Odia News Portal
Yearly Archives

2022

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ମହିଳା ସିଙ୍ଗଲ୍ସ ବ୍ୟାଡମିଣ୍ଟନରେ ସିନ୍ଧୁ ଜିତିଲେ ସ୍ବର୍ଣ୍ଣ

ରାଜ୍ୟଗୋଷ୍ଠୀ କ୍ରୀଡ଼ା – ୨୦୨୨ରେ ଭାରତକୁ ମିଳିଛି ଆଉ ଏକ ସ୍ବର୍ଣ୍ଣ । ମହିଳା ସିଙ୍ଗଲ୍ସ ବ୍ୟାଡମିଣ୍ଟନରେ ପିଭି ସିନ୍ଧୁ ଜିତିଛନ୍ତି ସ୍ୱର୍ଣ୍ଣ ପଦକ । ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଏହା ଭାରତର ୧୯ତମ ସ୍ବର୍ଣ୍ଣ ପଦକ । ଡବଲ ଅଲିମ୍ପିକ୍ ପଦକ ବିଜୟିନୀ ସିନ୍ଧୁ ଫାଇନାଲରେ କାନାଡାର ମିସେଲ

ପ୍ରକାଶ ପାଇଲା +୨ କଳା ରେଜଲ୍ଟ

ପ୍ରକାଶ ପାଇଲା +୨ କଳା ରେଜଲ୍ଟ । ୮୨.୧୦% ପାସ ହାର । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ପ୍ରକାଶ । ଚଳିତ ବର୍ଷ ୨ ଲକ୍ଷ ୧୩ ହଜାର ୪୦୬ ପିଲା ପରୀକ୍ଷା ଦେଇଥିଲେ । ପାସ କଲେ ୧ ଲକ୍ଷ ୭୧ ହଜାର ୨୮୮ ଛାତ୍ର ଛାତ୍ରୀ । ୯୦%ରୁ ଅଧିକ ରଖିଛନ୍ତି ୧୭୭ ଛାତ୍ରଛାତ୍ରୀ । ୨୮ ଉଚ୍ଚ

ଗ୍ରାମ୍ୟ ଉନ୍ନୟନ ବିଭାଗର ଶାସନ ସଚିବ ଭାବେ ଦାୟିତ୍ଵ ନେଲେ ସଂଜୟ କୁମାର ସିଂ

ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ସଂଜୟ କୁମାର ସିଂ ଆଜି ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଯୋଗଦାନ କରିଛନ୍ତି । ଗ୍ରାମ୍ୟ ଉନ୍ନୟନ ବିଭାଗର ସ୍ଵତନ୍ତ୍ର ଶାସନ ସଚିବ ଅକ୍ଷୟ କୁମାର ପ୍ରଧାନ ଏବଂ ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ସଚିବ ସୁଦର୍ଶନ ପରିଡ଼ା ଏବଂ ଅନ୍ୟ

ଏଣିକି ଟ୍ରେନ୍ ଟିକେଟ୍ ବାତିଲ କଲେ ବି ଲାଗିବ ଜିଏସଟି

ଏବେ ଟ୍ରେନ୍ ଟିକେଟ୍ ବାତିଲ କରିବାକୁ ହେଲେ ଆପଣଙ୍କୁ ନିଜ ପକେଟ୍ ଆଉ ଟିକିଏ ଢ଼ିଲା କରିବାକୁ ପଡ଼ିବ | କାରଣ ବର୍ତ୍ତମାନ କନଫର୍ମ ଟିକେଟ୍ ବାତିଲ କରିବା ଆହୁରି ମହଙ୍ଗା ହେବ | ଟିକେଟ୍ ବାତିଲ ଚାର୍ଜ ଉପରେ ମଧ୍ୟ ଜିଏସଟି ଲଗାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଦୀର୍ଘ ଦିନ ଧରି ଏହାକୁ

ଗଣମାଧ୍ୟମ ରାଜନୀତି ଅପେକ୍ଷା ଲୋକଙ୍କ ପ୍ରକୃତ ପ୍ରସଙ୍ଗକୁ ପ୍ରାଥମିକତା ଦେବା ଉଚିତ: ମୁଖ୍ୟମନ୍ତ୍ରୀ

