ମୁଖ୍ୟମନ୍ତ୍ରୀଙ୍କ ଗୁରୁ ପୂର୍ଣ୍ଣିମା ବାର୍ତ୍ତା
ଆଜି ହେଉଛି ପବିତ୍ର ଗୁରୁ ପୂର୍ଣ୍ଣିମା । ଏହି ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜ୍ଞାନର ଆଲୋକରେ ଅଜ୍ଞାନ ରୂପକ ଅନ୍ଧକାର ଦୂର କରି ଜୀବନକୁ ଆଲୋକିତ କରିବାରେ ଗୁରୁଙ୍କ ଭୂମିକା ମହତ୍ତ୍ୱପୂର୍ଣ୍ଣ। ଗୁରୁଙ୍କ ପ୍ରଦର୍ଶିତ ମାର୍ଗ ହିଁ ଜୀବନରେ ପୂର୍ଣ୍ଣତା ଆଣିଥାଏ!-->…
