Odia News Portal
Yearly Archives

2022

ଏମିତି ଏକ ମନ୍ଦିର ଏଣ୍ଡୁଅ ରୂପେ ପୂଜା ପାଉଛନ୍ତି ଭକ୍ତ ହନୁମାନ

ଆଲିଗଡରେ ଏକ ଏମିତି ମନ୍ଦିର ରହିଛି ଯାହାକି ପୁରା ବିଶ୍ବରେ ପ୍ରସିଦ୍ଧିଲାଭ କରିଛି । ଏଠାରେ ଭକ୍ତ ଶ୍ରେଷ୍ଠ ହନୁମାନଙ୍କୁ ଏଣ୍ଡୁଅ ରୂପରେ ପୂଜା କରାଯାଇଥାଏ । ମାନ୍ୟତା ରହିଛିକି ଏଠି ୪୧ ଦିନ ପୂଜା କଲେ ଭକ୍ତଙ୍କ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ପ୍ରକୃତରେ ଗାନ୍ଧୀ ପାର୍କ ଥାନା ଅଂଚଳରେ ଅଚଳ

ଜାଣନ୍ତୁ ଦୁନିଆର ସବୁଠାରୁ ବିଷାକ୍ତ ପ୍ରାଣୀ

ଦୁନିଆର ସବୁଠାରୁ ବିଷାକ୍ତ କିଏ କହିବା ଟିକେ କଷ୍ଟକର। ମଣିଷମାନେ ନିଜ ଇଚ୍ଛାନୁସାରେ ପଶୁମାନଙ୍କୁ କମ୍ ବିଷାକ୍ତ କିମ୍ବା ଅଧିକ ବିଷାକ୍ତ ମନେ କରନ୍ତି। ଅନେକ ଲୋକ ଭାବନ୍ତି ସାପ ହେଇଛି ଅଧିକ ବିଷାକ୍ତ, ଯେତେବେଳେ କି ଅନ୍ୟ କୌଣସି ପ୍ରାଣୀକୁ ବିଷାକ୍ତ ବୋଲି କୁହାଯାଉଛି। କିନ୍ତୁ ଆପଣ ଜାଣି

ସୁଶାନ୍ତଙ୍କ ପାଇଁ ଗଞ୍ଜେଇ ଚରସ ଅର୍ଡର ଦେଉଥିଲେ ରିୟା,ଏନସିବିର ଦାବି

ଗତ ମଙ୍ଗଳବାର ଏନସିବି ଅଭିନେତା ସୁଶାନ୍ତଙ୍କ ହତ୍ୟା ସହିତ ଜଡିତ ନିଶା ପଦାର୍ଥ ସମ୍ବନ୍ଧୀୟ ମାମଲାରେ ଦାବି କରିଛି କି, ରିୟା ଏବଂ ତାଙ୍କ ଭାଇ ମିଶା ସୁଶାନ୍ତଙ୍କୁ ଗଞ୍ଜେଇ ଏବଂ ଚରସ ଦେଉଥିଲେ। ଏନସିବି ୩୫ ଜଣଙ୍କ ବିରୋଧରେ ଗତ ମାସରେ ଏନଡିପିଏସ୍‌ ଆକ୍ଟ ଅଧିନରେ ଅଦାଲତାରେ ଦାଏର

ରୁଚିକାଙ୍କୁ ନ୍ୟାୟ ଦାବିରେ ଓଡିଶା ବନ୍ଦ

ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ମାମଲାରେ ଆସନ୍ତା 19 ତାରିଖରେ ଓଡିଶା ବନ୍ଦ ।  ଆତ୍ମହତ୍ୟା ମାମଲାରେ ପୋଲିସର ବିଫଳତା ପ୍ରତିବାଦରେ ଏବଂ ରୁଚିକାଙ୍କୁ ନ୍ୟାୟ ଦେବା ଦାବିରେ ଓଡିଶା ବନ୍ଦ ଡାକରା ଦେଇଛି ନବନିର୍ମାଣ କୃଷକ ସଂଘ । ନ୍ୟାୟ ଦାବିରେ ଅନଶନରେ ବସିଥିବା

୧୫ ରୁ ମାଗଣା ବୁଷ୍ଟର ଡୋଜ୍

ଧିରେ ଧିରେ ବଢିବାରେ ଲାଗିଲାଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । କରୋନା କବଳରୁ ଦୂରରେ ରହିବାକୁ ଗଲେ ବୁଷ୍ଟର ଡୋଜ୍ ନିହାତି ଆବଶ୍ୟକ । ତେଣୁ ଜୁଲାଇ ୧୫ରୁ ମାଗଣାରେ ଦିଆଯିବ କରୋନା ପ୍ରିକସନ୍ ଡୋଜ୍ ଟିକା । ୧୮ରୁ ଅଧିକ ବୟସ ବର୍ଗଙ୍କୁ ମାଗଣାରେ ଦିଆଯିବ ପ୍ରିକସନ ଡୋଜ୍ । ସମସ୍ତ ସରକାରୀ

