Odia News Portal
Yearly Archives

2022

ଭିଜିଲାନ୍ସ ଜାଲରେ ତହସିଲ କର୍ମଚାରୀ

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ତହସିଲ କର୍ମଚାରୀ । ଏହି ଘଟଣାଟି ହେଉଛି ବରଗଡ଼ ଜିଲ୍ଲା ଆମ୍ବଭୋନା ତହସିଲର । ଗିରଫ ବାବୁ ଜଣକ ହେଲେ ବରିଷ୍ଠ ରାଜସ୍ବ ସହାୟକ ବଳରାମ କରାଳି । ସେ ପାର୍ଟିସନ କେସ ବାବଦରେ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଏହି ସମୟରେ ସେ

ଆଜି ଥାନାରେ ହାଜର ହେବେ ବାବୁସାନ୍‌

ଆଜି ଥାନାରେ ହାଜର ହେବେ ବାବୁସାନ୍‌। ଖାରବେଳନଗର ଥାନା ପୋଲିସ ବାବୁସାନଙ୍କୁ ପଚରାଉଚରା କରିବ ବୋଲି ସୂଚନା ମିଳିଛି ।ସବୁ କଥା କହିବି କହିବି କହୁଥିବା ବାବୁସାନ କହିବେ ମନର କଥା ? ଚେନ୍ନାଇରୁ ଭୁବନେଶ୍ୱର ଫେରିବାକୁ ତିନି ଦିନ ହେଲାଣି । ବାପା ମାଆଙ୍କ ସହ ଘରେ ଅଛନ୍ତି । କିନ୍ତୁ ଏଯାଏ

ଜାତିଆଣ ମନ୍ତବ୍ୟ ଦେଇ ଅଡୁଆରେ ବର୍ଷା ପ୍ରିୟଦର୍ଶିନୀ

ଅନୁଭବ- ବର୍ଷା କଳି ଥମି ନଥିବା ବେଳେ ଆଉ ମାମଲାରେ ଛନ୍ଧି ହୋଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ସାଂସଦ ଅନୁଭବ ମହାନ୍ତିଙ୍କ କର୍ମଚାରୀଙ୍କୁ ଜାତିଆଣ ମନ୍ତବ୍ୟ ଦେଇ ହରଡ଼ଘଣାରେ ପଡିଛନ୍ତି ବର୍ଷା। ଜାତିଆଣ ଆକ୍ଷେପ କରିବା ଅଭିଯୋଗ ଆଧାରରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ

ପୁଣି କମିଲା ପେଟ୍ରୋଲ-ଡିଜେଲ ଦର

କମିଲା ପେଟ୍ରୋଲ ଓ ଡିଜେଲ ଦର। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ଲିଟର ପିଛା ୧୦୩ଟଙ୍କା ୧୧ ପଇସା ହୋଇଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୪ ଟଙ୍କା ୬୮ ପଇସା ହୋଇଛି। ସେହିପରି ଦେଶର ପ୍ରମୁଖ ସହରରେ ବି ପେଟ୍ରୋଲ ଓ ଡିଜେଲ ଦରରେ କିଛିଟା ପରିବର୍ତ୍ତନ ହୋଇଛି। ଦିଲ୍ଲୀରେ ପେଟ୍ରୋଲ

ଏଣିକି ୧୭ ବର୍ଷ ବୟସରେ ଭୋଟର ଆଇଡି କାର୍ଡ ପାଇଁ କରିପାରିବେ ଆବେଦନ

ନିର୍ବାଚନ ଆୟୋଗ ଗୁରୁବାର ଘୋଷଣା କରିଛି କି ୧୭ ବର୍ଷ ବୟସରୁ ଅଧିକ ବୟସର ସମସ୍ତ ଭାରତୀୟ ନାଗରିକ ଏବେ ଭୋଟର ଲିଷ୍ଟରେ ନିଜ ନାଁ ପୂର୍ବରୁ ହିଁ ରେଜିଷ୍ଟର କରାଇବା ପାଇଁ ଆବେଦନ କରିପାରିବେ । ନିର୍ବାଚନ ଆୟୋଗ ତରଫରୁ ଜାରି ବୟାନରେ କୁହାଯାଇଛି ଯୁବପିଢିଙ୍କୁ ଏବେ ଭୋଟର ଲିଷ୍ଟରେ ଏନରୋଲ୍ ହେବା

