Odia News Portal
Yearly Archives

2022

ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର, ପରିବାର ଲୋକଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିଛି । ରାଜୁଙ୍କ ପୁତୁରା ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେଉଥିବା କଥା ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ପରିବାରକୁ ସୂଚନା

ଆକ୍ସନ ମୋଡ୍‌ରେ ବିଏମସି

ଆକ୍ସନ ମୋଡରେ ଭୁବନେଶ୍ୱର ମହାନଗର ନିଗମ । ଟ୍ରାଫିକ ଓ ପରିମଳ ସମସ୍ୟାର ସମାଧାନ ପାଇଁ ଜୋରଦାର ହୋଇଛି ଅଭିଯାନ । ଆଜି କଳିଙ୍ଗ ହସ୍ପିଟାଲ ଛକରୁ ଡମଣା ଛକ ପର୍ଯ୍ୟନ୍ତ ରାସ୍ତାକଡ଼ ଜବରଦଖଲ ଉଛେଦ ହୋଇଛି । ଜବର ଦଖଲକାରୀଙ୍କଠାରୁ ଆଦାୟ କରାଯାଇଛି ଜୋରିମାନା । ଏଣେ ବାରମ୍ବାର ତାଗିଦ

ପୁଣି ଲଘୁଚାପ ବର୍ଷାରେ ଭିଜିବ ଓଡିଶା

ପୁଣି ଲଘୁଚାପ ବର୍ଷାରେ ଭିଜିବ ଓଡିଶା । ଆସନ୍ତାକାଲି ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ୧୩ ଓ ୧୪ରେ ଲଘୁଚାପ ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ।

ଓଡିଶାର ୪ ପୋଲିସଙ୍କୁ ତଦନ୍ତ ପାଇଁ ପଦକ

ଉତ୍କର୍ଷ ସେବା ପାଇଁ ଚଳିତବର୍ଷ ଘୋଷଣା ହୋଇଥିବା ପୋଲିସ ପଦକ ତାଲିକାରେ ଚାରିଜଣ ଓଡିଆ । ବୃତ୍ତିଗତ ସେବା କ୍ଷେତ୍ରରେ ଉତ୍କର୍ଷତା ପାଇଁ ସେମାନଙ୍କୁ ପୋଲିସ ପଦକ ପ୍ରଦାନ କରାଯିବ । ପୋଲିସ ପଦକ ପାଇଁ ମନୋନୀତ ଅଧିକାରୀମାନଙ୍କ ମଧ୍ୟରେ ଅଛନ୍ତି ଜଣେ ଡିଏସପି ଓ ତିନିଜଣ ଇନସପେକ୍ଟର । ସେମାନେ

ମୟୂରଭଞ୍ଜରେ ପହଞ୍ଚି ସୁବର୍ଣ୍ଣରେଖା ଓ ଦେଓ ଜଳ ସେଚନ ପ୍ରକଳ୍ପ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ମୟୂରଭଞ୍ଜରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୟୂରଭଞ୍ଜ ଜିଲ୍ଲାର ଦୁଇ ପ୍ରାନ୍ତରେ ଦୁଇଟି ମଧ୍ୟମ ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୟୂରଭଞ୍ଜ ରାସଗୋବିନ୍ଦପୁର ବ୍ଲକ ଟିକପଦାରେ ୬୮୫କୋଟି ବ୍ୟୟରେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ

ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ

ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଅନୁଷ୍ଠିତ ହେବାକୁ ଯାଉଛି ।ସନ୍ଧ୍ୟା ୫ଟା ୪୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ଏହି ବୈଠକ । ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହେବ । ଏହା ସହ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର

