Odia News Portal
Yearly Archives

2022

ଟ୍ରେନ୍ ଭିତରେ ସାପ

ଟ୍ରେନ୍ ଭିତରେ ସାପ ଆତଙ୍କ। ସାପ ଆତଙ୍କ ଯୋଗୁ ଟ୍ରେନ୍ ଦୀର୍ଘ ସମୟଧରି ଅଟକି ରହିଥିଲା। ଯାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ। କେରଳର କୋଝିକୋଡ଼େରେ ଏମିତି ଘଟଣା ଘଟିଛି। ବୁଧବାର ସନ୍ଧ୍ୟାରେ ଥିରୁ ଷ୍ଟେସନରୁ ଛାଡ଼ିବାକୁ ଥିବା ଥିରୁଅନନ୍ତପୁରମ-ନିଜାମୁଦ୍ଦିନ ଏକ୍ସପ୍ରେସରେ ସାପ ଅଛି ବୋଲି ଖବର

ନାବାଳିକା ଦୁଷ୍କର୍ମ ମାମଲା: ଏଏସଆଇଙ୍କୁ ୨୦ ବର୍ଷ ଜେଲ ଦଣ୍ଡ

ନାବାଳିକା ଦୁଷ୍କର୍ମ ଘଟଣାରେ ପୂର୍ବତନ ଏଏସ୍‌ଆଇଙ୍କୁ ୨୦ ବର୍ଷ କାରାଦଣ୍ଡ । ୨୦ ହଜାର ଟଙ୍କା ଜୋରିମାନା ସହ ପୀଡ଼ିତାଙ୍କୁ ୭ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ନୟାଗଡ ଫାଷ୍ଟ ଟ୍ରାକ୍‌ କୋର୍ଟ । ଦଣ୍ଡ ପାଇଥିବା ପୂର୍ବତନ ପୋଲିସ ଅଧିକାରୀ ହେଲେ ବାଣିଗୋଚ୍ଛା ଥାନାର

ଉମରକୋଟ ଅତିରିକ୍ତ ଥାନା ଅଧିକାରୀଙ୍କୁ ସସପେଣ୍ଡ କଲେ ଡିଜିପି

ନବରଙ୍ଗପୁର ଜିଲ୍ଲାର ଉମରକୋଟ ଅତିରିକ୍ତ ଥାନା ଅଧିକାରୀ ଲିମରାଜ ପ୍ରଧାନଙ୍କୁ ଡିଜିପି ନିଲମ୍ବିତ କରିଛନ୍ତି। ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ ଲିମରାଜ ପ୍ରଧାନ । ଗୋଟିଏ ପୁରୁଣା ମାମଲାକୁ ରଫାଦଫା କରିବାକୁ ଜଣେ ବ୍ୟକ୍ତିଙ୍କ ଠାରୁ ଲିମରାଜ ପ୍ରଧାନ

ରାଜ୍ୟରେ ଗତ ୫ ବର୍ଷରେ ୨୫ ହଜାରରୁ ଅଧିକ ଲୋକଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ

ରାଜ୍ୟରେ ସଡ଼କ ଦୁର୍ଘଟଣାରେ ଦୈନିକ ହାରାହାରି ୧୪ ଜଣଙ୍କ ମୃତ୍ୟୁ ହେଉଛି । ଗତ ୫ ବର୍ଷରେ ରାଜ୍ୟରେ ସଡ଼କ ଦୁର୍ଘଟଣାରେ ୨୫ ହଜାର ୨୫୭ ଜଣଙ୍କ ଜୀବନ ଯାଇଛି ବୋଲି ବିଧାନସଭାରେ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ଟୁକୁନି ସାହୁ । ୨୦୧୭ରେ ୪୭୯୦, ୨୦୧୮ରେ ୫୩୧୫, ୨୦୧୯ରେ ୫୩୩୩ ଜଣଙ୍କ ମୃତ୍ୟୁ

ଚିଲିିକାରେ ପୁଣି ବସିଲା ଭସାପୋଲ

ଚିଲିିକାରେ ପୁଣି ଫସିଲା ଭସାପୋଲ । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସାତପଡ଼ା-ଚିଲିକା ମଝିରେ ଭସାପୋଲ ବସି ରହିଛି । ଭସାପୋଲରେ ୫ଟି ୪ ଚକିଆ ଯାନ ଓ ୨୦ରୁ ଅଧିକ ବାଇକ୍ ସହିତ ୬୦ରୁ ଅଧିକ ଯାତ୍ରୀ ଥିବା ସୂଚନା ମିଳିଛି । ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଭସାପୋଲକୁ ସଜାଡିବା ପାଇଁ ଉଦ୍ୟମ କରୁଛନ୍ତି