ଶ୍ରୀଲଙ୍କା ସଙ୍କଟ: ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମାସିଂଘେ ହେଲେ କାମଚଳା ରାଷ୍ଟ୍ରପତି

ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଦେଶ ଛାଡ଼ି ପଳାଇବା ପରେ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମାସିଂଘେଙ୍କୁ ଶ୍ରୀଲଙ୍କାର କାମଚଳା ରାଷ୍ଟ୍ରପତି ଭାବେ ନିଯୁକ୍ତ କରାଯାଇଛି। ଶ୍ରୀଲଙ୍କା ସଂସଦର ବାଚସ୍ପତି ଏହି ସୂଚନା ଦେଇଛନ୍ତି । ବାଚସ୍ପତି ମହିନ୍ଦା ୟାପା ଅଭୟବର୍ଦ୍ଧନେଙ୍କ ସୂଚନା ଅନୁଯାୟୀ,

ବିପଦ ଟଳିନି,ମାସ୍କ ପିନ୍ଧନ୍ତୁ: ମୁଖ୍ୟମନ୍ତ୍ରୀ

ବିପଦ ଟଳିନି କରୋନା ଏପର୍ଯ୍ୟନ୍ତ ଯାଇନାହିଁ, ସମସ୍ତେ ମାସ୍କ ପିନ୍ଧନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ ଯୋଗେ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ।ସେ ତାଙ୍କ ଟୁଇଟ ରେ ନିଜେ ସୁରକ୍ଷିତ ରହିବା ସହିତ ଅନ୍ୟ ମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଅନୁରୋଧ କରିଛନ୍ତି ।

ଅଗଷ୍ଟ ଦ୍ୱିତୀୟ ସପ୍ତାହରେ କୋରୋନା ସ୍ଥିତିରେ ହେବ ସୁଧାର : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ରାଜ୍ୟରେ କୋରୋନା ସଂକ୍ରମଣ ଏବେ ଧୀର ଗତିରେ ବଢୁଛି । ପ୍ରଥମ ଓ ଦ୍ୱିତୀୟ ଲହର ପରି ସଂକ୍ରମଣ ଦ୍ରୁତଗତିରେ ଆଗକୁ ବଢ଼ିବନି । ସମାନ୍ତରାଳ ସ୍ଥିତିକୁ ଆସିବା ପରେ ହିଁ ସଂକ୍ରମଣ ହାର ଖସିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ସେ କହିଛନ୍ତି ଯେ, ଅଗଷ୍ଟ ଦ୍ୱିତୀୟ

ଆସନ୍ତା ସପ୍ତାହରେ ହିଜାବ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ

ସୁପ୍ରିମକୋର୍ଟ ଆସନ୍ତା ସପ୍ତାହରେ କର୍ଣ୍ଣାଟକ ହିଜାବ ମାମଲାର ଶୁଣାଣି କରିବେ । ଏହି ମାମଲା ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇଥିବା କୋର୍ଟ କହିଛନ୍ତି। ଶିକ୍ଷାନୁଷ୍ଠାନରେ ହିଜାବ ପିନ୍ଧିବା ଉପରେ କର୍ଣ୍ଣାଟକ ହାଇକୋର୍ଟ ରୋକ୍ ଲଗାଇଥିଲେ। ହାଇକୋର୍ଟଙ୍କ ନିଷ୍ପତ୍ତିକୁ କିଛି ମୁସଲିମ

ଶ୍ରୀଲଙ୍କାରେ ଜରୁରୀ ସ୍ଥିତି ଲାଗୁ

ଅର୍ଥନୈତିକ ସଙ୍କଟ ମଧ୍ୟରେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଦେଶ ଛାଡ଼ି ପଳାଇବା ପରେ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମାସିଂଘେ ଦେଶର ଜରୁରୀ ସ୍ଥିତି ଲାଗୁ କରିଛନ୍ତି । ଏହାକୁ ନେଇ ଲୋକ ପୁଣି ରାସ୍ତାକୁ ଓହ୍ଲାଇଛନ୍ତି । ହଜାର ହଜାର ଲୋକ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମାସିଂଘେଙ୍କ ବାସଭବନ