Odia News Portal
Yearly Archives

2022

ଶ୍ରୀଲଙ୍କାର ରାଷ୍ଟ୍ରପତି ଭାବେ ଶପଥ ନେଲେ ରାନିଲ ବିକ୍ରମସିଂଘେ

ଅସ୍ଥିର ଶ୍ରୀଲଙ୍କାର ରାଷ୍ଟ୍ରପତି ଭାବେ ଶପଥ ନେଲେ ରାନିଲ ବିକ୍ରମସିଂଘେ । କହିଲେ, ଦେଶ କଠିନ ପରିସ୍ଥିତିକୁ ସାମ୍ନା କରୁଛି । ବିଗିଡ଼ିଥିବା ଅର୍ଥନୀତିରେ ସୁଧାରକୁ ଦେବେ ପ୍ରାଥମିକତା । ରାନିଲ ବିକ୍ରମସିଂଘେ ୧୩୪ଟି ଭୋଟ୍ ପାଇ ବିଜୟୀ ହୋଇଥିବା ବେଳେ ତାଙ୍କର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଫିସରେ ସୋନିଆ ଗାନ୍ଧି

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଇଡି ଅଫିସରେ ପହଁଚିଲେ । ନ୍ୟାସନାଲ ହେରାଲ୍ଡ ମାମଲାରେ ନୋଟିସ କରିଥିଲା ଇଡି । ପୂର୍ବରୁ ରାହୁଲ ଗାନ୍ଧି ଇଡିରେ ହାଜର ହୋଇଥିଲେ । ନ୍ୟାସନାଲ ହେରାଲ୍ଡ ମାମଲାରେ ଫଶିଥିବା ଗାନ୍ଧି ପରିବାର ପାଇଁ ମୁସ୍କିଲ ବଢିବାରେ ଲାଗିଛି । ପ୍ରଥମେ ରାହୁଲ ଗାନ୍ଧି ଏବଂ

ରାଜଧାନୀରେ ଓଡିଶା କଂଗ୍ରେସର ବିକ୍ଷୋଭ

ସୋନିଆ ଗାନ୍ଧିଙ୍କୁ ଇଡି ସମନ ନେଇ ଭୁବନେଶ୍ୱରରେ ତାତିଲେ କଂଗ୍ରେସ କର୍ମୀ । କଂଗ୍ରେସ ଭବନରୁ ଇଡି ଅଫିସ ଘେରାଉ ପଇଁ ଶତାଧିକ କର୍ମୀଙ୍କ ପଦଯାତ୍ରା । ରାଜମହଲ ଛକରେ କଂଗ୍ରେସ କର୍ମୀଙ୍କୁ ପୋଲିସ ଅଟକାଇବାରୁ ମୁହାଁମୁହିଁ ସ୍ଥିତି । କେବଳ ରାଜ୍ୟ ନୁହେଁ ସୋନିଆ ଗାନ୍ଧିଙ୍କୁ ଇଡି ସମନ ନେଇ

ଓଡିଶା ଛାତ୍ର ଉଦୟ ଶର୍ମାଙ୍କୁ ସିଙ୍ଗାପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ୱର୍ଣ୍ଣପଦକ

ଭୁବନେଶ୍ୱର : ଭୁବନେଶ୍ୱରର ଉଦୀୟମାନ ଛାତ୍ର ଉଦୟ ଶର୍ମା, ସିଙ୍ଗାପୁରସ୍ଥିତ ବିଶ୍ୱବିଖ୍ୟାତ ନାନ୍ୟାଙ୍ଗ ବୈଷୟିକ ବିଶ୍ୱବିଦ୍ୟାଳୟ, ଏନଟିୟୁ ପକ୍ଷରୁ ଅର୍ଥନୀତିରେ ସର୍ବାଧିକ ନମ୍ବର ରଖି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏହି ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ଶ୍ରେଷ୍ଠ ସ୍ନାତକ ହୋଇ ସ୍ୱର୍ଣ୍ଣ

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ କୋରୋନା ସଂକ୍ରମଣ ୧୧ ଶହ ଉପରେ

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧ ହଜାର ୧୯୬ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୧୬୯ ଜଣ ୧୮ ବର୍ଷରୁ କମ ବୟସର ଶିଶୁ କିଶୋର ଅଛନ୍ତି। ସଙ୍ଗରୋଧରୁ ୬୯୯ ଓ ସ୍ଥାନୀୟ ଅଞ୍ଚଳରୁ ୪୯୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୧୨, ସୁନ୍ଦରଗଡ଼ରୁ

