Odia News Portal
Yearly Archives

2022

ଅଭିନେତା ଦୀପେଶ ଭାନଙ୍କ ପରଲୋକ

ଚର୍ଚ୍ଚିତ ଅଭିନେତା ଦୀପେଶ ଭାନଙ୍କର ଶନିବାର ସକାଳେ ପରଲୋକ ହୋଇଯାଇଛି । ଏହି ସିରିଏଲରେ ଦୀପେଶ ‘ମାଲଖାନ’ ଚରିତ୍ରରେ ଅଭିନୟ କରୁଥିଲେ | ତାଙ୍କୁ ୪୧ ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁର କାରଣ ଜଣାପଡି ନାହିଁ। ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି ଯେ ଶନିବାର ସକାଳେ ଦୀପେଶ ତାଙ୍କ

ଖାରବେଳ ଥାନାରେ ବୋହୂ ତୃପ୍ତିଙ୍କୁ ଧରି ପହଁଚିଲେ ଶାଶୁ ଅପରାଜିତା

ବାବୁସାନ ଙ୍କ ମାଆ ହେଉଛନ୍ତି ବରିଷ୍ଠ ଅଭିନେତ୍ରୀ ଅପରାଜିତା ମହାନ୍ତି । ଖାରବେଳ ଥାନାରେ ପହଁଚିଲେ ଅପରାଜିତା ମହାନ୍ତି । ସାଥିରେ ବୋହୂ ତୃପ୍ତିଙ୍କୁ ଧରି ପହଁଚିଲେ ଶାଶୁ ଅପରାଜିତା । ବାବୁସାନଙ୍କ ପତ୍ନୀ ତୃପ୍ତିଙ୍କ ଘରେ ପ୍ରଥମେ ପହଁଚିଥିଲେ ଅପରାଜିତା । ବାବୁସାନ ଙ୍କ ମାଆ ହେଉଛନ୍ତି

ବାବୁସାନଙ୍କ ପତ୍ନୀ ତୃପ୍ତିଙ୍କ ପ୍ରତିକ୍ରିୟା

ଭିଡିଓ ଭାଇରଲ ପରେ ବାବୁସାନଙ୍କ ପତ୍ନୀ ତୃପ୍ତିଙ୍କ ପ୍ରତିକ୍ରିୟା । ସତ୍ୟନଗର ଘରେ ବାବୁସାନ ଓ ପ୍ରକୃତି ରହୁଥିଲେ ବୋଲି କହିଛନ୍ତି ବାବୁସାନଙ୍କ ପତ୍ନୀ ତୃପ୍ତି । ମୁଁ ତାଙ୍କୁ ଆଗରୁ ୩ ଥର ଧରିଛି , ସେମାନେ ଜାଗା ପରିବର୍ତ୍ତନ କରୁଥିଲେ । ଆଜି ବାବୁସାନ ଚେନ୍ନାଇ ଯିବେ ବୋଲି ଖବର ପାଇଲି ।

ରାଜ୍ୟରେ ଆଉ ୧୧୩୦ କୋରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୧୩୦ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୧୪୩ ଜଣ ୧୮ ବର୍ଷରୁ କମ ବୟସ୍କ ଅଛନ୍ତି। ସଙ୍ଗରୋଧରୁ ୬୬୨ ଓ ସ୍ଥାନୀୟ ଅଞ୍ଚଳରୁ ୪୬୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୨୨୫, ଖୋର୍ଦ୍ଧା ଜିଲ୍ଲାରୁ ୨୦୯, କଟକରୁ

ଶ୍ରେୟାଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ସିବିଏସଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଓଡ଼ିଶାର ଶ୍ରେୟା ପଟ୍ଟନାୟକ ଶତ ପ୍ରତିଶତ ମାର୍କ ଆଣିଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶ୍ରେୟାଙ୍କ ଏହି ଉଲ୍ଲେଖନୀୟ ସଫଳତା ସାରା ଓଡ଼ିଶାକୁ ଗର୍ବିତ କରିଛି। ଅନ୍ୟ ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି ସଫଳତା

ରାଜରାସ୍ତାରେ ଓଡ଼ିଆ ଷ୍ଟାରଙ୍କ ଘର କଳି

ପଦାରେ ପଡ଼ିଲା ଷ୍ଟାରଙ୍କ କଳି। ଓଲିଉଡ୍ ଅଭିନେତା ବାବୁସାନ ମହାନ୍ତିଙ୍କ ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅଭିନେତା ବାବୁସାନଙ୍କ ପତ୍ନୀ ଝଗଡ଼ା କରୁଥିବା ଏକ ଭିଡିଓ ଭାଇରାଲ ହେଉଛି। ରାସ୍ତା ଉପରେ ବାବୁସାନଙ୍କ ସହ ପତ୍ନୀ ଝଗଡ଼ା କରୁଥିବା ଭାଇରାଲ୍‌ ଭିଡିଓରେ

ଟ୍ରକ୍ ଧକ୍କାରେ ୬ ଜଣ କାଉଡିଆଙ୍କ ମୃତ୍ୟୁ

ଉତ୍ତରପ୍ରଦେଶର ହାଥରସ୍ ରେ ଏକ ଟ୍ରକ୍ ଧକ୍କାରେ ୬ ଜଣ କାଉଡିଆଙ୍କ ମୃତ୍ୟୁ ହୋଇଛି । ଏହି ଘଟଣା ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ୨ଟାରେ ଘଟିଛି । ମହାଦେବଙ୍କୁ ଜଳ ଲାଗି କରିବା ପାଇଁ ହରିଦ୍ବାରରୁ ଗ୍ୱାଲିଅର ଯାଉଥିବା କାଉଡ଼ିଆଙ୍କ ଉପରେ ଟ୍ରକ୍ ମାଡ଼ି ଯାଇଥିଲା | ଘଟଣାସ୍ଥଳରେ ୬ ଜଣ

ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ଚାରିଦିନିଆ ଦିଲ୍ଲୀ ଗସ୍ତ

ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ୨୫ ତାରିଖରେ ଶପଥ ଗ୍ରହଣ ସମାରୋହ ହେବ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଦ୍ରୌପଦୀ ମୁର୍ମୁଙ୍କ ଶପଥ ସମାରୋହରେ ସାମିଲ

ବଲିଉଡକୁ କମ୍‌ବ୍ୟାକ୍ କରୁଛନ୍ତି ମଲ୍ଲିକା ଶେରାୱତ୍

ଖୁବ୍ ଶୀଘ୍ର କମ୍‌ବ୍ୟାକ୍ କରୁଛନ୍ତି ଅଭିନେତ୍ରୀ ମଲ୍ଲିକା ଶେରାୱତ୍ ।  ମଲ୍ଲିକା ଫିଲ୍ମ RK / RKAY ମାଧ୍ୟମରେ ବଲିଉଡକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ବର୍ତ୍ତମାନ ୭ ବର୍ଷ ପର୍ଯ୍ୟନ୍ତ କୌଣସି ଫିଲ୍ମ କରିନଥିବାରୁ ଲୋକଙ୍କ ଟାର୍ଗେଟରେ ରହିଥିବା ମଲ୍ଲିକା ସମାଲୋଚକମାନଙ୍କୁ ଉପଯୁକ୍ତ ଉତ୍ତର

ବର୍ଷାରେ ଭିଜିବା ଦ୍ୱାରା ମିଳିଥାଏ ଏହି ଫାଇଦା

ବର୍ଷାରେ ଗାଧୋଇବା ଦ୍ୱାରା ସ୍ୱାସ୍ଥ୍ୟକୁ ଅନେକ ପ୍ରକାରର ଫାଇଦା ମିଳିପାରେ । ଆସନ୍ତୁ ଜାଣିବା ଏହି ବିଷୟରେ ମିଳିଥାଏ ଭିଟାମିନ୍‌ ବି୧୨ ବର୍ଷା ପାଣି ବହୁତ ହାଲୁକା ହୋଇଥାଏ। ଏହାର ପିଏଚ୍‌ ଲେବଲରେ ବି ଅଲ୍‌କାଲାଇନ ରହିଥାଏ, ଯାହା ଆପଣଙ୍କ ମନକୁ ତୁରନ୍ତ ରିଫ୍ରେଶ୍‌ କରିଥାଏ। ବର୍ଷା