ମହାକାଶରୁ ଆସୁଛି ମହାବିପତ୍ତି
“ନେଚର ଆଷ୍ଟ୍ରୋନୋମୀ”ରେ ପ୍ରକାଶିତ ହୋଇଥିବା ତଥ୍ୟ ଅନୁଯାୟୀ ଆସନ୍ତା ଦଶ ବର୍ଷ ଭିତରେ ରକେଟର ଭଗ୍ନାବଶେଷ ପଡିବା କାରଣରୁ ଅନେକ ଲୋକଙ୍କର ଜୀବନ ଯିବାର ଅଧିକ ଆଶଙ୍କା ରହିଛି । ପ୍ରତିଦିନ ଏମିତିକି ପ୍ରତିମୁହୂର୍ତ୍ତରେ ଅନ୍ତରୀକ୍ଷରୁ ବସ୍ତୁମାନ ଗଳିବାର ଅନେକ ଆଶଙ୍କା ରହିଛି ।
ଆଷ୍ଟ୍ରଏଡ଼!-->!-->!-->…
