ଆଜି ମୁଣ୍ଡଳୀରେ ପହଞ୍ଚିବ ହୀରାକୁଦ ଜଳ
ଆଜି ରାତିରେ ମୁଣ୍ଡଳୀରେ ପହଞ୍ଚିବ ହୀରାକୁଦ ଜଳ ଭଣ୍ଡାରରୁ ନିଷ୍କାସିତ ବନ୍ୟା ଜଳ। ମୁଣ୍ଡଳୀ ବ୍ୟାରେଜ ଦେଇ ପ୍ରବାହିତ ହେଉଛି ଦୁଇ ଲକ୍ଷ ୨୪ ହଜାର କ୍ୟୁସେକ୍ ବନ୍ୟାଜଳ । ନରାଜ ବ୍ୟାରେଜ ଦେଇ କାଠଯୋଡ଼ି ନଦୀରେ ପ୍ରବାହିତ ହେଉଛି ୮୭ ହଜାର କ୍ୟୁସେକ୍ ବନ୍ୟା ଜଳ।
ମହାନଦୀରେ ପ୍ରବାହିତ!-->!-->!-->…
