Odia News Portal
Yearly Archives

2022

ଡ୍ୟାମରେ ବୁଡିଲା ଡଙ୍ଗା, ୮ ନିଖୋଜ

ଆଜି ଝାଡଖଣ୍ଡ ଗିରିଡିହ ଜିଲ୍ଲାରେ ବଡ ଧରଣର ଅଘଟଣ ଘଟିଛି । ଏଠାରେ ଏକ ଡ୍ୟାମରେ ଡଙ୍ଗା ଓଲଟି ପଡିବାରୁ ୮ ଜଣ ନିଖୋଜ ଅଛନ୍ତି। ଖବର ପାଇ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଛି । ନିଖୋଜମାନଙ୍କୁ ଉଦ୍ଧାର ପାଇଁ ସର୍ଚ୍ଚ ଅପରେସନ୍ ଜାରୀ ରହିଛି । ଯାହା ସୂଚନା ମିଳିଛି, ଗିରିଡିହ ଜିଲ୍ଲା

ଲଘୁଚାପ ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା: ୧୦ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ

ଲଘୁଚାପ ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା ଚାଲିଛି । ଆଜି ବି ପ୍ରବଳ ବର୍ଷିବ । ଆସନ୍ତା ୨୪ ଘଣ୍ଟା ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୬ ଜିଲ୍ଲା ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରିକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ସେହିପରି ୯

ଡାହାଣୀ ସନ୍ଦେହରେ ବୃଦ୍ଧାଙ୍କୁ ହତ୍ୟା

ବିଜ୍ଞାନ ଯୁଗରେ ବି ଅନ୍ଧ ବିଶ୍ବାସର ଅନ୍ଧଗଳିରୁ ବାହାରି ପାରୁନାହାନ୍ତି ଲୋକେ । କେତେବେଳେ ଗୁଣି ଗାରେଡି ସନ୍ଦେହରେ କାହାକୁ ହତ୍ୟା କରାଯାଉଛି ତ ପୁଣି କାହାକୁ ଗାଁରୁ ବାସନ୍ଦ କରାଗଲାଣି । ରାଇରଙ୍ଗପୁରଲ ଅଞ୍ଚଳରୁ ଏପରି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଡାହାଣୀ ସନ୍ଦେହରେ ଜଣେ

ମହଙ୍ଗା ହେବ ଆବଶ୍ୟକୀୟ ଦ୍ରବ୍ୟ

ସରକାର ଦେଇଥିବା ସୂଚନା ଅନୁଯାୟୀ, ଜୁଲାଇ ୧୮ ରୁ ପନିର, ଲସି, ବଟରମିଲ୍କ, ପ୍ୟାକେଟ୍ ଦହି, ଗହମ ମଇଦା, ଅନ୍ୟାନ୍ୟ ଶସ୍ୟ, ମହୁ, ପାମ୍ପଡ, ଖାଦ୍ୟ ଶସ୍ୟ, ମାଂସ ଏବଂ ମାଛ, ମୁଡ଼ି ଏବଂ ଗୁଣ୍ଡ ଭଳି ପ୍ରି-ପ୍ୟାକେଜ୍ ଲେବଲ୍ ସହିତ କୃଷିଜାତ ଦ୍ରବ୍ୟ ମହଙ୍ଗା ହେବ। ଅର୍ଥାତ୍ ଏହି ସବୁ ଦ୍ରବ୍ୟ ଉପରେ

ମାସ୍କ ନପିନ୍ଧିଲେ,ସାମଗ୍ରୀ ମନା

ମାସ୍କ ନଥିଲେ ସବୁ ସାମଗ୍ରୀ ମିଳିବ ନାହିଁ । ଭୁବନେଶ୍ୱର ମହାନଗର ନିଗମର କଡା ନିର୍ଦ୍ଦେଶନାମା ଜାରି ହୋଇଛି । ବିଏମସିରେ ଏଣିକି ମାସ୍କ ବାଧ୍ୟତାମୂଳକ । କଟକଣା କଡାକଡ଼ି କରିଛି ପ୍ରଶାସନ । ମାସ୍କ ନାହିଁ ତ ପ୍ରବେଶ ନାହିଁ ଏବଂ ମାସ୍କ ନାହିଁ ତ ସାମଗ୍ରୀ ନାହିଁ । ଏପରିକି ପେଟ୍ରୋଲ

