Odia News Portal
Yearly Archives

2022

ଆଜି ଓଡ଼ିଶା ହାଇକୋର୍ଟର ଦୁଇ ନୂଆ ବିଚାରପତିଙ୍କ ଶପଥ

ଆଜି ଶପଥ ନେବେ ଓଡ଼ିଶା ହାଇକୋର୍ଟର ଦୁଇ ନୂଆ ବିଚାରପତି । ଜଷ୍ଟିସ ଗୌରୀଶଙ୍କର ଶତପଥୀ ଓ ଜଷ୍ଟିସ ଚିତ୍ତରଂଜନ ଦାଶ ଆଜି ହାଇକୋର୍ଟ ବିଚାରପତି ଭାବେ ଶପଥ ନେବେ । ଅପରାହ୍ନ ୩ଟା ୩୦ମିନିଟରେ ଦୁଇ ନୂଆ ବିଚାରପତିଙ୍କୁ ଶପଥ ପାଠ କରାଇବେ ମୁଖ୍ୟ ବିଚାରପତି ଏସ. ମୁରଲୀଧର । ଦୁଇ ନୂଆ ବିଚାରପତିଙ୍କ

ହୀରାକୁଦର ଆଉ ୪ ଗେଟ୍ ଖୋଲିଲା, ଅପରାହ୍ନ ସୁଦ୍ଧା ୩୪ ଗେଟ ଖୋଲିବାକୁ ଯୋଜନା

ଗତକାଲି ହୀରାକୁଦର ୨୦ ଗେଟ୍ ଖୋଲାଥିବା ବେଳେ ଆଜି ସକାଳେ ଆଉ ୪ ଗେଟ୍ ଖୋଲାଯାଇଛି। ସେହିପରି ଅପରାହ୍ନ ସୁଦ୍ଧା ମୋଟ ଗେଟ୍ ସଂଖ୍ଯା ୩୪ ରେ ପହଞ୍ଚିବ ବୋଲି ଜଣାପଡିଛି। ସେପଟେ ଉପରମୁଣ୍ଡରୁ ହୀରାକୁଦକୁ ଅପରାହ୍ନ ସୁଦ୍ଧା ପ୍ରାୟ ୬ ଲକ୍ଷ କ୍ୟୁସେକ ପାଣି ଆସିବାର ଆକଳନ କରାଯାଇଛି। ଅପରପକ୍ଷେ,

ଅଙ୍ଗଦାନ ପାଇଁ ସଂକଳ୍ପ ନେବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

ଅଙ୍ଗଦାନ ହେଉଛି ମୂଲ୍ୟବାନ ଜୀବନ ରକ୍ଷା ଉପହାର । ବିଶ୍ଵ ଅଙ୍ଗଦାନ ଦିବସ ଅବସରରେ ଏହି ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ମହତ କାର୍ଯ୍ୟ ନେଇ ସଚେତନତା ସୃଷ୍ଟି କରିବା ପାଇଁ ସେ ଆହ୍ବାନ ଦେଇଛନ୍ତି। ମୂଲ୍ୟବାନ ଜୀବନ ବଞ୍ଚାଇବା ପାଇଁ ମୃତ୍ୟୁ ପରେ ଅଙ୍ଗଦାନ କରିବା

ଆଜି ଲଘୁଚାପ, ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା

ପଶ୍ଚିମ ମିଆଁମାର ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ପୂର୍ବାହ୍ନ ସୁଦ୍ଧା ଉତ୍ତର ବଙ୍ଗୋପସାଗର ଓ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହେବା ସହ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବ। ଏହାର

ବ୍ରହ୍ମପୁରରେ ଖୋଲିଲା ୨ ନୂଆ ସହରାଞ୍ଚଳ ସ୍ବାସ୍ଥ୍ୟ କେନ୍ଦ୍ର

ସହରାଞ୍ଚଳମାନଙ୍କରେ ସ୍ବାସ୍ଥ୍ୟସେବାକୁ ଅଧିକ ବ୍ୟାପକ କରିବାକୁ ତଥା ଲୋକଙ୍କ ଘରର ଯଥାସମ୍ଭବ ନିକଟତମ ସ୍ଥାନରେ ଚିକିତ୍ସା ସେବା ଯୋଗାଇଦେବାକୁ ରାଜ୍ୟ ସରକାର ପଦକ୍ଷେପମାନ ଗ୍ରହଣ କରିବାରେ ଲାଗିଛନ୍ତି। ସେହି କ୍ରମରେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଓ ଅନ୍ୟ ୩ଟି ସହରରେ ନୂଆ କରି ମୋଟ ୧୨ଟି

