କଟକରେ ମହିଳାଙ୍କୁ ଗଳାକାଟି ହତ୍ୟା
ଲାଲବାଗ ଥାନା ଅନ୍ତର୍ଗତ ଓଡ଼ିଆବଜାର ଅଞ୍ଚଳରେ ଜଣେ ମହିଳାଙ୍କୁ ଗଳାକାଟି ହତ୍ୟା କରାଯାଇଛି। ସଂପୃକ୍ତ ମହିଳାଭ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଛି। ମୃତ ମହିଳା ହେଲେ ବି ଗୁଣାବତୀ (୪୫)।
ସୂଚନା ଅନୁସାରେ ଓଡ଼ିଆବଜାରର କୁତ୍ତାଖାଇ ଗଳିରେ ବି ଗୁଣାବତୀ ନାଁରେ ଜଣେ ମହିଳାଙ୍କ ଗଳାକାଟି!-->!-->!-->…
