପହଞ୍ଚିଛି। ବିଶେଷ କଥା ହେଉଛି ଭାରତ ଏବଂ ଆମେରିକା ଏ ବିଷୟରେ ଚିନ୍ତା ପ୍ରକଟ କରିସାରିଛନ୍ତି। ସୂଚନା ମୁତାବକ, ସାଟେଲାଇଟ୍ ଏବଂ ଇଣ୍ଟରକଣ୍ଟିନେଣ୍ଟାଲ୍ କ୍ଷେପଣାସ୍ତ୍ର ଟ୍ରାକିଂ

ଆଜି ବନ୍ୟା ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ରାଜ୍ୟର ଅନେକ ଜିଲ୍ଲାରେ ବନ୍ୟା ସୃଷ୍ଟି ହୋଇଛି । ପଶ୍ଚିମ ଓ ଉତ୍ତର ଓଡ଼ିଶା ରେ ବନ୍ୟା ଆସିଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବନ୍ୟା ସ୍ଥିତିର ସମୀକ୍ଷା କରିବେ । ପୂର୍ବାହ୍ନ ୧୧ ଟାରେ ବରିଷ୍ଠ ଅଧିକାରୀଙ୍କ ସହ ବନ୍ୟା ସ୍ଥିତିର ସମୀକ୍ଷା କରିବେ

ସମୁଦ୍ରରେ ବୁଡି ଜଣେ ନିଖୋଜ

ଦିଗବାରିଣୀ ଖୁଣ୍ଟ ନିକଟରେ ସମୁଦ୍ରରେ ବୁଡି ଜଣେ ନିଖୋଜ । ନିଖୋଜ ଯୁବକ ପଶ୍ଚିମବଙ୍ଗର ରବି ସିଂ ହୋଇଥିବା ସୂଚନା ରହିଛି । ଦୁଇ ବନ୍ଧୁ ବୁଲିବାକୁ ଆସି ଗାଧୋଇବା ବେଳେ ବୁଡି ଯାଇଥିଲେ । ଅନ୍ୟ ଜଣେ ଯୁବକ ବିହାରର ସ୍ୱାଗତ ଚୈାଧୁରୀ ଉଦ୍ଧାର ହୋଇଛନ୍ତି ।

ମୁକେଶ ଅମ୍ବାନୀଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତିକୁ ଗିରଫ କଲା ମୁମ୍ବାଇ ପୁଲିସ

ଗିରଫ ହେଲା ଶିଳ୍ପପତି ମୁକେଶ ଅମ୍ବାନୀଙ୍କୁ ଫୋନରେ ହତ୍ୟା ଧମକ ଦେଇଥିବା ବ୍ୟକ୍ତି। ଅଭିଯୁକ୍ତଙ୍କ ବୟସ ୫୫ ବର୍ଷ ଏବଂ ତାଙ୍କ ନାମ ବିଷ୍ଣୁ ଭୌମିକ ବୋଲି କୁହାଯାଉଛି। ସୋମବାର ଜଣେ ଅଜ୍ଞାତ ବ୍ୟକ୍ତି ‘ରିଲାଏନସ୍ ଫାଉଣ୍ଡେସନ୍’ର ‘ହରକିଷନଦାସ ହସ୍ପିଟାଲ୍’ ନମ୍ବରକୁ ଫୋନ କରି ଶିଳ୍ପପତି ମୁକେଶ

ରାୟଗଡ। ଠାରେ ଜିଲ୍ଲା ସ୍ତରୀୟ ୭୬ତମ ସ୍ବାଧୀନତା ଦିବସ ପାଳିତ

ରାୟଗଡ।:ଜିଲ୍ଲାସ୍ତରୀୟ ୭୬ତମ ସ୍ବାଧୀନତା ଦିବସ ରାୟଗଡ । ଜିଲ୍ଲା ସଦର ମହକୁମାର ସ୍ଥାନୀୟ ଜି.ସି.ଡି ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଶ୍ରୀମତୀ ସ୍ବଧା ଦେବ ସିଂ, ମୁଖ୍ୟ ଅତିଥି ଭାବେ ଯୋଗଦେଇ ସକାଳ ଘ.୯.୧୫ମି ସମୟରେ ଜାତୀୟ ପତାକା ଉତ୍ତୋଳନ କରିବା ସଙ୍ଗ

ଆସନ୍ତୁ ଜାଣିବା କଦଳୀ ଫୁଲର ଚମତ୍କାରୀ ଫାଇଦା, ଡାଇବେଟିସ ସହ କମାଇବ ଓଜନ

କଦଳୀ ଫୁଲ ଔଷଧୀୟ ଗୁଣରେ ଭରପୁର ହୋଇଥାଏ । କଦଳୀ ଫୁଲରେ ଭିଟାମିନ ଇ, ପ୍ରୋଟିନ, ଫାଇବର,ଆଇରନ, କ୍ୟାଲସିୟମ, ପୋଟାସିୟମ,ମ୍ୟାଗ୍ନେସିୟମ,ଫସଫରସ ଓ କାମ୍ଫର ମାତ୍ରା ରହିଥାଏ । ଯାହା ଶରୀରର ବହୁ ସ୍ୱାସ୍ଥ୍ୟ ସମସ୍ୟାକୁ ଭଲ କରିଥାଏ । . ଓଜନ ହ୍ରାସ କରିବାରେ ଲାଭ ଓଜନ କମ କରିବାରେ କଦଳୀ

ଧର୍ମଗଡ଼ ଠାରେ ଉପଖଣ୍ଡ ସ୍ତରୀୟ ସ୍ବାଧୀନତା ଦିବସ ପାଳିତ

ଧର୍ମଗଡ଼ ଉତ୍ସବ ପଡିଆ ଠାରେ ଉପଖଣ୍ଡ ସ୍ତରୀୟ ୭୬ତମ ସ୍ବାଧିନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଧର୍ମଗଡ଼ ଉପଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଉତ୍ସବ ପଡିଆ ଠାରେ ଅନୁଷ୍ଠିତ ଏହି

୨୨ ପୋଲିସ କର୍ମଚାରୀଙ୍କୁ ପୋଲିସ ମେଡାଲ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଉତ୍କୃଷ୍ଟ ସେବା ଓ ସାହସିକତା ପାଇଁ ଆଜି ପୋଲିସ କର୍ମଚାରୀମାନଙ୍କୁ ପୋଲିସ ମେଡାଲ ପ୍ରଦାନ କରାଯାଇଛି । ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ରାଜ୍ୟସ୍ତରୀୟ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୋଲିସ କର୍ମଚାରୀଙ୍କୁ ପଦକ ପ୍ରଦାନ କରିଛନ୍ତି । ସାହସିକତା ପାଇଁ ୯ ଜଣଙ୍କୁ