Odia News Portal
Yearly Archives

2022

ଜମିବାଡ଼ିକୁ କେନ୍ଦ୍ର କରି ହଣାକଟା, ରସୁଲଗଡ଼ ଛକରେ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ରାଜଧାନୀରେ ହଣାକଟା । ଜମିବାଡ଼ିକୁ କେନ୍ଦ୍ର କରି ହଣାକଟା । ଭୁବନେଶ୍ୱର ରସୁଲଗଡ଼ ଛକରେ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । କଟୁରୀରେ ହାଣିବା ଯୋଗୁ ବିମ୍ବାଧର ଜେନା ଗୁରୁତର ଆହତ ହୋଇଛନ୍ତି । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ବିମ୍ବାଧରଙ୍କ ରସୁଲଗଡ଼ରେ ଗୋଟିଏ ହୋଟେଲ ରହିଛି ।

ହାଇକୋର୍ଟ ବେଞ୍ଚ ପାଇଁ ରାଜ୍ୟ ସରକାର ହିଁ ଦାୟୀ: ନରସିଂହ ମିଶ୍ର

ପଶ୍ଚିମ ଓଡିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ ଜାରି ରହିଛି । ତେବେ ବେଞ୍ଚ ହେବ କି ନାହିଁ, ,ହାର ନିଷ୍ପତ୍ତି ରାଜ୍ୟ ସରକାର ନେବେ ବୋଲି କହିଛନ୍ତି ନରସିଂହ ମିଶ୍ର । ରାଜ୍ୟ ନିଷ୍ପତ୍ତି ନେଇ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିବେ ଏବଂ ପରେ କେନ୍ଦ୍ର ଆଇନ ଆଣିବେ

ବିଜୟ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଆଜି ସାରାଦେଶରେ ପାଳନ ହେଉଛି ବିଜୟ ଦିବସ । ବିଜୟ ଦିବସ ଅବସରରେ ୧୯୭୧ ଯୁଦ୍ଧରେ ପାକିସ୍ତାନ ବିରୋଧରେ ସାହସ ଓ ବୀରତ୍ୱର ସହ ଲଢି ବିଜୟ ଆଣିଥିବା ଭାରତୀୟ ସୈନ୍ୟଙ୍କୁ ସ୍ମରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭାରତର ବିଜୟ ପାଇଁ ବଳିଦାନ ଦେଇଥିବା ବୀର ଯବାନଙ୍କ ସାହସିକତା ଓ

ଅର୍ଚ୍ଚନା-ଜଗବନ୍ଧୁ ବ୍ଲାକ୍‌ମେଲିଂ ମାମଲା: ଜେରାର ଦ୍ୱିତୀୟ ଦିନରେ ବି ଚୁପ୍ ରହିଲେ

ଅର୍ଚ୍ଚନା ଜଗବନ୍ଧୁ ବ୍ଲାକ୍‌ମେଲିଂ ମାମଲାରେ ଇଡି ତଥ୍ୟ ପ୍ରମାଣ ଯୋଗାଡ ନେଇ ତଦନ୍ତ ଜାରି ରଖିଛି । ପୁଲିସଠାରୁ ଇଡି ମାମଲା ସମ୍ପର୍କିତ ଦସ୍ତାବିଜ୍ ପାଇଥିଲେ ମଧ୍ୟ ଡିଜିଟାଲ ଡାଡା ପାଇନି । ତେଣୁ ଇଡି ଦ୍ୱିତୀୟ ଥର ରାଜ୍ୟ ଫୋରେନ୍‌ସିକ୍ ଲ୍ୟାବ୍‌କୁ ଡିଜିଟାଲ ଡାଟା ଦେବାକୁ ମେଲ କରିଛି ।

ମେ ୭ରେ ନିଟ୍-ୟୁଜି ପରୀକ୍ଷା, ମେ ୨୧ ରୁ ୩୧ ମଧ୍ୟରେ ସିୟୁସିଇଟି-୨୦୨୩

ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ନିଟ୍-ୟୁଜି ପରୀକ୍ଷା ମେ ୭ରେ କରାଯିବ। ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ଶୁକ୍ରବାର ଏହି ସୂଚନା ଦେଇଛି। ଏନଟିଏ ଘୋଷଣା କରିଛି ଯେ କେନ୍ଦ୍ର ବିଶ୍ବବିଦ୍ୟାଳୟ ଯୁଗ୍ମ ପ୍ରବେଶିକା ପରୀକ୍ଷା (ସିୟୁସିଇଟି) ର ଦ୍ୱିତୀୟ ପର୍ଯ୍ୟାୟ ୨୧ ରୁ ୩୧ ମେ ୨୦୨୩

