ଇଡି ଅଫିସରେ ସୋନିଆ
କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ମଙ୍ଗଳବାର ଦ୍ୱିତୀୟ ରାଉଣ୍ଡ ଜେରା କରାଯିବ । ଏହି ସମୟରେ ସଂସଦ ଭିତରେ ଓ ବାହାରେ ବିରୋଧ ପାଇଁ କଂଗ୍ରେସ ଦଳ ଯୋଜନା କରିଛି। ସୋମବାର ଦଳର ମୁଖ୍ୟାଳୟରେ କଂଗ୍ରେସର ସାଧାରଣ ସଚିବ, ଦଳର ରାଜ୍ୟ ଦାୟିତ୍ବ ପ୍ରଭାରୀ ଏବଂ ସାଂସଦମାନଙ୍କର ଏକ ବୈଠକ ଅନୁଷ୍ଠିତ!-->…
