Odia News Portal
Yearly Archives

2022

ଭୁବନେଶ୍ୱରରେ ପହଞ୍ଚିଲେ ଅଭିନେତା ବାବୁସାନ

ଘରକୁ ଫେରିଲେ ବାବୁସାନ୍‌। ଜଗନ୍ନାଥବିହାର ସ୍ଥିତ ନିଜ ଘରେ ପହଞ୍ଚିଲେ ବାବୁସାନ। ଚେନ୍ନାଇରୁ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହ଼ଞ୍ଚିଥିଲେ। ଇଣ୍ଡିଗୋ ଫ୍ଲାଇଟ୍‌ରେ ଆସି ଭୁବନେଶ୍ୱରରେ ପହଞ୍ଚିବା ପରେ ବିମାନବନ୍ଦରରୁ ସିଧାସଳଖ ଘରକୁ ଆସିଲେ ବାବୁସାନ୍‌। ଆଜି ବାବୁସାନ୍‌ଙ୍କ ବୟାନ

ଶ୍ରୀଲଙ୍କାରେ ପୁଣି ଖୋଲିଲା ସ୍କୁଲ

ଶ୍ରୀଲଙ୍କାରେ ଏବେ ସଙ୍କଟ ଗମ୍ଭୀର ହୋଇଛି । ଇନ୍ଧନ ଅଭାବ ଯୋଗୁ ଗତ ୪ ଜୁଲାଇରୁ ବନ୍ଦ ଥିବା ସ୍କୁଲ ସୋମବାର ଠାରୁ ଖୋଲିଛି । ଶିକ୍ଷା ମନ୍ତ୍ରାଳୟ ମୁତାବକ, ଦେଶରେ ସମସ୍ତ ସରକାରୀ ଓ ସରକାରୀ ମାନ୍ୟତା ପ୍ରାପ୍ତ ବେସରକାରୀ ସ୍କୁଲ ପୁଣିଥରେ ଖୋଲିଛି । ଶ୍ରୀଲଙ୍କାର ଏକ ନ୍ୟୁଜ୍ ଏଜେନ୍ସ ସୂଚନା

ଚେନ୍ନାଇ ଏୟାରପୋର୍ଟ ଛାଡ଼ିଲେ ଓଲିଉଡ୍ ଅଭିନେତା ବାବୁସାନ

ଓଲିଉଡ୍ ଅଭିନେତା ବାବୁସାନ ମହାନ୍ତି ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ନେଇ ସାରା ଓଡ଼ିଶାର ଗଣମାଧ୍ୟମରେ ଚର୍ଚ୍ଚା ଜାରି ରହିଛି । ଏହା ମଧ୍ୟରେ ପ୍ରକୃତି ଭୁବନେଶ୍ୱରରେ ପହଞ୍ଚିବା ସହ ତାଙ୍କୁ ଖାରବେଳ ନଗର ପୋଲିସ ଏକ ଘଣ୍ଟା ଧରି ଜେରା କରି ସାରିଛି । ଅନ୍ୟପକ୍ଷରେ ବାବୁସାନଙ୍କୁ ମଧ୍ୟ

କାଲି ପ୍ରକାଶ ପାଇବ ଓଜେଇଇ ରେଜଲ୍ଟ

ବୁଧବାର ପ୍ରକାଶ ପାଇବ ଓଜେଇଇ ୨୦୨୨ ରେଜଲ୍ଟ । ଆସନ୍ତାକାଲି ୧୧:୩୦ ରେ ପ୍ରକାଶ ପାଇବ ଫଳାଫଳ । ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ଆସନ୍ତାକାଲି ଫଳାଫଳ ଘୋଷଣା କରିବେ । ଫଳାଫଳ ଘୋଷଣା ପରେ ପରୀକ୍ଷାର୍ଥୀ ଓଜେଇଇ ର ଅଫିସିଆଲ ୱେବସାଇଟରେ ନିଜର ରେଜଲ୍ଟ ଦେଖିପାରିବେ । ସୂଚନାଯୋଗ୍ୟ,

ନ୍ୟୁଡ୍‌ ଫଟୋ ଶୁଟ୍‌ କରି ଗିରଫ ହୋଇପାରନ୍ତି ରଣବୀର

ନ୍ୟୁଡ୍‌ ଫଟୋ ଶୁଟ୍‌ କରି ଫସିଲେ ରଣବୀର ସିଂହ। ଥାନାରେ ପହଞ୍ଚିଲା ମାମଲା। ବିଭିନ୍ନ ରାଜ୍ୟରେ ରଣବୀର ଏହି ଫଟୋକୁ ନେଇ ବିରୋଧ ପ୍ରଦଶର୍ନ ମଧ୍ୟ ହୋଇଛି। ତାଙ୍କ ବିରୋଧରେ ମୁମ୍ବାଇ ଚେମ୍ବୁର ପୁଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି। ଆଇପିସିର ଧାରା ୫୦୯, ୨୯୨, ୨୯୪ ଓ ଆଇଟି ଆକ୍ଟ ୬୭(କ)ରେ

