Odia News Portal
Yearly Archives

2022

ଉଦୟପୁର ହତ୍ୟାକାଣ୍ଡ ଅଭିଯୁକ୍ତଙ୍କୁ ବଞ୍ଚାଇବା ପାଇଁ ଥାନାକୁ ଫୋନ କରିଥିଲେ ବିଜେପି ନେତା: ଗେହଲୋଟ୍

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ କହ୍ନେୟା ଲାଲ ହତ୍ୟା ମାମଲାର ଅଭିଯୁକ୍ତଙ୍କ ସହ ବିଜେପିର ସମ୍ପର୍କ ଥିବା ଅଭିଯୋଗ କରିଛନ୍ତି। ରାଷ୍ଟ୍ରପତି ପଦ ପାଇଁ ବିରୋଧୀ ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନାଙ୍କ ସହ ଜୟପୁରରେ ଏକ ସାମ୍ବାଦିକ ସମ୍ମିଳନୀରେ ଅଶୋକ ଗେହଲୋଟ୍ ଏଭଳି ଅଭିଯୋଗ କରିଛନ୍ତି

ବଢ଼ିଲା ପିଜି ଏଣ୍ଟ୍ରାନ୍ସ ଆବେଦନ ଅବଧି

କମନ ପିଜି ଏଣ୍ଟ୍ରାନ୍ସ ପାଇଁ ଆବେଦନ ଅବଧି ବଢ଼ିଛି । ଜୁଲାଇ ୧୭ ପର୍ଯ୍ୟନ୍ତ ଆବେଦନ ଅବଧି ବଢ଼ାଇଛି ଉଚ୍ଚଶିକ୍ଷା ବିଭାଗ । ସୂଚନା ଅନୁସାରେ, କମନ ପିଜି ଏଣ୍ଟ୍ରାନ୍ସ ପାଇଁ ଆଜି ଆବେଦନ ଅବଧି ଶେଷ ହେଉଥିଲା । ତେବେ କମନ ପିଜି ପ୍ରବେଶିକା ପରୀକ୍ଷା ପାଇଁ ପ୍ରକାଶ ପାଇଥିବା ବିଜ୍ଞପ୍ତି

ଆରଡି ବିଭାଗ ସହକାରୀ ଯନ୍ତ୍ରୀଙ୍କ ୨୮ଟି ପ୍ଳଟ

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍ ର ସମ୍ମୁଖୀନ ହୋଇଥିବା ନିମାପଡ଼ା ଆରଡି ବିଭାଗ ସହକାରୀ ଯନ୍ତ୍ରୀ ଦୁଷ୍ମନ୍ତ ଦେହୁରୀଙ୍କ ବିପୁଳ ସଂପତ୍ତି ଠାବ ହୋଇଥିବା ସୂଚନା ମିଳିଛି । ଏଯାବତ ଭିଜିଲାନ୍ସ ଠାବ କରିଥିବା ସଂପତ୍ତି ମଧ୍ୟରେ ୨୮ଟି ପ୍ଲଟ ରହିଛି । ଭୁବନେଶ୍ୱରରେ

ସଡ଼କ ଦୁର୍ଘଟଣା:ମୁଖ୍ୟମନ୍ତ୍ରୀଙ୍କ ଗଭୀର ଶୋକ ପ୍ରକାଶ, ମୃତକମାନଙ୍କ ପାଇଁ ୨ଲକ୍ଷ ଟଙ୍କା ସହାୟତା ଘୋଷଣା

ବଲାଙ୍ଗୀର-ସୋନପୁର ରୋଡ଼ର ବଡ଼ବାହାଲୀ ଛକ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ୩ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ ବଡ଼ବାହାଲୀ ଠାରେ ଘଟିଥିବା ଏହି ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୩ ଜଣ

କଟକ ସୁତାହାଟ ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ

କଟକ ସୁତାହାଟ ଅଞ୍ଚଳରେ ଅଗ୍ନିକାଣ୍ଡ । ଏକ ଦୁଇ ମହଲା ଘରର ଉପର ମହଲାରେ ଭୟାବହ ଅଗ୍ନିକାଣ୍ଡ । ଜଣେ ଯୁବତୀ ମୃତ । ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ।ସର୍ଟସର୍କିଟ କାରଣରୁ ଅଗ୍ନିକାଣ୍ଡ ଘଟି ଥାଇପାରେ ବୋଲି ଅନୁମାନ କରାଯାଉଛି। ନିକଟସ୍ଥ ଦମକଳ ଘଟଣା ସ୍ଥଳରେ