ଗିରଫ ହେଲେ ଲାଞ୍ଚୁଆ ବେଗୁନିଆ ତହସିଲଦାର

ଲାଞ୍ଚ ନେବା ମହଙ୍ଗା ପଡ଼ିଲା ମହଙ୍ଗା । ବେଗୁନିଆ ତହସିଲଦାର ପୃଥ୍ୱୀରାଜ ମଣ୍ଡଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ। ଗତ ୧୪ ତାରିଖରେ ଭୁବନେଶ୍ୱର ସ୍ଥିତ କଳିଙ୍ଗ ବିହାର ସ୍ଥିତ ନିଜ ବାସଭବନରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଧରାପଡ଼ିଥିଲେ ବେଗୁନିଆ ତହସିଲଦାର। ଜମି କିସମ

ଓଡ଼ିଶାକୁ ମିଳିଲା ଏଗ୍ରିକଲଚର ଲିଡରସିପ୍ ଆୱାର୍ଡ

ସର୍ବ ଭାରତୀୟସ୍ତରରେ କୃଷି କ୍ଷେତ୍ରରେ ଓଡ଼ିଶା ନିଜର ପରାକାଷ୍ଟା ପ୍ରଦର୍ଶନ କରିଛି । କୃଷିର ବିକାଶ ଓ କୃଷକ କଲ୍ୟାଣରେ ନେତୃସ୍ଥାନୀୟ ଭୂମିକା ଏବଂ ଅନୁକରଣୀୟ ଅବଦାନ ନିମନ୍ତେ ଓଡ଼ିଶା ସର୍ବଶ୍ରେଷ୍ଠ ରାଜ୍ୟ ଭାବରେ ଜାତୀୟ ସ୍ତରରେ ପୁରସ୍କୃତ ହୋଇଛି । ଏଗ୍ରିକଲଚର ଟୁଡେ ଗ୍ରୁପ୍ ପକ୍ଷରୁ

‘ପଠାନ’ରେ ଦୀପିକାଙ୍କ ଗୈରିକ ବିକିନିକୁ ନେଇ ଆପତ୍ତି ଉଠାଇଲେ ମଧ୍ୟପ୍ରଦେଶ ମନ୍ତ୍ରୀ, ଫିଲ୍ମକୁ ବ୍ୟାନ୍ କରିବାକୁ ଦେଲେ…

ରିଲିଜ୍ ହେବା ପୂର୍ବରୁ ଶାହରୁଖ ଖାନ ଓ ଦୀପିକା ପାଦୁକୋନଙ୍କ ଅଭିନୀତ ଚଳଚ୍ଚିତ୍ର ‘ପଠାନ’ ବିବାଦ ଘେରକୁ ଆସିଛି । ଫିଲ୍ମର ଏକ ଗୀତ ସହ ଜଡ଼ିତ ଦୃଶ୍ୟ ଏବଂ ପୋଷାକକୁ ନେଇ ବିବାଦ ଉଠିଛି । ଏପରିକି ‘ପଠାନ’ କୁ ବ୍ୟାନ୍ କରିବା ପାଇଁ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ଚେତାବନୀ

ଲୋକସଭାରେ ପହଞ୍ଚିଲା ଅର୍ଚ୍ଚନା ନାଗ ମାମଲା

ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ପ୍ରସଙ୍ଗ ଏବେ ଲୋକସଭାରେ ପହଞ୍ଚିସାରିଛି । ବିଜେପି ସାଂସଦ ସୁରେଶ ପୂଜାରୀ ଏବେ ଏହି ମାମଲାକୁ ଲୋକସଭାରେ ଉଠାଇଛନ୍ତି । ଏଭଳି ଏକ ମାମଲାର ସିବିଆଇ ତଦନ୍ତକରାଯିବା ଉଚିତ ବୋଲି ଦାବି କରିଛନ୍ତି ସୁରେଶ ପୂଜାରୀ । ଏହାସହିତ ଫାଷ୍ଟଟ୍ରାକ

ନୂଆବର୍ଷରୁ ଶ୍ରୀମନ୍ଦିରକୁ ସ୍ମାର୍ଟଫୋନ୍‌ ମନା: ସେବାୟତ ଓ କର୍ମଚାରୀ କେହି ନେଇପାରିବେ ନାହିଁ ମୋବାଇଲ

ଆସନ୍ତା ଜାନୁଆରୀ ୧ରୁ ଶ୍ରୀମନ୍ଦିରରେ ନିଷିଦ୍ଧ ହେବ ସ୍ମାର୍ଟ ଫୋନ୍‌। କେବଳ ମହାପ୍ରଭୁଙ୍କ ନୀତି କାନ୍ତି ସୂଚନା ପାଇଁ ଗୋଟିଏ ଫୋନ୍‌ ଶ୍ରୀମନ୍ଦିର ଭିତରେ ରହିବ। ବହୁ ପ୍ରତିକ୍ଷିତ ସେବାୟତ ପିଲାଙ୍କ ପାଇଁ ଗୁରୁକୂଳ ନିମନ୍ତେ ର୍ବିଲା ଏଜୁକେସନ ସୋସାଇଟି ସହ ଏମୋୟୁ ସ୍ୱାକ୍ଷରିତ ହୋଇଛି। ଆଜି