ଗଣଦୁଷ୍କର୍ମ ପରେ ପୀଡ଼ିତାଙ୍କ ଗୋଡ଼ରେ ଗାଡ଼ି ଚଢ଼ାଇଲେ ଅଭିଯୁକ୍ତ
ଉତ୍ତର ପ୍ରଦେଶର ଦେବଭୂମି ମଥୁରାରେ ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି । ପୋଲିସ ଘଟଣାର ତଦନ୍ତ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ଅନ୍ୟମାନଙ୍କୁ ଖୋଜା ଚଳାଇଛି । ମଥୁରା ଏହି ଘଟଣା ଅମାନବୀୟ ଘଟଣା ଅପରାଧର ସମସ୍ତ ସୀମା ପାର କରିଛି । କୋଶିକଳା ଥାନା ଅଞ୍ଚଳରେ ଜଣେ ମହିଳା!-->…