ଗୁଜରାଟରେ ଭୂକମ୍ପ

ଗୁଜରାଟରେ ଭୂମିକମ୍ପର ଝଟ୍‌କା। ଭୂକମ୍ପର ଝଟ୍‌କା ଅନୁଭବ ହେବା ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖା ଦେଇଛି। ଝଟ୍‌କା ଲାଗିବା ପରେ ଲୋକମାନେ ଭୟରେ ଘରୁ ବାହାର ପଡ଼ିଆକୁ ଚାଲି ଆସିଥିଲେ। ତେବେ ଭୂମିକମ୍ପରେ କାହାର କୌଣସି କ୍ଷତି ହୋଇନାହିଁ। ଏହି ଭୂକମ୍ପରେ କାହାର ଜୀବନ ଯାଇଥିବା

ଧରାପଡିଲା ଏକ ଅଜବ ମାଛ

ସମୁଦ୍ରରେ ମାଛ ଧରୁଥିବା ମାଛୁଆଙ୍କୁ ଏକ ଅଜବ ମାଛ ମିଳିଥିଲା। ଯାହାର ଲମ୍ବା ୧୬ ଫୁଟ ଥିଲା। ଏହି ମାଛକୁ ଉଠାଇବା ପାଇଁ କ୍ରେନର ଆବଶ୍ୟକତା ପଡିଥିଲା। ଏତେ ଓଜନ ଏବଂ ଲମ୍ବା ମାଛକୁ ଧରିବା ପାଇଁ କ୍ରେନରେ ବାନ୍ଧି ବାହାର କରାଯାଇଥିଲା। ଏହି ମାଛକୁ ହଟାଇବାର ଏକ ଭିଡିଓ ଅନଲାଇନ ଭାଇରଲ

ଭୁବନେଶ୍ୱରରୁ ମୁମ୍ବାଇ ଯାଉଥିବା କୋଣାର୍କ ଏକ୍ସପ୍ରେସରେ ଅଗ୍ନିକାଣ୍ଡ

ବଡ଼ ଅଘଟଣାରୁ ବର୍ତ୍ତି ଯାଇଛି ଟ୍ରେନ ଓ ଯାତ୍ରୀ। ଭୁବନେଶ୍ୱର ଷ୍ଟେସନରୁ ୩ଟା ୨୦ ମିନିଟ ସମୟରେ ବାହାରିଥିବା ଟ୍ରେନର ଏସି ବଗିର ତଳେ ଥିବା ବ୍ୟାଟେରୀରେ ସଟସର୍କିଟ ଯୋଗୁଁ ଲାଗିଥିଲା ନିଆଁ। ଧୂଆଁ ମୟ ହୋଇଯାଇଥିଲା ଉକ୍ତ ବଗି।ଧୁଆଁ ବିଷୟରେ ଜାଣିବା ପରେ ରେତଙ୍ଗ ଷ୍ଟେସନରେ ଗାଡି ଅଟକାଇ

ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶରେ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ ଉଦଘାଟନ କରିଛନ୍ତି। ଏହି ଏକ୍ସପ୍ରେସ ୱେ ୨୮ ମାସ ମଧ୍ୟରେ ସମ୍ପୂର୍ଣ୍ଣ ହୋଇଛି | ଜଲୌନ୍ ଜିଲ୍ଲା ଓରାଇ ତହସିଲର କୈଠାରୀ ଗ୍ରାମରେ ଶନିବାର ଏକ ସ୍ବତନ୍ତ୍ର ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦୀ ବୁନ୍ଦେଲଖଣ୍ଡ

ଆସନ୍ତା ୨୦ରୁ ଯୁକ୍ତ ଦୁଇ ନାମଲେଖା ଆବେଦନ

ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନେ ଜୁଲାଇ ୨୦ ତାରିଖରୁ ଯୁକ୍ତ ୨ରେ ନାମ ଲେଖାଇବା ପାଇଁ ଆବେଦନ କରିପାରିବେ। ଜୁଲାଇ ୨୦ରୁ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ସାମ୍ସ ପୋର୍ଟାଲରେ ଛାତ୍ରଛାତ୍ରୀମାନେ ନାମଲେଖା ଆବେଦନ କରିପାରିବେ। ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