ଲୋକଙ୍କ ବିଶ୍ୱାସ ଆଧାରରେ ଗଣମାଧ୍ୟମ ଚାଲିଥାଏ । ତେଣୁ ଗଣମାଧ୍ୟମ ରାଜନୀତି ଅପେକ୍ଷା ଲୋକଙ୍କ ପ୍ରକୃତ ପ୍ରସଙ୍ଗକୁ ପ୍ରାଥମିକତା ଦେବା ଉଚିତ। ଗଣମାଧ୍ୟମ ମୁଖ୍ୟତଃ ଲୋକଙ୍କ ସ୍ୱର ହେବା ଉଚିତ ବୋଲି ଦୈନିକ ପ୍ରଜାତନ୍ତ୍ରର ୭୫ ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ସାମିଲ ହୋଇ ନିଜ ଅଭିଭାଷଣରେ

ଗାଁକୁ ଗାଁ ବୁଲିବ ବୁଷ୍ଟର ଟିକା ଭ୍ୟାନ:ବିଜୟ ପାଣିଗ୍ରାହୀ

ଟିକାକରଣ ଉପରେ ସ୍ୱାସ୍ଥ୍ୟ ବିଭାଗ ଗୁରୁତ୍ୱାରୋପ କରିଛି ‌। କୋଭିଡ ଟିକାକରଣ ବଢ଼ାଇବାକୁ ରାଜ୍ୟର ସବୁ ଜିଲ୍ଲାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତି ବ୍ଲକରେ ୪ଟି ମୋବାଇଲ ଭ୍ୟାନ ବୁଲିବା ନେଇ ବ୍ୟବସ୍ଥା କରାଯାଇଛି ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ସେ

ଗୋଟିଏ ମଞ୍ଚରେ ଶାହା-ନବୀନ

କଟକ ଇନଡୋର ଷ୍ଟାଡିୟମର ଗୋଟିଏ ମଞ୍ଚରେ ଏକାଠି ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ପ୍ରଜାତନ୍ତ୍ରର ୭୫ତମ ପ୍ରତିଷ୍ଠା ଉତ୍ସବରେ ଉଭୟ ଯୋଗଦେଇଛନ୍ତି । ଏହା ସହ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାହିତ୍ୟିକା ପ୍ରତିଭା ରାୟ ବି ସାମିଲ ହୋଇଛନ୍ତି

ମନ୍ଦିରରେ ଅଘଟଣ,ତିନିଜଣ ଭକ୍ତଙ୍କ ମୃତ୍ୟୁ

ଶ୍ରାବଣର ଶେଷ ସୋମବାରରେ ରାଜସ୍ଥାନର ଖାଟୁ ଶ୍ୟାମ ମନ୍ଦିରରେ ଘଟିଛି ଅଘଟଣ । ଦଳାଚକଟା ଯୋଗୁଁ ତିନିଜଣ ଭକ୍ତଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଦୁଃଖଦ ଘଟଣାର ତଦନ୍ତ ନିର୍ଦ୍ଦେଶ

ଆଜି ଅପରାହ୍ନରେ ଯୁକ୍ତ ୨ କଳା ପରୀକ୍ଷା ଫଳ

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନ ବିଦ୍ୟାଳୟଗୁଡ଼ିକର ଯୁକ୍ତ ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ। ଅପରାହ୍ନ ୪ଟାରେ ପରିଷଦ କାର୍ଯ୍ୟାଳୟରେ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚିତ କରାଯିବ। ଏହାପରେ ପରୀକ୍ଷାର୍ଥୀମାନେ www.orissaresults.nic.in ୱେବସାଇଟ୍‌ରେ ସେମାନଙ୍କ

ଭିଜିଲାନ୍ସ ଜାଲରେ ଅତିରିକ୍ତ ସିଟି ଓ ଜିଏସଟି କମିଶନର

ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ କଟକ – ୧ ସିଟି ଓ ଜିଏସଟି ଅତିରିକ୍ତ କମିଶନର ପିୟୂଷକାନ୍ତ ପାଣିଙ୍କ ବାସଭବନ ଓ ଅନ୍ୟାନ୍ୟ ଠିକଣାରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ । ଭୁବନେଶ୍ୱର ଚକେଇସିଆଣି ସ୍ଥିତ ତିନି ମହଲା କୋଠା , ଯାଜପୁର ଚୋରଡା ଛକ ସ୍ଥିତ ପୈତୃକ ଜମିରେ ଦୁଇଟି ତିନି