ରଙ୍ଗ୍‍ରୁଟ୍‌ରେ ଗାଡ଼ି ଚଳାଇଲେ ଜବତ ହେବ ଗାଡ଼ି

ଏଥର ରାଜଧାନୀରେ ରଙ୍ଗ୍‍ରୁଟ୍‍ (ବିପରୀତ ଦିଗ) ଗାଡ଼ି ଚାଳନା ରୋକିବା ଲାଗି ଏକ ସ୍ୱତନ୍ତ୍ର ଧରପଗଡ଼ ଅଭିଯାନ ଆରମ୍ଭ କରାଯାଇଛି। ରଙ୍ଗ୍‍ରୁଟ୍‍ରେ ଗାଡ଼ି ଚଳାଇ ଧରାପଡ଼ିଲେ ଜରିମାନା ସହ ଗାଡ଼ିକୁ ଜବତ କରିବ ଟ୍ରାଫିକ ପୁଲିସ। ପରେ ଗାଡ଼ିର କାଗଜପତ୍ର ଦେଖାଇ କୋର୍ଟରୁ ମୁକୁଳାଇବେ ଗାଡ଼ି

ନିଜ ଘର ବାଲକୋନିରେ ଥାଇ ଗଣମାଧ୍ୟମ ପ୍ରତିନିଧିଙ୍କୁ ଭେଟିଲେ ବାବୁସାନ

ଠିକ ସମୟରେ ଠିକ ଜିନିଷ କହିବି କହିଲେ ବାବୁସାନ । ନିଜ ଘର ବାଲକୋନିରେ ଥାଇ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଲେ । ମୁଁ ପରିବାର ପାଖରେ ଅଛି , ସେଥିପାଇଁ ବହୁତ ଖୁସି ଅଛି କହିଲେ ବାବୁସାନ । ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ ବାବୁସାନ । ଆଜି ଥାନ କୁ ଯିବାର ପ୍ରଶ୍ନ ରେ ମା ଅପରାଜିତାଙ୍କ ଉତ୍ତର

ଏମପିଇଡିଏ ର ସଦସ୍ୟ ଭାବେ ନିର୍ବାଚିତ ହେଲେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ

ନୂତନ ଦାଇତ୍ୱ ପାଇଲେ ବିଜେଡି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ । ଏନେଇ ରାଜ୍ୟସଭା ଡେପ୍ୟୁଟି ସେକ୍ରେଟେରୀ ସତୀଶ ମେସରା ସୂଚନା ଦେଇଛନ୍ତି । ଏମପିଇଡିଏ ର ସଦସ୍ୟ ଭାବେ ନିର୍ବାଚିତ ହେବାପରେ ଶ୍ରୀ ମଙ୍ଗରାଜ ଖୁସି ବ୍ୟକ୍ତ କରିବା ସହ ଏହି ସଫଳତାର ଶ୍ରେୟ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ

ଦୁଇ ଦିନ ପରେ ମନର କଥା କହିବେ ବାବୁସାନ, ଅପରାଜିତା

ଆଜି ଚେନ୍ନାଇରୁ ଓଡ଼ିଆ ଅଭିନେତା ବାବୁସାନ ଘରକୁ ଘରକୁ ଫେରିବା ପରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ତାଙ୍କ ମାଆ ଅପରାଜିତା ମହାନ୍ତି। ବାବୁସାନ ୨ ଦିନ ପରେ ସମସ୍ତଙ୍କୁ ମନର କଥା କହିବ ବୋଲି ଅପରାଜିତା ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି। ବର୍ତ୍ତମାନ ବାବୁସାନ୍‌ ବରମୁଣ୍ଡାସ୍ଥିତ

ଯୁକ୍ତ ଦୁଇ ପରୀକ୍ଷାରେ କୃତକାର୍ଯ୍ୟ ସମସ୍ତ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଏଥିସହ ସମସ୍ତ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ଵଳ ଭବିଷ୍ୟତ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ।