Odia News Portal
Yearly Archives

2022

ଦିଲ୍ଲୀର ନ୍ୟୁ ଅଶୋକ ନଗର ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ

ଦିଲ୍ଲୀର ନ୍ୟୁ ଅଶୋକ ନଗର ଅଞ୍ଚଳରେ ଥିବା ଏକ ୪ ମହଲା ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ୪ ଦମକଳ ଗାଡ଼ି ମୁତୟନ ରହିଛି। ଅଗ୍ନିଶମ ବିଭାଗର ସୂଚନା ମୁତାବକ, ଜଳୁଥିବା ବିଲ୍ଡିଂରୁ ଏ ପର୍ଯ୍ୟନ୍ତ ୧୨ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ତେବେ

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଡାକ୍ତର

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଡାକ୍ତର । ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମେଡିସିନ ବିଭାଗ ଡାକ୍ତର ଉମାକାନ୍ତ ଖେଜୁରିଆ ଲାଞ୍ଚ ନେଇ ଧରାପଡ଼ିଛନ୍ତି। ଜଣେ ଲୋକଙ୍କ ମୃତ୍ୟୁ ପ୍ରମାଣପତ୍ର ଇସ୍ୟୁ କରିବା ପାଇଁ ଖେଜୁରିଆ ୧୧ ହଜାର ଟଙ୍କା ଲାଞ୍ଚ ନେଉଥିଲେ ।

ନୂପୁର ଶର୍ମାଙ୍କୁ ସୁପ୍ରିମକୋର୍ଟଙ୍କ ଅନ୍ତରୀଣ ସୁରକ୍ଷା

ପ୍ରଫେଟ୍ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ମାମଲାରେ ବିଜେପିର ନିଲମ୍ବିତ ନେତ୍ରୀ ନୂପୁର ଶର୍ମାଙ୍କୁ ସୁପ୍ରିମକୋର୍ଟ ମଙ୍ଗଳବାର ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ତାଙ୍କୁ ଗିରଫ ନକରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଫେଟ୍ ମହମ୍ମଦଙ୍କ

ସରିଯିବ କୋଭିସିଲ୍ଡ ଟିକା

ଦୁଇ ତିନି ଦିନ ଭିତରେ ରାଜ୍ୟରୁ ସରିଯିବ କୋଭିସିଲ୍ଡ ଟିକା । ସବୁ ଜିଲ୍ଲାରେ କମ୍ ସଂଖ୍ୟକ କୋଭିସିଲ୍‌ଡ ଟିକା ରହିଛି । ରାଜ୍ୟରେ ଏବେ ମାତ୍ର ୨ ଲକ୍ଷ ୨୧ ହଜାର ଡୋଜ୍ କୋଭିସିଲ୍ଡ ରହିଛି । ପୂର୍ବରୁ ସବୁ ଜିଲ୍ଲାରେ କୋଭିସିଲ୍‌ଡ ଟିକା ଦିଆଯାଉଥିଲା । ତେଣୁ ପ୍ରିକସନ ଡୋଜ ପାଇଁ ଅଧିକ

୧୨ ଜିଲ୍ଲାରେ ପ୍ରବଳ ବର୍ଷା, ୟେଲୋୱାର୍ଣ୍ଣିଂ ଜାରି

ମୌସୁମୀ ଟ୍ରଫ୍ ଲାଇନ୍ ବର୍ତ୍ତମାନ ପାରାଦୀପ ଉପରେ ଦକ୍ଷିଣ ପୂର୍ବ ଦିଗ ଦେଇ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରକୁ ଲମ୍ବିଛି ଏବଂ ସମୁଦ୍ର ପତନ ଠାରୁ ୧.୫ କିଲୋମିଟର ପର୍ଯ୍ୟନ୍ତ ବିସ୍ତାରିତ ହୋଇରହିଛ । ଏହାର ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଅଧିକାଂଶ ସ୍ଥାନରେ ହାଲୁକାରୁ

ଏମିତି ଏକ ମନ୍ଦିର ଯେଉଁଠି ଭକ୍ତଙ୍କ ସବୁ ମନସ୍କାମନା ପୂର୍ଣ୍ଣ ହୁଏ

ସୁଦୂର ନୈନିତାଲରେ ଥିବା ଭଗବାନ ଶିବଙ୍କର ପ୍ରସିଦ୍ଧ ମନ୍ଦିର। ଯାହା ମୁକ୍ତେଶ୍ୱର ମନ୍ଦିର ନାମରେ ବେଶ ଜଣାଶୁଣା। ଉତ୍ତରାଖଣ୍ଡ ରାଜ୍ୟର ନୈନିତାଲ ଜିଲ୍ଲାରେ ଏହି ମନ୍ଦିର ଅବସ୍ଥିତ। ଏହି ମନ୍ଦିରକୁ ଯିବା ପାଇଁ ପଥରର ସିଢ଼ି ରହିଛି। ଏହା ସମୁଦ୍ର ପତନଠୁ ୨୩୧୫ ମିଟର ଉଚ୍ଚତାରେ କୁମାଉଁ ପାହାଡ଼

ନିଟ୍ ପରୀକ୍ଷା ପୂର୍ବରୁ ଛାତ୍ରୀଙ୍କୁ ଅନ୍ତଃବସ୍ତ୍ର କାଢ଼ିବାକୁ ବାଧ୍ୟ କରାଯିବା ନେଇ ବିବାଦ

କେରଳରେ ନିଟ୍ ପରୀକ୍ଷା ଦେବାକୁ ଆସିଥିବା ଛାତ୍ରୀମାନଙ୍କୁ ଅନ୍ତଃବସ୍ତ୍ର କାଢ଼ିବାକୁ ବାଧ୍ୟ କରାଯାଇଥିବା ଅଭିଯୋଗ ହୋଇଛି । ଜଣେ ଛାତ୍ରୀଙ୍କ ବାପା ପୋଲିସରେ ଅଭିଯୋଗ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା । ପରୀକ୍ଷା ପାଇଁ ହଲରେ ପ୍ରବେଶ କରିବା ପୂର୍ବରୁ ଯାଞ୍ଚ୍ ବେଳେ ଛାତ୍ରୀମାନଙ୍କୁ

ରୂପାନ୍ତରିତ ବିଦ୍ୟାଳୟରେ ଇଣ୍ଟରନେଟ୍ ବ୍ୟବସ୍ଥା ଲାଗୁ

ତିନିଶହଟି ହାଇସ୍କୁଲରେ ଖୁବଶୀଘ୍ର ଆକାଂକ୍ଷୀ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ସରକାରୀ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାଲାଭ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ ପ୍ରତି ଆକର୍ଷିତ କରିବାକୁ ‘ମୋ ସ୍କୁଲ୍ ଅଭିଯାନ’ ଓଡ଼ିଶା ବିଜ୍ଞାନ ଏକାଡେମୀ ଏବଂ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ସହ ମିଳିତ

ବରୁଣେଇ ପାଇକ ବିଦ୍ରୋହ ସ୍ମାରକୀ ପାଇଁ ୯.୬୮ ଏକର ଜମି ଚିହ୍ନଟ: କ୍ୟାବିନେଟ ନିଷ୍ପତ୍ତି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ୧୭ଟି ପ୍ରସ୍ତାବ ଅନୁମୋଦନ ହୋଇଛି । କ୍ୟାବିନେଟ ନିଷ୍ପତ୍ତି ନେଇ ବିଧାନସଭାକୁ ଅବଗତ କରିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ । ପାଇକ ବିଦ୍ରୋହ ସ୍ମାରକୀ ପାଇଁ ରାଜ୍ୟ ସରକାର

DSPଙ୍କୁ ଡମ୍ଫର ଚଢାଇ ହତ୍ୟା

ଖଣି ମାଫିଆ ଡିଏସପିଙ୍କ ଉପରେ ଏକ ଡମ୍ପର ଚଢାଇଦେଲେ , ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ସୂଚନାନୁସାରେ, ତସାଦୁରେ ଡିଏସପି ସୁରେନ୍ଦ୍ର ସିଂ ବିଷ୍ଣୁଙ୍କୁ ପୋଷ୍ଟ କରାଯାଇଥିଲା। ପାହାଡରେ ସେ ବେଆଇନ ଖଣି ଖନନ ବିଷୟରେ ସୂଚନା ପାଇଥିଲେ। ଏହା ପରେ ସେ ଅନୁସନ୍ଧାନ କରିବାକୁ ଯାଇଥିଲେ।