Odia News Portal
Yearly Archives

2022

ବିଦ୍ୟୁତ୍ ଆଘାତରୁ ମାଲିକକୁ ବଞ୍ଚାଇ ନିଜେ ଜୀବନ ଦେଇଦେଲା ମଇଁଷି

ଗୋଟିଏ ମଇଁଷି ନିଜ ମାଲିକକୁ ବଞ୍ଚାଇବା ପାଇଁ ନିଜ ଜୀବନ ଦେଇଦେଇଛି । ଏବେ ଚାରିଆଡେ ମଇଁଷିର ବିଶ୍ୱସନୀୟତାକୁ ନେଇ ଚର୍ଚ୍ଚା ହେଉଛି । ସୂଚନା ଅନୁସାରେ ଭଦୋହୀର ବାବୁସରାୟ ଗାଁର ୫୫ ବର୍ଷୀୟ ପାରସ ପଟେଲ ରାତିରେ ଘର ବାହାରେ ଶୋଇଥିଲେ । ରାତି ଅଧରେ ଅଚାନକ ବର୍ଷା ହେଲା । ପାରସ ପଟେଲ ନିଜ

ଚୋରା ବୋଲେରୋ ଜବତ ୫ ଗିରଫ

ଯାଜପୁର ଜିଲ୍ଲା ବୈରୀ ଥାନା ଅଞ୍ଚଳରୁ ଗତ ୧୫ ତାରିଖ ରାତିରେ ଛତିଆ ଉପର ବଜାରରୁ ଚୋରି ହୋଇଥିବା ଧଳା ରଙ୍ଗର ବୋଲେରୋ ନଂ OR 05 AS 7052 କୁ ଗତକାଲି ବୈରୀ ପୁଲିସ ର ଏକ ସ୍ୱତନ୍ତ୍ର ଟିମ କଟକ ଜିଲ୍ଲା ଅନ୍ତର୍ଗତ ସାଲେପୁର ରୁ ଜବତ କରିଛି।ବୈରୀ ଥାନା ଅଧିକାରିଣୀ

ବିଶେଷ ଖବରର ବାର୍ଷିକ ଉତ୍ସବ: “ଗ୍ରାହକଙ୍କ ଆଶୀର୍ବାଦ ଗଣମାଧ୍ୟମ ପାଇଁ ଶ୍ରେୟ ହେଉ”

ଭୁବନେଶ୍ବର: ସମଗ୍ର ଦେଶରେ ଆର୍ଥନୀତିକ ଧାରା ବଦଳି ଚାଲିଛି। ଆମ ଶାସନ ବ୍ୟବସ୍ଥାରେ ଓ ଜୀବନଧାରାରେ ଶସ୍ତା ଓ ଲାଭଦାୟକ ନୀତି ଅବଲମ୍ବନ କରାଯାଉଛି। ନାଗରିକ ସମାଜ ଖଣ୍ଡବିଖଣ୍ଡିତ। ରାଜନେତାମାନଙ୍କ ଫତେଇ ପରି ଗଣମାଧ୍ୟମର ପ୍ରଥମପୃଷ୍ଠା ଦେହରେ ଜାକେଟ୍ ଧାରଣ କରୁଛି। ଯେଉଁ ଦେଶରେ ନାଗରିକର

‘ଲକଡାଉନ୍ ଲିରିକ୍ସ’ ପୁସ୍ତକ ଉନ୍ମୋଚନ କରିଛନ୍ତି ନବୀନ ପଟ୍ଟନାୟକ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂଯୁକ୍ତା ଦାଶଙ୍କ ଦ୍ୱାରା ଲିଖିତ କବିତାର ସଂଗ୍ରହ ‘ଲକଡାଉନ୍ ଲିରିକ୍ସ’ ନାମକ ଏକ ପୁସ୍ତକ ଉନ୍ମୋଚନ କରିଛନ୍ତି । କବିତାଗୁଡ଼ିକ ମହାମାରୀ ସମୟରେ ଲେଖକଙ୍କ ଅନୁଭୂତି ଏବଂ ବିବ୍ରତତାର ଏକ ଅବିସ୍ମରଣୀୟ କାହାଣୀ । ଦୀର୍ଘ ସମୟ ଧରି ସମାଜର ଏହି ଅତ୍ୟନ୍ତ

ତୃପ୍ତିଙ୍କ ସହ କଥା ହେଲେ ବାବୁସାନ୍

ପତ୍ନୀ ତୃପ୍ତିଙ୍କୁ ଫୋନ୍ କଲେ ବାବୁସାନ୍ । ସିଧାସଳଖ କଥା ହୋଇନଥିଲେ ସୁଦ୍ଧା ଫୋନ୍ ରେ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଛି । ଆଜି ବାବୁସାନଙ୍କ ଜନ୍ମଦିନ ଥିବାବେଳେ ସ୍ୱାମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ତୃପ୍ତି । ଆଗାମୀ ସମୟରେ ଉଭୟଙ୍କ ମଧ୍ୟରେ ହୋଇଥିବା ମନୋମାଳିନ୍ୟ ମଧ୍ୟ ଦୂର ହୋଇଯିବ

ଆଗୁଆ ଜାମିନ ଆବେଦନ କଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

ଜାତିଆଣ ମନ୍ତବ୍ୟ ଅଭିଯୋଗରେ ସମ୍ଭାବ୍ୟ ଗିରଫଦାରୀକୁ ଏଡ଼ାଇବା ପାଇଁ ଆଗୁଆ ଜାମିନ ଆବେଦନ କରିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ନିଜ ସଂସଦ ପତି ଅନୁଭବଙ୍କ ଜଣେ କର୍ମଚାରୀଙ୍କ ପ୍ରତି ବର୍ଷା ଜାତିଆଣ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି । ଏ ନେଇ ଦିଲ୍ଲୀ ପୋଲିସ ପକ୍ଷରୁ ନୋଟିସ୍

ପ୍ରଭାତ ବିଶ୍ୱାଳଙ୍କ ସମ୍ପତ୍ତି ଆଟାଚ୍ କଲା ଇଡି

ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଝଟକା । ପ୍ରଭାତ ବିଶ୍ୱାଳଙ୍କ ସମ୍ପତ୍ତି ଆଟାଚ୍ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ଅର୍ଥନୈତିକ ଠକେଇ କାରବାର୍ ନେଇ ଇଡି ପକ୍ଷରୁ ଏହି ଆକ୍ସନ ନିଆଯାଇଛି । ମୋଟ ୩ କୋଟି ୯୨ ଲକ୍ଷ ୨୦ ହଜାର ଟଙ୍କାର ସମ୍ପତ୍ତି ଜବତ କରିଛି ଇଡି । ଏହି

ଖାରବେଳ ଥାନାରେ ପହଂଚିଲେ ବାବୁସାନ

ଜଗନ୍ନାଥ ବିହାର ଘରୁ ବାହାରି ଅଭିନେତା ବାବୁସାନ ଖାରବେଳ ଥାନାରେ ପହଂଚିଲେ । ମାଆ ଅପରାଜିତାଙ୍କ ସହ କାରରେ ବାହାରିଲେ ବାବୁସାନ । ଏହା ପରେ ଭୁବନେଶ୍ୱର ଖାରବେଳ ନଗର ଥାନାରେ ପହଂଚିଛନ୍ତି  । ତାଙ୍କୁ ଜେରା କରିବ ଖାରବେଳନଗର ଥାନା ପୁଲିସ। ୧୬୧ ଧାରାରେ ହେବ ବୟାନ ରେକର୍ଡ। ଆଜି

ଅଗଷ୍ଟ ୧ରୁ ଖୋଲିବ ଭିତରକନିକା

ଅଗଷ୍ଟ ୧  ତାରିଖରେ ଖୋଲିବ ଜାତୀୟ ଉଦ୍ୟାନ ଭିତରକନିକା । ଗତ ୩  ମାସ ଧରି ବନ୍ଦ ରହିଥିଲା ଭିତରକନିକା ।ଗତ ମେ ୧ ତାରିଖରୁ କୁମ୍ଭୀର ପ୍ରଜନନ ଋତୁ ପାଇଁ ବନ୍ଦ ରହିଥିଲା ଭିତରକନିକା । କିନ୍ତୁ ଏବେ ଭିତରକନିକା ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି । ଆସନ୍ତା ଅଗଷ୍ଟ ୧ ତାରିଖରେ ଭିତରକନିକା

ରାଜ୍ୟରେ ଆଉ ୯୮୧ କୋରୋନା ପଜିଟିଭ ଚିହ୍ନଟ

ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ହଜାରେ ତଳେ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୯୮୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୫୭୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୪୦୬ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୬୬ ଜଣ