Odia News Portal
Yearly Archives

2022

ରାଷ୍ଟ୍ରପତି ନିର୍ବାଚନ: ଭୋଟ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

ଦେଶର ୧୫ ତମ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ସଂସଦର ଉଭୟ ଗୃହ ଓ ସବୁ ରାଜ୍ୟ ବିଧାନସଭାରେ ପୂର୍ବାହ୍ନ ୧୦ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୋଟ ଦେଇଛନ୍ତି । ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଅନ୍ୟ କେନ୍ଦ୍ର ମନ୍ତ୍ରୀମାନେ ମଧ୍ୟ

ଉପରାଷ୍ଟ୍ରପତି ନିର୍ବାଚନ: ନାମାଙ୍କନ ଦାଖଲ କଲେ ଜଗଦୀପ ଧନଖର

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖର ସୋମବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଓ ବିଜେପିର ବହୁ ବଡ଼ ନେତା ଉପସ୍ଥିତ

ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଭୋଟ ଦେଲେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ

ରାଷ୍ଟ୍ରପତି ନିର୍ବାଚନରେ ଦଳୀୟ ନିଷ୍ପତ୍ତିକୁ ଉପେକ୍ଷା କରି ଏନଡିଏ ପ୍ରାର୍ଥୀ ଦ୍ରୈ।ପଦୀ ମୁର୍ମୁଙ୍କୁ ଭୋଟ ଦେଇଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ । ସେ କହିଛନ୍ତି ଯେ, ପାର୍ଟି ନୁହେଁ, ମାଟି ବଡ଼ । ତେଣୁ ସେ ନିଜ ବିବେକ ଅନୁସାରେ ଭୋଟ ଦେଇଛନ୍ତି ବୋଲି ମୋକିମ କହିଛନ୍ତି। ରାଜ୍ୟ

ନର୍ମଦା ନଦୀକୁ ଖସି ପଡ଼ିଲା ବସ୍,୧୩ ମୃତ

ମଧ୍ୟପ୍ରଦେଶରେ ଆଜି ଏକ ବଡ଼ ଦୁର୍ଘଟଣା ଘଟିଛି । ରାଜ୍ୟର ଧାର୍ ଜିଲ୍ଲାରେ ଏକ ଯାତ୍ରୀବାହୀ ବସ୍ ନର୍ମଦା ନଦୀରେ ଖସି ପଡ଼ିବାରୁ ୧୩ ଜଣ ପ୍ରାଣ ହରାଇଛନ୍ତି । ଏପର୍ଯ୍ୟନ୍ତ ନଦୀରୁ ୧୫ ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଖବର ଅନୁଯାୟୀ

ପ୍ରମୋଦ ଭଗତ ଜିତିଲେ ରୌପ୍ୟ ପଦକ

ପାରାଲିମ୍ପିକ୍‌ ପଦକ ବିଜେତା ପ୍ରମୋଦ ଭଗତ ଆୟର୍ଲାଣ୍ଡ ପାରା ବ୍ୟାଡ଼ମିଣ୍ଟନରେ ରୌପ୍ୟ ପଦକ ଜିତିଛନ୍ତି । ଏସ୍‌ଏଲ୍‌-୩ ସିଙ୍ଗଲ୍ସ ଫାଇନାଲ୍‌ରେ ଓଡ଼ିଶାର ଷ୍ଟାର୍‌ ଖେଳାଳି ପ୍ରମୋଦ ୧୭-୨୧, ୯-୨୧ରେ ଇଂଲଣ୍ଡର ଡାନିଏଲ୍‌ ବେଥେଲଙ୍କ ନିକଟରୁ ହାରି ଯାଇଥିଲେ । ଉଭୟ ଗେମ୍‌ରେ ବେଥେଲ ଆଧିପତ୍ୟ

ସଂସଦର ବର୍ଷାକାଳୀନ ଅଧିବେଶନ ଆରମ୍ଭ

ଆଜିଠାରୁ ଆରମ୍ଭ ହୋଇଛି ସଂସଦର ବର୍ଷାକାଳୀନ ଅଧିବେଶନ। ଅଧିବେଶନରେ ବିଜେଡି ଓଡ଼ିଶାର ସ୍ୱାର୍ଥ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗ ଉଠାଇବ । ଏ ନେଇ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ସଂସଦୀୟ ବୋର୍ଡ ବୈଠକରେ ସାଂସଦମାନଙ୍କୁ ପରାମର୍ଶ ଦେଇଛନ୍ତି । ଓଡ଼ିଶାକୁ ସ୍ବତନ୍ତ୍ର

ଭୋଟ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ରାଷ୍ଟ୍ରପତି ନିର୍ବାଚନ ପାଇଁ ସକାଳ ୧୦ରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ରାଜ୍ୟ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ଭୋଟ ଗ୍ରହଣ କେନ୍ଦ୍ର ହୋଇଛି। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଭୋଟ ଦେଇଛନ୍ତି। ଭୋଟ ଗ୍ରହଣ ସମୟ ଆରମ୍ଭ ହେବା ପରେ ପରେ ମୁଖ୍ୟମନ୍ତ୍ରୀ ଭୋଟ ଦେଇଥିଲେ।

ମାର୍ଗାରେଟ୍ ଆଲଭା ବିରୋଧୀ ମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀ ମେଣ୍ଟ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି । ବିରୋଧୀ ଦଳ ମାର୍ଗାରେଟ୍ ଆଲଭାଙ୍କୁ ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ଭାବେ ବାଛିଛନ୍ତି। ଏନସିପି ସଭାପତି ଶରଦ ପାୱାର ମାର୍ଗେଟ ମାର୍ଗାରେଟ୍ ଆଲଭାଙ୍କ ନାମ ଘୋଷଣା କରିଛନ୍ତି। ମାର୍ଗାରେଟ୍ ଆଲଭା

ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନକରଙ୍କୁ ସମର୍ଥନ ଦେବ ବିଜେଡି

ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନକରଙ୍କୁ ସମର୍ଥନ ଦେବ ବିଜେଡି। ଏ ନେଇ ବିଜେଡି କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଧନକରଙ୍କୁ ସମର୍ଥନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଥିଲେ । ଶନିବାର

ଦ୍ରୁତ ବେଗରେ ପୃଥିବୀର ନିକଟତର ହେଉଛି ମହାକାଶୀୟ ଆଷ୍ଟ୍ରୋଏଡ୍‌, ଚେତାବନୀ ଦେଲେ ବୈଜ୍ଞାନିକ

ଏକ ଆଷ୍ଟ୍ରୋଏଡ୍‌ ପୃଥିବୀର ଖୁବ୍‌ ନିକଟତର ହେଉଛି। ପୂର୍ବରୁ ନ୍ୟାସନାଲ ଏରୋନେଟିକ୍ସ ଆଣ୍ଡ୍‌ ଆଡ୍‌ମିନିଷ୍ଟ୍ରେସନ୍‌ (NASA) ଆମ ଗ୍ରହ ପୃଥିବୀ ପାଖରେ ଏକ ଛୋଟ ୪୧ ଫୁଟ୍‌ ଚଉଡ଼ା କ୍ଷୁଦ୍ରଗ୍ରହ ସନ୍ଧାନ କରିଥିଲେ ଓ ଏବେ ବୈଜ୍ଞାନିକମାନେ ଏକ ବିଶାଳ କ୍ଷୁଦ୍ରଗ୍ରହ ପୃଥିବୀ ଆଡ଼କୁ ଦ୍ରୁତ ଗତିରେ