ବନ୍ଧାହେଲେ ଭୁବନେଶ୍ୱର ହୋଟେଲ ନିମନ୍ତ୍ରଣ ଓଟିଡିସି ମ୍ୟାନେଜର ଓ ଠିକା କର୍ମଚାରୀ

ବନ୍ଧାହେଲେ ଭୁବନେଶ୍ୱର ହୋଟେଲ ନିମନ୍ତ୍ରଣ ଓଟିଡିସି ମ୍ୟାନେଜର ଓ ଠିକା କର୍ମଚାରୀ। ମ୍ୟାନେଜର ରାଜ୍ ଅର୍ଦ୍ଧେନ୍ଦୁ ଶେଖର ମହାନ୍ତି ଓ ଠିକା କର୍ମଚାରୀ ସୁନିଲ ଘଡେଇଙ୍କୁ ବାନ୍ଧିଛି ପୋଲିସ୍। ଭୁବନେଶ୍ୱର ହୋଟେଲ ନିମନ୍ତ୍ରଣରେ ଘୋଟାଲା। ୬ମାସରେ ୧୭ ଲକ୍ଷ ୫୦ହଜାର ଟଙ୍କା ଆତ୍ମସାତ

ଅଫେରା ରାଇଜରେ ଓଡ଼ିଆ ଟେଲି ଅଭିନେତ୍ରୀ ରାଜେଶ୍ୱରୀ ରାୟ

ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମସ୍ତିଷ୍କ ଓ ଫୁସଫୁସ କର୍କଟ ହୋଇଥିଲା ଟେଲି ଅଭିନେତ୍ରୀ ରାଜେଶ୍ୱରୀ ରାୟଙ୍କୁ । ୨୦୧୯ରୁ କ୍ୟାନସରରେ ପୀଡ଼ିତ ଥିଲେ ରାଜେଶ୍ୱରୀ । ଚିକିତ୍ସା ପରେ ସୁସ୍ଥ

ଆଜି ରାଷ୍ଟ୍ରପତି ନିର୍ବାଚନର ଭୋଟ ଗଣତି

ଦେଶର କିଏ ହେବେ ପଞ୍ଚଦଶ ରାଷ୍ଟ୍ରପତି, ତାହା ଆଜି ଜଣାପଡ଼ିବ । ଆଜି ହେଉଛି ରାଷ୍ଟ୍ରପତି ନିର୍ବାଚନର ଭୋଟ ଗଣତି। ଗତ ୧୮ ତାରିଖରେ ପଞ୍ଚଦଶ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ହୋଇଥିଲା। ଆଜି ଦିନ ୧୧ଟା ବେଳେ ସଂସଦ ଭବନର ୬୩ ନଂ ରୁମ୍‌ରେ ଭୋଟ୍ ଗଣତି ଆରମ୍ଭ ହେବ । ସଂଖ୍ୟା

ଆସନ୍ତୁ ଜାଣିବା ମୃତ୍ୟୁ ପୂର୍ବର ସଂକେତ

ମୃତ୍ୟୁକୁ ଅଟାକାଇବାର କ୍ଷମତା କାହା ପାଖରେ ନାହିଂ କିନ୍ତୁ ତାହା ଏମିତି କଣ ସଂକେତ ହୋଇପାରେ ଯେତେବେଳେ ଜଣେ ଜାଣିବ କି ସେ ମରିବାକୁ ଯାଉଛି ।  ଏମିତି କିଛି ଏବେ ରିସର୍ଚ୍ଚ ସାମନାକୁ ଆସୁଛି ଯେଉଁତିରେ ଦାବି କରାଯାଇଚି କି ମତ୍ୟୁ ପୂର୍ବର କିଛି ଦିନ ପୂର୍ବରୁ ହିଁ ଶରୀର ସଂକେତ ଦେବା ଆରମ୍ଭ

ପୁଣି ବିଜେବି କଲେଜର ଜଣେ ଛାତ୍ରଙ୍କୁ ରାଗିଂ

ଯୁକ୍ତ ୨ ଦ୍ୱିତୀୟ ବର୍ଷ କଳା ବିଭାଗର ଛାତ୍ରଙ୍କୁ ରାଗିଂ ଅଭିଯୋଗ । ଏକାଧିକ ସିନିୟର ନିର୍ଯ୍ୟାତନା ଦେବା ସହ ପିଟିଥିବା ଅଭିଯୋଗ । ବଡଗଡ ଥାନାରେ ସମ୍ପୃକ୍ତ ଛାତ୍ର ଓ ଅଭିଭାବକଙ୍କ ଲିଖିତ ଅଭିଯୋଗ । ତେବେ ଅଭିଯୋଗ ନେଇ କଲେଜ କର୍ତ୍ତୁପକ୍ଷଙ୍କ ପ୍ରତିକ୍ରିୟା ମିଳିନି । ପୂର୍ବରୁ ରାଗିଂ ନେଇ