କିନ୍ନରକୁ ଗଣ ଦୁଷ୍କର୍ମ
ଅନେକ ନିତୀ ନିୟମ ପ୍ରଣୟନ ହେବା ସତ୍ତ୍ବେ କିନ୍ନରଙ୍କୁ ସମାଜରେ ସମାନ ଅଧିକାର ମିଳି ପାରିନାହିଁ । କିନ୍ନରଙ୍କୁ ନିର୍ଯ୍ୟାତନା ଦେବା ନେଇ ଏକ ଅଭାବନୀୟ ଘଟଣା ଆନ୍ଧ୍ର ପ୍ରଦେଶରେ ଦେଖିବାକୁ ମିଳିଛି । ଏଠାରେ ଜଣେ କିନ୍ନରଙ୍କୁ ୧୫ ଜଣ ଦୁଷ୍କର୍ମ କରିବା ପରେ ମୃତ୍ୟୁମୁଖରେ ଛାଡି ଚାଲିଗଲେ ।!-->…
