Odia News Portal
Yearly Archives

2022

ଇତିହାସ ରଚିଲେ ଭାରତୀୟ ନୌସେନାର ୫ମହିଳା ପାଇଲଟ୍

ଭାରତୀୟ ନୌସେନାର ମହିଳା ପାଇଲଟମାନେ ଇତିହାସ ସୃଷ୍ଟି କରିଛନ୍ତି। ୫ଜଣିଆ ମହିଳା ପାଇଲଟଙ୍କ ଟିମ୍ ଡୋର୍ନିଅର୍ -୨୨୮ ବିମାନରେ ଉତ୍ତର ଆରବ ସାଗରରେ ନିରୀକ୍ଷଣ ଓ ସାମରିକ ସର୍ବେକ୍ଷଣ ମିସନ ସଫଳତାର ସହ ସଂପାଦନ କରିଥିବା ଭାରତୀୟ ନୌସେନା ପକ୍ଷରୁ ସୂଚନା ଦିଆଯାଇଛି। ଲେଫ୍ଟନାଣ୍ଟ କମାଣ୍ଡର

ବର୍ଷାରେ ବୁଡିଲା ମୋ ବସ୍‌

ବର୍ଷା ଯୋଗୁଁ ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସ୍ଥିତି । ଖୋର୍ଦ୍ଧା ଜଟଣୀ ଅଣ୍ଡରପାସରେ 5 ଫୁଟ ଉପରେ ପାଣି ପ୍ରବାହିତ ହେଉଛି । ଯାହା ଫଳରେ ପାଣିରେ ବୁଡ଼ିଯାଇଛି ମୋ ବସ୍ । ବସ୍‌ଟି ଜଟଣୀରୁ ଭୁବନେଶ୍ବର ଆସୁଥିଲା । ବସ୍ କର୍ମଚାରୀ ଓ ଅଳ୍ପ କିଛି ଯାତ୍ରୀ ପାଣିରେ ପହଁରି

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଆରମ୍ଭ

ସଂସଦ ଗୃହରେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୋଟ୍ ଦେଇଛନ୍ତି । ଦୁଇ ଗୃହର ସାଂସଦ ଭୋଟ୍ ଦେବାକୁ ସଂସଦ ମୁହାଁ ହୋଇଛନ୍ତି। ଅପରାହ୍ନ ୫ଟା ଯାଏଁ ଭୋଟ୍ ଗ୍ରହଣ ଚାଲିବ । ଭୋଟ୍ ଗଣତି ମଧ୍ୟ ଆଜି କରାଯିବା ସହ ଦେଶର ପରବର୍ତ୍ତୀ

ଆଜିି ଚତୁର୍ଥ ଟି୨୦: ସିରିଜ୍ ବିଜୟ ଲକ୍ଷ୍ୟରେ ଭାରତ

ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଟି୨୦ ଲଢେଇ ଏବେ କାରିବିୟାନରୁ ଆମେରିକାରେ ପହଞ୍ଚିଛି । ଆମେରିକାର ଫ୍ଲୋରିଡ଼ାରେ ଶନିବାର ଦୁଇ ଦେଶ ମଧ୍ୟରେ ଚତୁର୍ଥ ଟି୨୦ ଖେଳାଯିବ । ସିରିଜରେ ୨-୧ରେ ଅଗ୍ରଣୀ ରହିଥିବା ଭାରତ ଚତୁର୍ଥ ମ୍ୟାଚ୍ ସହ ଟ୍ରଫି କବଜା କରିବା ଲକ୍ଷ୍ୟରେ ରହିବ । ଚଳିତ ସିରିଜରେ

ଦୁଇଦିନ ମାଗଣା ବସ୍‌ ଯାତ୍ରା କରିପାରିବେ ମହିଳା:ଯୋଗୀ

ରକ୍ଷୀ ପୁର୍ଣ୍ଣିମାରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ମହିଳା ମାନଙ୍କ ପାଇଁ ଉପହାର ଘୋଷଣା କରିଛନ୍ତି। ଏହି ଅବସରରେ ଦୁଇ ଦିନ ମହିଳାଙ୍କ ପାଇଁ ରାଜ୍ୟରେ ମାଗଣା ଯାତ୍ରାର ଘୋଷଣା କରିଛନ୍ତି। ୟୁପି ପରିବହନ ନିଗମର ବସଗୁଡିକରେ ମାଗଣା ଯାତ୍ରା କରି ପାରିବେ