ଅକ୍ଟୋବର ୧୬ ରେ ଓସିଏସ ପ୍ରିଲିମ

ଅକ୍ଟୋବର ୧୬ ତାରିଖରେ ଓସିଏସ ପ୍ରିଲିମ ପରୀକ୍ଷା । ୨୦୨୧ ଓଡିଶା ସିଭିଲ ସର୍ଭିସ ପ୍ରିଲିମ ପରୀକ୍ଷା ଅକ୍ଟୋବର ୧୬ ରେ । ଅକ୍ଟୋବର ୧୬ ରବିବାର ଦିନ ପରୀକ୍ଷା ନେଇ ଓପିଏସସିର ନୋଟିସ । ପରୀକ୍ଷା ସମ୍ପର୍କରେ ସବିଶେଷ ବିବରଣୀ ୱେବସାଇଟରୁ ମିଳିବ । ଓପିଏସସି ୱେବସାଇଟ ରେ ପରବର୍ତ୍ତୀ ସମୟରେ

ଏହି ସମୁଦ୍ର ପର୍ଯ୍ୟଟକଙ୍କୁ ନିଜ ଆଡକୁ ଆକର୍ଷିତ କରି ମାରିଦେଉଛି

ବିଶ୍ବରେ ଅନେକ ସମୁଦ୍ର ରହିଛି, ଯାହାକି ନିଜର ସୁନ୍ଦରତା ପାଇଁ ଜଣାଯାଏ। ତାଙ୍କ ଭିତରେ ସାମିଲ ଅଛନ୍ତି, ଆଇସଲାଣ୍ଡର ବ୍ଲାକ ସ୍ୟାଣ୍ଡ ବିଚ୍‌, ଯାହାକି ନିଜ ଆଡକୁ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। କିନ୍ତୁ ଏହା ପ୍ରାଣଘାତୀ ହୋଇପାରେ। ଆମେ ରେନିସ୍ଫଜାରା ବିଚ୍‌ (Reynisfjara

ସମଲିଙ୍ଗୀ ଯୌନ ସମ୍ପର୍କ ଦ୍ବାରା ଅଧିକ ମାତ୍ରାରେ ବ୍ୟାପୁଛି ମଙ୍କିପକ୍ସ, who ବୟାନ

କରୋନା ପରେ ଏବେ ମଙ୍କିପକ୍ସ ବିଶ୍ବବ୍ୟାସୀଙ୍କୁ ଆତଙ୍କିତ କରିପକାଇଲାଣି । ବିଭିନ୍ନ ଲକ୍ଷଣକୁ ନେଇ ସତର୍କ ରହିବା ପାଇଁ ‘ହୁ’ ପକ୍ଷରୁ ବାରମ୍ବାର ଗାଇଡଲାଇନ୍‌ ଜାରି କରାଯାଉଛି । ଏହା ସହିତ ମଙ୍କିପକ୍ସ ଲକ୍ଷଣ ଦେଖାଗଲେ ତୁରନ୍ତ ସଂଘରୋଧରେ ରହିବାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିଛି । ଏହା

ଦୀର୍ଘଦିନର ଦାବି ପରେ ସ୍ଥାପନ ହେଲା ଷ୍ଟେଟବ୍ୟାଙ୍କ ଶାଖା

ଧର୍ମଗଡ ବ୍ଲକ ବେହେରା ଠାରେ ସ୍ଥାପନ ହେଲା ଷ୍ଟେଟ୍ ବ୍ୟାଙ୍କ୍ ଶାଖା ।ଯାହା ଅଞ୍ଚଳର ଲୋକଙ୍କ ଭିତରେ ଖୁସିର ମାହୋଲ ଦେଖାଦେଇଛି। ବେହେରା ଦଣ୍ଡ ପାଟ ଅଞ୍ଚଳର ବ୍ୟବସାୟିକ ସ୍ଥଳ ହୋଇଥିବାରୁ ସଦାସର୍ବଦା ଏଠି ଅଞ୍ଚଳବାସୀଙ୍କ ସମାଗମ ହେବା ସହ ଦୈନିକ ଲକ୍ଷ ଲକ୍ଷ ଟଙ୍କାର ଲେଣଦେଣ ର କାରବାର

ମନ୍ତ୍ରୀ ପଦରୁ ବିଦା ହେଲେ ପଶ୍ଚିମବଙ୍ଗର ମନ୍ତ୍ରୀ ପାର୍ଥ ଚାଟାର୍ଜୀ

ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଇଡିର କାର୍ଯ୍ୟାନୁଷ୍ଠାନ ପରେ ବିଦା ହୋଇଛନ୍ତି ପାର୍ଥ ଚାଟାର୍ଜୀ । ତେବେ ଏହି ମାମଲାକୁ ନେଇ ଯାହା ଆଶଙ୍କା କରାଯାଉଥିଲା ସେଇଆ ହେଲା। ମନ୍ତ୍ରୀପଦରୁ ହଟିଲେ ଦୁର୍ନୀତି ଅଭିଯୁକ୍ତ ପ୍ରାର୍ଥ ଚାଟାର୍ଜୀ। ଆଜି ଏନେଇ କ୍ୟାବିନେଟ୍ ବୈଠକ ଡକାଇଥିଲେ ମମତା