ନେସନାଲ୍ କ୍ରସ୍ ରଶ୍କିକା ମନ୍ଦାନାଙ୍କ ବଲିଉଡ୍ ରେ ଡେବ୍ୟୁ

ଅଲ୍ଲୁ ଅର୍ଜୁନ୍ ଓ ରଶ୍ମିକାଙ୍କ ଅଭିନୀତ ‘ ପୁଷ୍ପା: ଦ ରାଇଜ୍’ ହିଟ୍ ହେବା ପରେ ଏହି ଦକ୍ଷିଣୀ ସୁନ୍ଦରୀଙ୍କ ଲୋକପ୍ରିୟତା ବଲିଉଡରେ ମଧ୍ୟ ବୃଦ୍ଧି ପାଇଛି। ଇତିମଧ୍ୟରେ ନିର୍ଦ୍ଦେଶକ ଶଶାଙ୍କ ଖୈତାନ୍ ତାଙ୍କ ଆଗାମୀ ଫିଲ୍ମରେ ରଶ୍ମିକାଙ୍କୁ ସାଇନ୍ କରିଥିବା ଜଣାପଡିଛି। ଏଥିରେ ତାଙ୍କ ବିପକ୍ଷରେ

ଜଳାର୍ଣ୍ଣବ ଗୁଜୁରାଟର ଅନେକ ସହର

ଗୁଜୁରାଟ ର ଅନେକ ଜିଲ୍ଲା ରେ ପ୍ରବଳ ବଷା ଫଳରେ ଜଳାର୍ଣ୍ଣବ ହୋଇଛି ଅନେକ ସ୍ଥାନ । ଚାରିଆଡେ ଖାଲି ପାଣି ଆଉ ପାଣି । ପାଣି ରେ ଘର ଦ୍ୱାରା , ରାସ୍ତାଘାଟ ସବୁ କିଛି ବୁଡିଯାଇଛି । ଲୋକ ମାନା ମଧ୍ୟ ଛାତ ଉପରେ ଆଶ୍ରୟ ନେଇଥିବାର ଦେଖାଯାଇଥିଲା । ଦକ୍ଷିଣ ଏବଂ ମଧ୍ୟ ଗୁଜୁରାଟ ର ଅନକେ ଜିଲ୍ଲା

ସୋନିଆ ଗାନ୍ଧୀଙ୍କୁ ପୁଣି ଇଡିର ସମନ

କଂଗ୍ରେସର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପୁଣିଥରେ ଇଡି ସମନ କରିଛି। ନେସନାଲ ହେରାଲଡ ଖବରକାଗଜ ସହ ଜଡ଼ିତ ଅର୍ଥ ହେରଫେର ମାମଲାରେ ପଚରାଉଚରା ପାଇଁ ଜୁଲାଇ ୨୧ ତାରିଖରେ ସୋନିଆ ଗାନ୍ଧୀଙ୍କୁ ଇଡି ଡକାଇଛି। ଏହାପୂର୍ବରୁ ସୋନିଆ ଗାନ୍ଧୀ ପଚରାଉଚରା ପାଇଁ ଇଡିରେ ହାଜର ହେବାକୁ ଆଉ କିଛି ଦିନ

ଉଦ୍ଧବ ଗୋଷ୍ଠୀ ବିଧାୟକଙ୍କ ଅଯୋଗ୍ୟତା ଉପରେ କୌଣସି ନିଷ୍ପତ୍ତି ନ ନେବାକୁ ମହାରାଷ୍ଟ୍ର ବାଚସ୍ପତିଙ୍କୁ କହିଲେ…

ମହାରାଷ୍ଟ୍ରର ୧୬ ବିଦ୍ରୋହୀ ଶିବସେନା ବିଧାୟକଙ୍କ ଅଯୋଗ୍ୟତା ମାମଲା ଉପରେ ଶୁଣାଣିକୁ ସୁପ୍ରିମକୋର୍ଟ ସ୍ଥଗିତ ରଖିଛନ୍ତି। ସୁପ୍ରିମକୋର୍ଟ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନର୍ଭେକରଙ୍କୁ ଏହି ମାମଲାରେ କୌଣସି ନିଷ୍ପତ୍ତି ନ ନେବାକୁ କହିଛନ୍ତି। ସୁପ୍ରିମକୋର୍ଟର ପ୍ରଧାନ

୧୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଆଗାମୀ ୨୪ଘଣ୍ଟା ମଧ୍ୟରେ ସମଗ୍ର ରାଜ୍ୟରେ ବର୍ଷାର ସମ୍ଭାବନା ରହିଥିବା ବେଳେ ୧୪ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଜୁଲାଇ ୧୧ ତାରିଖ ମଧ୍ୟାହ୍ନ ସୁଦ୍ଧା ରାଜ୍ୟର କୋରପୁଟ, ନବରଙ୍ଗପୁର,