ଏଥର ବି କୋଭିଡ କଟକଣାରେ ହେବ ସ୍ୱାଧୀନତା ଦିବସ ସମାରୋହ
ଏଥର ସ୍ବାଧୀନତା ଦିବସରେ ହେବନି ପରେଡ୍। କୋଭିଡ ପାଇଁ ସ୍ବାଧୀନତା ଦିବସ କଟକଣାରେ ପାଳନ ହେବ । ଏଥର ଅଗଷ୍ଟ ୧୫ ପରେଡ୍ ହେବନି କି ଏଥିରେ ସ୍କୁଲ ଛାତ୍ରଛାତ୍ରୀମାନେ ଭାଗ ନେବେନାହିଁ । କେବଳ ୩ଟି କଣ୍ଟିଜେଣ୍ଟ ସାମିଲ ହେବେ। ଓଏସଏପି, ଓଡ୍ରାଫ୍ ଓ ବିଏସଏଫ୍ ପରେଡରେ ସାମିଲ ହେବେ। ଏଥିପାଇଁ!-->…