ଅଗଷ୍ଟ ପହିଲାରୁ ପୁଣି ଖୋଲିବ ଭିତରକନିକା

ଅଗଷ୍ଟ ୧ ତାରିଖରୁ ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ଖୋଲିବ । ଏଥିପାଇଁ ବନବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏଥର ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟକୁ ପଲିଥିନ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ପୂର୍ବରୁ ଏହି କଟକଣା ଥିଲେ ମଧ୍ୟ କେତେକାଂଶରେ

କାଶୀପୁରରେ ଝାଡ଼ାବାନ୍ତି,୧୪ ଜଣଙ୍କର ମୃତ୍ୟୁ

କାଶୀପୁରରେ ଝାଡ଼ାବାନ୍ତିରେ ସର୍ବମୋଟ ୧୪ ଜଣଙ୍କର ମୃତ୍ୟୁ ହୋଇଛି କିନ୍ତୁ ସରକାର ୯ ଜଣଙ୍କର କହୁଛନ୍ତି। ଅନ୍ୟ ୫ ଜଣଙ୍କର ମୃତ୍ୟୁ ସ୍ଵାଭାବିକ ହୋଇଥିବା କହୁଛନ୍ତି। ତେଣୁ ଏହି ୫ ଜଣଙ୍କର ପୋଷ୍ଟମର୍ଟମ ରିପୋର୍ଟ ବିଧାନସଭାରେ ରଖନ୍ତୁ ସରକାର। ସେ ପୁଣି କହିଛନ୍ତି ଯେ, କେବଳ କାଶୀପୁର ନୁହେଁ

ରାଜ୍ୟଗୋଷ୍ଠୀ କ୍ରୀଡାରୁ ଓହରିଲେ ନୀରଜ ଚୋପ୍ରା

ରାଜ୍ୟଗୋଷ୍ଠୀ କ୍ରୀଡା ପୂର୍ବରୁ ଭାରତକୁ ଏକ ବଡ଼ ଝଟକା ଲାଗିଛି । ଅଲିମ୍ପିକ୍ ଚାମ୍ପିୟନ ନୀରଜ ଚୋପ୍ରା ଆଗାମୀ ବର୍ମିଂହମ୍ ରାଜ୍ୟଗୋଷ୍ଠୀ କ୍ରୀଡାରୁ ଓହରି ଯାଇଛନ୍ତି। ଆଘାତ କାରଣରୁ ସେ ଏହି ନିଷ୍ପତ୍ତି ନେଇଛନ୍ତି। ନିକଟରେ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ଫାଇନାଲ ବେଳେ ସେ ଆହତ

ପ୍ରକୃତି ମିଶ୍ରଙ୍କ ଘରେ ପୋଲିସ

ପ୍ରକୃତି ମିଶ୍ରଙ୍କ ଭୁବନେଶ୍ୱର ଘରେ ପହଁଚିଲା ପୋଲିସ । ଖାରବେଳନଗର ଥାନାର ଏକ ଟିମ ଘରେ ପହଂଚିଲା । ପଚରା ଉଚରା ପାଁଇ ପୋଲିସ ଟିମ ଆସିଥିବା ସୂଚନା । ସେପଟେ ଗତକାଲି ପ୍ରକୃତିଙ୍କ ମାକୃଷ୍ଣପ୍ରିୟା ମିଶ୍ର ସୋସିଆଲ୍ ମିଡ଼ିଆରେ କିଛି ଫଟୋ ପୋଷ୍ଟ କରି ଥିଲେ । ଯେଉଁଠି ସପରିବାର ଏକାଠି ଥିବା

ଗୁଜରାଟରେ ବିଷାକ୍ତ ମଦ,ମୃତ୍ୟୁ ସଂଖ୍ୟା ୨୪କୁ ବୃଦ୍ଧି

ଗୁଜରାଟରେ ବିଷାକ୍ତ ମଦ । ଏଥିରେ ମଙ୍ଗଳବାର ଆଉ ୭ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ଏହି ଘଟଣାରେ ମୃତ୍ୟୁସଂଖ୍ୟା ୨୪କୁ ବୃଦ୍ଧି ପାଇଛି । ଭାବନଗର ରେଞ୍ଜ ଇନ୍ସପେକ୍ଟର ଜେନେରାଲ ଅଶୋକ କୁମାର ଯାଦବଙ୍କ ସୂଚନା ଅନୁଯାୟୀ ମୃତକଙ୍କ ମଧ୍ୟରୁ ୧୫ ଜଣ ବୋଟାଡ ଜିଲ୍ଲାର ହୋଇଥିବାବେଳେ ନଅ ଜଣ