ଚଢାଦରରେ ୟୁରିଆ ସାର ବିକ୍ରି,ନିରବ ଦ୍ରଷ୍ଟା ବିଭାଗୀୟ ଅଧିକାରୀ

ଧର୍ମଗଡ: ପିଛା ଛାଡୁନି ଚାଷୀ ସମସ୍ୟା।କେତେ ବେଳେ ସରକାରୀ ବିହନ ଜମିରେ ପକାଇ ଧୋକା ଖାଉଛି ତ କେତେବେଳେ ଚଢାଦର ଦେଇ କ୍ରୟ କରୁଛି।ଏମିତି ସମସ୍ୟା ଭିତରେ ଘାଣ୍ଟି ଚକଟି ହେଉଛି ଚାଷୀ। ବର୍ତମାନ ଲଘୁଚାପଜନିତ ବର୍ଷା ପଡିଲା ପରେ ଚାଷୀ ଧାର କରଜ କରି ଜମିରେ ରୁଆ ବେଉସା ପକାଇଛି।ହେଲେ ସାର

ଶ୍ରୀ ବଳଦେବଜୀଉଙ୍କ ପ୍ରଥମ ଭଜନ ଆଲବମ୍ “ଶିଳାବ୍ରହ୍ମ”ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଦ୍ୱାରା ଉନ୍ମୋଚିତ

ଭୁବନେଶ୍ୱର : କେନ୍ଦ୍ରାପଡ଼ା ତୁଳସୀକ୍ଷେତ୍ରାଧିଶ ଶ୍ରୀ ବଳଦେବଜୀଉଙ୍କ ଉପରେ ଆଧାରିତ ଭାବପୂର୍ଣ୍ଣ ପ୍ରଥମ ଭଜନ ଆଲ୍‌ବମ୍ “ଶିଳାବ୍ରହ୍ମ” ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ସୋଆ ଅଧିନସ୍ଥ

ଗଣେଶଙ୍କୁ ପ୍ରସନ୍ନ କରିବା ପାଇଁ ବୁଧବାର କରନ୍ତୁ ଏହି ଉପାୟ

ବୁଧବାର ହେଉଛି ପ୍ରଭୁ ବିଘ୍ନ ବିନାଶକ ଗଣେଶଙ୍କ ଦିନ। ଯେମିତିକି ସୋମୋବାରକୁ ପ୍ରଭୁ ଶିବଙ୍କୁ ଅର୍ପଣ କରାଯାଏ। ଶନିବାର ଶନି ଦେବ, ଗୁରୁବାର ମା’ ଲକ୍ଷ୍ମୀଙ୍କୁ। ଭଗବାନ ଗଣେଶଙ୍କୁ ସବୁଠାରେ ସୁଖହର୍ତ୍ତା ଏବଂ ଦୁଃଖହର୍ତ୍ତା ଦେବତା ଭାବରେ ପୂଜା କରାଯାଏ ଏବଂ ପୂଜାପାଠ ସମୟରେ

ଅଲାରନାଥ ମନ୍ଦିର ପରିଦର୍ଶନ କଲେ ୫ଟି ସଚିବ ,୧୫ ଦିନ ଭିତରେ ବିକାଶ ପାଇଁ ପ୍ରସ୍ତୁତ ହେବ

ମୁଖ୍ୟ ଶାସନ ସଚିବ (୫ଟି ) ଶ୍ରୀ ଭି.କେ ପାଣ୍ଡିଆନ୍ ଆଜି ପୁରୀଠାରୁ ପ୍ରାୟ ୨୦ କିଲୋମିଟର ଦୂରରେ ବ୍ରହ୍ମଗିରିର ପ୍ରସିଦ୍ଧ ଅଲାରନାଥ ମନ୍ଦିର ପରିଦର୍ଶନ କରିଛନ୍ତି। ମୁଖ୍ୟ ଶାସନ ସଚିବ ମନ୍ଦିର ସ୍ଥଳରେ ତୀର୍ଥଯାତ୍ରୀମାନଙ୍କ ପାଇଁ ଥିବା ସୁବିଧା ଏବଂ ବିକାଶ ପାଇଁ ଉପଯୁକ୍ତ ପଦକ୍ଷେପ