୮ ତାରିଖ ଅପରାହ୍ନ ୪ଟାରେ ପ୍ରକାଶ ପାଇବ +୨ କଳା ରେଜଲ୍ଟ

+୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ବାହାରି ସାରିଥିବା ବେଳେ ଏବେ କଳା ଫଳାଫଳକୁ ଚାହିଁବସିଛନ୍ତି ଛାତ୍ରଛାତ୍ରୀ । ଏହାରି ମଧ୍ୟରେ ରେଜଲ୍ଟ ପ୍ରକାଶ ପାଇବାର ତାରିଖ ଘୋଷଣା ହୋଇଛି । ଚଳିତ ମାସ ୮ ତାରିଖ ଅପରାହ୍ନ ୪ଟାରେ ଯୁକ୍ତ ୨ କଳା ରେଜଲ୍ଟ ପ୍ରକାଶ ପାଇବ । ତେବେ ଯୁକ୍ତ ୨ କଳା ସହ

ଆଜିଠୁ ଆରମ୍ଭ ହେଲା ବର୍ଷା, 10 ଯାଏଁ ବର୍ଷିବ

କିଛି ଦିନର ବ୍ୟବଧାନ ପରେ ରାଜ୍ୟରେ ପୁଣି ବର୍ଷା ଆରମ୍ଭ ହୋଇଛି । ପାଣିପାଗ ବିଭାଗ ଦେଇଥିବା ସୂଚନା ଅନୁଯ଼ାୟୀ, ଆଜିଠାରୁ 10 ତାରିଖ ଯାଏଁ 17 ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ ବିଭାଗ ପକ୍ଷରୁ ଏଥିପାଇଁ 17ଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣିଂ ଜାରି କରାଯ଼ାଇଛି ।

ହିରୋସୀମା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଶାନ୍ତି ବାର୍ତ୍ତା

ଆଜି ହେଉଛି ହିରୋସିମା ଦିବସ । ହିରୋସୀମା ଆମକୁ ମାନବ ସମାଜର ସେହି ଦୁଃଖଦ ଘଟଣାକୁ ମନେପକାଇ ଦିଏ, ଯାହା ଅଗଣିତ ଲୋକଙ୍କ ପାଇଁ ବିନାଶ ଓ ଅସରନ୍ତି ଯନ୍ତ୍ରଣା ଆଣିଥିଲା । ହିରୋସୀମା ଦିବସରେ ମାନବ ଜାତି ପାଇଁ ଆଣବିକ ଅସ୍ତ୍ର ରହିତ ଏକ ନିରାପଦ ଭବିଷ୍ୟତ ସୃଷ୍ଟି ସହ ସ୍ଥାୟୀ ଶାନ୍ତି ପାଇଁ

ମା ଓ ଝିଅଙ୍କୁ ହତ୍ୟା ଘଟଣା, ଜେଲଗଲା ନରହନ୍ତା ଗାଡି ଚାଳକ

ଡୁବୁରୀ ୫୩ନଂ ଜାତୀୟ ରାଜପଥ ବରଡା ଛକ ନିକଟରେ ଗାଡି ଚଢାଇ ମା ଓ ଝିଅଙ୍କୁ ହତ୍ୟା ଘଟଣା । ଗିରଫ ପରେ ଅଭିଯୁକ୍ତ ଗାଡି ଚାଳକ ଅମର ସ୍ୱାଇଁଙ୍କୁ କୋର୍ଟ ଚାଲାଣ କଲା ଜେନାପୁର ପୋଲିସ । ପୋଲିସ ଆଗରେ ଅଭିଯୁକ୍ତ ସବୁ ସତ ମାନିଥିବା ବେଳେ କୋର୍ଟ ଚାଲାଣ ସମୟରେ ଗାଡିର ବ୍ରେକ ଫେଲ ହୋଇଗଲା ବୋଲି

ବିଷାକ୍ତ ମଦ ପିଇ ୭ ମୃତ,ଅନେକ ଲୋକ ହରାଇଲେ ଦୃଷ୍ଟିଶକ୍ତି

ଗୁଜରାଟ ପରେ ବିହାରରେ ମଧ୍ୟ ବିଷାକ୍ତ ମଦର ବିଭୀଷିକା । ବିଷାକ୍ତ ମଦ ପିଇ ଅତି କମରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୫ ଜଣ ଅସୁସ୍ଥ ହୋଇପଡିଛନ୍ତି। ଅଧିକାରୀମାନେ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ବିଷାକ୍ତ ମଦ ଯୋଗୁଁ ଆଉ କିଛି ଲୋକ ଦୃଷ୍ଟିଶକ୍ତି ମଧ୍ୟ ହରାଇଛନ୍ତି । ସରାନର