ମାନବ ଶରୀରରେ ପ୍ରତ୍ୟାରୋପଣ ହେଲା ଘୁଷୁରୀ କିଡନୀ

କିଡନୀ ପ୍ରତ୍ୟାରୋପଣ କ୍ଷେତ୍ରରେ ବୈଜ୍ଞାନିକମାନଙ୍କୁ ଏକ ବଡ଼ ସଫଳତା ମିଳିଛି । ଏଣିକି ମାନବ ଶରୀରରେ ଘୁଷୁରୀର କିଡନୀକୁ ପ୍ରତ୍ୟାରୋପଣ କରିହେବ । ଦୀର୍ଘ ଦଶନ୍ଧି ଧରି ବୈଜ୍ଞାନିକମାନେ ପଶୁ ଅଙ୍ଗକୁ ପ୍ରତ୍ୟାରୋପଣ କରି ମାନବ ଜୀବନ ରକ୍ଷା ଉପରେ ରିସର୍ଚ୍ଚ କରିଆସୁଥିଲେ । ବର୍ତ୍ତମାନ ସମୟରେ

ସ୍ବାଧୀନତା ଦିବସ ଆଗରୁ ଦିଲ୍ଲୀରୁ ଉଦ୍ଧାର ହେଲା ୨୦୦୦ ଗୁଳି

ଆଗକୁ ସ୍ବାଧୀନତା ଦିବସ ଥିବା ବେଳେ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଚୋରାଚାଲାଣ କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗରେ ୬ଜଣ ଗିରଫ ହୋଇଥିବା କଥା ଆଜି ସରକାରୀ ଅଧିକାରୀମାନେ କହିଛନ୍ତି। ସେମାନଙ୍କ ପାଖରୁ ୨୦୦୦ ଅଫୁଟା ଗୁଳି ସମେତ ବିପୁଳ ପରିମାଣର ଆଗ୍ନେୟାସ୍ତ୍ର ଉଦ୍ଧାର କରାଯାଇଛି ବୋଲି

ମାଲେସିୟା ଗସ୍ତରେ ଭାରତୀୟ ଯବାନ

ଭାରତୀୟ ବାୟୁସେନାର ଏକ ଦଳ ଶୁକ୍ରବାର ମାଲେସିଆ ଗସ୍ତରେ ଯାଇଛନ୍ତି। ଏହି ଦଳ ଦୁଇଦେଶ ମଧ୍ୟରେ ଦ୍ବିପାକ୍ଷୀକ ଯୁଦ୍ଧାଭ୍ୟାସକୁ ନେଇ ଆୟୋଜିତ କାର‌୍ୟ୍ୟକ୍ରମ ‘ଉଦାରଶକ୍ତି’ରେ ଭାଗନେବେ। ଏହି କାର‌୍ୟ୍ୟକ୍ରମ ଭାରତୀୟ ବାୟୁସେନା ଓ ରୟାଲ ମାଲେସିୟାନ୍ ବାୟୁସେନା ମଧ୍ୟରେ ଯୁଦ୍ଧାଭ୍ୟାସ ପାଇଁ

ଏହି ଖାଦ୍ୟ ଖାଇବା ଦ୍ୱାରା ବଢ଼ିଥାଏ ରାଗ

ଦୈନନ୍ଦିନ ଜୀବନରେ ଖିଆ ଯାଉଥିବା କିଛି ଖାଦ୍ୟ ମଧ୍ୟ ମଣିଷ ମନରେ ରାଗ ଜନ୍ମାଇଥାଏ। ଆଜି ଆମେ ଆପଣଙ୍କୁ ରାଗ ଜନ୍ମାଉଥିବା ଏମିତି ହିଁ କିଛି ଖାଦ୍ୟ ପଦାର୍ଥ ବିଷୟରେ କହିବୁ। କଫି: କଫି ବହୁତ ଲୋକ ପିଅନ୍ତି। ବିଶେଷ କରି ଓ୍ଵାର୍କଆଉଟ୍‌ କରୁଥିବା ଲୋକେ ବ୍ଲାକ୍‌ କଫି ସେବନ କରି

ପିପିଲି ଟୋଲଗେଟ ନିକଟରେ ଓଲଟିଲା ବସ୍ , ଜଣେ ମୃତ, ୧୫ରୁ ଅଧିକ ଯାତ୍ରୀ ଆହତ

ପିପିଲି ଟୋଲ ଗେଟ ନିକଟରେ ଏକ ଯାତ୍ରୀବାହୀ ବସ ଓଲଟି ପଡ଼ିବା ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ବସରେ ୫୦ରୁ ଅଧିକ ଯାତ୍ରୀ ଥିଲେ । ସାରଳା ନାମକ ବସ ଭୁବନେଶ୍ୱରରୁ କାକଟପୁର ଯାଉଥିବା ବେଳେ ଭାରସାମ୍ୟ ହରାଇ ପିପିଲି ଟୋଲଗେଟ୍ ନିକଟରେ ଓଲଟି