Odia News Portal
Yearly Archives

2022

ଜଳସମ୍ପଦ ବିଭାଗରେ ଯୋଗଦେଲେ ୧୦୬ ମେକାନିକାଲ୍ ଜୁନିୟର ଇଞ୍ଜିନିୟର

୧୦୬ ଜଣ ଜୁନିଅର ଇଞ୍ଜିନିୟର୍ (ମେକାନିକାଲ୍) ଆଜି ଜଳ ସମ୍ପଦ ବିଭାଗରେ ଯୋଗ ଦେଇଛନ୍ତି । ସମସ୍ତଙ୍କୁ ରାଜ୍ୟ କର୍ମଚାରୀ ଚୟନ ଆୟୋଗ ମାଧ୍ୟମରେ ନିଯୁକ୍ତି ଦିଆଯାଇଛି । ଭର୍ଚୁଆଲ୍ ପ୍ଲାଟଫର୍ମରେ ନୂତନ ଇଞ୍ଜିନିୟରର୍ମାନଙ୍କୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ ନୂତନ ଜ୍ଞାନକୈାଶଳ ସହିତ ପରିଚିତ

ନ୍ୟାସନାଲ ହେରାଲ୍ଡ କାର୍ଯ୍ୟାଳୟ ଉପରେ ଇଡିର ଚଢ଼ାଉ

ନ୍ୟାସନାଲ ହେରାଲ୍ଡ ଖବରକାଗଜ ସହ ଜଡିତ ମନି ଲଣ୍ଡରିଂ ମାମଲାରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ପଚରାଉଚରା କରିବାର କିଛି ଦିନ ପରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏହି ଖବରକାଗଜ କାର୍ଯ୍ୟାଳୟ ସମେତ ପ୍ରାୟ ଦଶଟି ସ୍ଥାନରେ ଚଢ଼ାଉ କରିଛି। ନ୍ୟାସନାଲ ହେରାଲ୍ଡ ମାମଲାରେ

ମୁମ୍ବାଇ ଗଲେ ଅଭିନେତ୍ରୀ ପ୍ରକୃତି ମିଶ୍ର

ଭୁବନେଶ୍ୱର ରୁ ମୁମ୍ବାଇ ଗଲେ ଅଭିନେତ୍ରୀ ପ୍ରକୃତି ମିଶ୍ର । ବିବାଦର ଦଶ ଦିନ ପରେ ମାଆ କ୍ରିଷ୍ଟା ମିଶ୍ରାଙ୍କ ସହ ମୁମ୍ବାଇ ଗଲେ । ପ୍ରକୃତି ମୁମ୍ବାଇ ଯିବା ନେଇ ମନ୍ମଥ ମିଶ୍ରଙ୍କ ସୂଚନା । ମନ୍ମଥ ମିଶ୍ର କହିଛନ୍ତି , କର୍ମକ୍ଷେତ୍ରରେ ଯୋଗ ଦେବାକୁ ମୁମ୍ବାଇ ଗଲା ପ୍ରକୃତି । ପ୍ରକୃତି ନିଜ

ବିଦ୍ୟୁତ୍ ଆଘାତରେ ୧୦ କାଉଡିଆଙ୍କ ମୃତ୍ୟୁ

ପଶ୍ଚିମବଙ୍ଗର କୁଚ୍ ବିହାରରେ ଘଟିଛି ଛାତିଥରା ଘଟଣା । କୁଚ୍ ବେହାର ଜିଲ୍ଲାରୁ ପିକଅପ୍ ଭ୍ୟାନରେ ଶିବଙ୍କୁ ଜଳ ଅର୍ପଣ କରିବାକୁ ଜଲପାଇଗୁଡି ଜିଲ୍ଲାର ଜଲପେଶ ମନ୍ଦିରକୁ ଯାଉଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ୧୦ ଜଣ କାଉଡିଆଙ୍କ ମୃତ୍ୟୁ ହୋଇଛି । ରବିବାର ବିଳମ୍ବିତ ରାତିରେ ଏହି ଅଘଟଣ

ଆଜି ୬୮୯୧ ଶିକ୍ଷକଙ୍କୁ ମିଳିବ ନିଯୁକ୍ତି,ନିଯୁକ୍ତି ପତ୍ର ଦେବେ ମୁଖ୍ୟମନ୍ତ୍ରୀ

ଆଜି ୬୮୯୧ ଶିକ୍ଷକଙ୍କୁ ମିଳିବ ନିଯୁକ୍ତି । ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କଳିଙ୍ଗ ଷ୍ଟାଡିୟମରେ ଓରିଏଣ୍ଟେସନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ନବ ନିଯୁକ୍ତ ଶିକ୍ଷକଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବା ସହ ଉଦ୍‌ବୋଧନ ଦେବେ । ଶିକ୍ଷକଙ୍କ ମଧ୍ୟରେ କଳା, ବିଜ୍ଞାନ, ପିଇଟି ଓ ଅନ୍ୟାନ୍ୟ

ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ କାରାଦଣ୍ଡ

ଜଣେ ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି କେନ୍ଦୁଝର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ମାନସ କୁମାର ମିଶ୍ର । ଜରିମାନା ଅନାଦେୟ ହେଲେ ଏକ ବର୍ଷ ଅଧିକ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଆଦେଶ ଦିଆଯାଇଛି । ଏହି ଘଟଣା ୨୦୧୫

ନେପାଳ, ବିହାରରେ ଭୂକମ୍ପ ଝଟକା

ନେପାଳରେ ଆଜି ସକାଳେ ଭୂମିକମ୍ପର ତୀବ୍ର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୦ ଆକଳନ କରାଯାଇଛି | ଭୂକମ୍ପ କେନ୍ଦ୍ର କାଠମାଣ୍ଡୁ ଠାରୁ ୧୪୭ କିଲୋମିଟର ଦୂରରେ ଥିଲା ବୋଲି ଜଣାପଡ଼ିଛି। ନେପାଳ ସମୟ ସକାଳ ୮:୧୩ ରେ ଭୂକମ୍ପ ଝଟକାରେ ନେପାଳ ଥରିଥିଲା । ନେପାଳର ଜାତୀୟ

ଲୋକପ୍ରିୟ ଓଡ଼ିଆ ଗାୟିକା ନିର୍ମଳା ମିଶ୍ରଙ୍କ ପରଲୋକ

ପ୍ରସିଦ୍ଧ ଗାୟିକା ନିର୍ମଳା ମିଶ୍ରଙ୍କ ପରଲୋକ ହୋଇଯାଇଛି। ୮୩ ବର୍ଷ ବୟସରେ ନିର୍ମଳା ମିଶ୍ରଙ୍କ କୋଲକାତାରେ ଦେହାନ୍ତ ହୋଇଯାଇଛି । ଅନେକ ଓଡ଼ିଆ ଓ ବଙ୍ଗଳା ଫିଲ୍ମ ଗୀତ ଗାଇ ବେଶ ଲୋକପ୍ରିୟତା ହାସଲ କରିଥିଲେ ନିର୍ମଳା ମିଶ୍ର । ୧୯୬୦ ଓ ୧୯୭୦ ଦଶକରେ ନିର୍ମଳା ଅନେକ ଚଳଚ୍ଚିତ୍ର ଓ ଆଧୁନିକ

ଘର ଆଗରେ ଭିଡ଼ ନକରିବାକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅପରାଜିତାଙ୍କ ଅପିଲ

ଘର ଆଗରେ ଭିଡ ନକରିବାକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅପିଲ୍ କରିଛନ୍ତି ଅଭିନେତ୍ରୀ ତଥା ଅଭିନେତା ବାବୁସାନଙ୍କ ମା’ ଅପରାଜିତା ମହାନ୍ତି । ଅପରାଜିତା ଅନୁରୋଧ କରି କହିଛନ୍ତି ଯେ, ସ୍ୱାମୀ ଉତ୍ତମ ମହାନ୍ତି ଏବଂ ତାଙ୍କ ବଡ ଭାଇଙ୍କ ସ୍ୱାସ୍ଥ୍ୟ ଭଲ ନାହିଁ । ଆମ୍ବୁଲାନ୍ସ ଆସିଲେ ଭିଡ ହୋଇପାରେ

ଅଗଷ୍ଟ ୭ ରେ ଓଡ଼ିଶା ଉପକୂଳରେ ଲଘୁଚାପ ସମ୍ଭାବନା

ବଙ୍ଗୋପ ସାଗର ଏବଂ ତତ୍‌ସଂଲଗ୍ନ ଓଡ଼ିଶା ଉପକୂଳରେ ଅଗଷ୍ଟ ୪ କିମ୍ବା ୫ ତାରିଖ ସୁଦ୍ଧା ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଥିବା ବେଳେ ଅଗଷ୍ଟ ୭ ତାରିଖ ସୁଦ୍ଧା ଏହା ଲଘୁଚାପରେ ପରିଣତ ହେବାର ସମ୍ଭାବନା ଅଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