୭ ଜିଲ୍ଲାରେ ଝାଡାବାନ୍ତି ସ୍ଥିତି ନିୟନ୍ତ୍ରଣାଧୀନ : ସୁରେଶ ମହାପାତ୍ର
ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖାଦେଇଥିବା ଡାଇରିଆ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି । ଗତ ଦୁଇ ଦିନରେ ୬ ଜିଲ୍ଲାରେ ଝାଡ଼ାବାନ୍ତିରେ କେହି ସଂକ୍ରମିତ ହୋଇନାହାନ୍ତି। ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ସମୀକ୍ଷା ପରେ ଏହି ସୂଚନା ମିଳିଛି ।!-->…
