Odia News Portal
Yearly Archives

2022

ବିଜେଡିର ୨୫ ବର୍ଷ ଅବସରରେ ବୃକ୍ଷରୋପଣ

ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ଆଜି ସମ୍ବଲପୁର ଜିଲ୍ଲା ବିଜୁ ଯୁବ ଜନତା ଦଳ ପକ୍ଷରୁ ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ଟିକ୍ରାପଡାଠାରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ସମୁଦାୟ ୫୦ଟି ଆମ୍ବ, ପଣସ, ଜାମୁ, ନିମ୍ବ, କରଞ୍ଜ, ପିଜୁଳି, ଶାଳ ପ୍ରମୁଖ ଚାରା

ରାଜ୍ୟରେ କୋରୋନା ସ୍ଥିତି ନିୟନ୍ତ୍ରଣରେ:ମୁଖ୍ୟମନ୍ତ୍ରୀ

ରାଜ୍ୟରେ କରୋନା ଗ୍ରାଫ ଉପରମୁହାଁ ହୋଇଛି । କୋରୋନା ନିୟନ୍ତ୍ରଣ ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର ।ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ଦେଶରେ ସଂକ୍ରମଣ ବଢ଼ିଥିବା ବେଳେ ଆମ ରାଜ୍ୟରେ ବି ଏବେ ୫ଶହ ଉପରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ହେଲେ ଏବେ ଆକ୍ରାନ୍ତ

ନୂଆ ସଂସଦ ଭବନରେ ଜାତୀୟ ପ୍ରତୀକ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ସଂସଦ ଭବନ ଛାତ ଉପରେ ବ୍ରୋଞ୍ଜରେ ନିର୍ମିତ ୨୧ ଫୁଟ ଉଚ୍ଚର ଜାତୀୟ ପ୍ରତୀକ ଉନ୍ମୋଚନ କରିଛନ୍ତି। ଏହି ଜାତୀୟ ପ୍ରତୀକ ପିତ୍ତଳ ଧାତୁରେ ନିର୍ମିତ | ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଓ କେନ୍ଦ୍ର ମନ୍ତ୍ରୀ ହରଦୀପ ପୁରୀ ମଧ୍ୟ ଉପସ୍ଥିତ

ସମୁଦ୍ରରେ ବୁଡି ଜଣେ ପର୍ଯ୍ୟଟକ ନିଖୋଜ

ଗଭୀର ସମୁଦ୍ରରେ ଭାସିଗଲେ ଜଣେ ଯୁବକ। ନିଖୋଜ ଯୁବକ ହେଲେ ଯାଜପୁର ଜିଲ୍ଲା ମାଳ ସାହି ଅଞ୍ଚଳର ଆୟୁଷ ଜେନା । ତାଙ୍କ ବୟସ ୧୬ ବର୍ଷ ବୋଲି ଜଣାପଡିଛି ।ଆୟୁଷ ପରିବାର ସହ ଚୈତନ୍ୟ ଛକ ବେଳାଭୂମି ସେକ୍ଟର ୯ରେ ସ୍ନାନ କରୁଥିବା ବେଳେ ବୁଡି ଯାଇଥିଲେ । ଫଳରେ ସେ ନିଖୋଜ ହୋଇଯାଇଛନ୍ତି । ଅଗ୍ନିଶମ

ଆତ୍ମହତ୍ୟା କଲେ କ୍ରୀଡା ଶିକ୍ଷୟତ୍ରୀ

ସୁଇସାଇଡ ନୋଟରେ ଲେଖିଦେଲେ ମୃତ୍ୟୁର କଥା । ସେ ଲେଖିଛନ୍ତି , ‘ମୁଁ ଆଜି ମରିବା ପାଇଁ ଯାଉଛି। ହୁଏତ ମୁଁ ଏପର‌୍ୟ୍ୟନ୍ତ ମରି ହିଁ ଯାଇଛି। ମୁଁ ସମସ୍ତଙ୍କୁ କଷ୍ଟ ଦେଇଛି। ମୋତେ କ୍ଷମା କରିଦେବ । ମୋ ମରିବା ପଛରେ କାହାରି ହାତ ନାହିଁ। ମୋର ବଞ୍ଚିବା ପାଇଁ ଇଚ୍ଛା ନାହିଁ । ମୁଁ କେବଳ ଏହି

ଚିହ୍ନଟ ହୋଇ ନାହାନ୍ତି ୩ ସିନିୟର: ଅତିରିକ୍ତ ଡିସିପି

ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲା । ଏପର୍ଯ୍ୟନ୍ତ ୩ ସିନିୟର ଚିହ୍ନଟ ହୋଇ ନାହାନ୍ତି । ଏ ନେଇ ପଚରା ଉଚରା ଚାଲିଛି । ଯେ କୈାଣସି ସ୍ଥାନରେ ଧାରଣା ଦିଆଯାଇପାରିବ ନାହିଁ । ଆମେ ତାଙ୍କୁ ଲୋୟର ପିଏମଜି ଧାରଣା ସ୍ଥଳରେ ଛାଡି ଦେଇଛୁ । କଲେଜ ପ୍ରିନ୍ସିପାଲ ବାତାବରଣ ନଷ୍ଟ ହେଉଛି ବୋଲି ଲେଖି

ପୁରୀରୁ ଆସୁଥିବା ବସ ଓଲଟିଲା

ପୁରୀରୁ ଭୁବନେଶ୍ୱର ଆସୁଥିବା ‘ସାରଳା’ ବସ ଦୁର୍ଘଟଣାଗ୍ରସ୍ତ । ପୁରୀରୁ ଲୋକ ନେଇ ଫେରୁଥିବା ବେଳେ ସାତଶଙ୍ଖ ଠାରେ ଦୁର୍ଘଟଣା ହୋଇଛି । ବର୍ଷା ଯୋଗୁଁ ଭାରସାମ୍ୟ ହରାଇ ଡିଭଆଇଡରରେ ପିଟି ହୋଇ ଓଲଟିଲା । ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୫ ଆହତ ହୋଇଛନ୍ତି । ସମସ୍ତ ଆହତ ଙ୍କୁ ସାତସଙ୍ଖ

ରାଜଧାନୀର ସପିଂ ମଲରେ ମାସ୍କ ବାଧ୍ୟତାମୂଳକ

ମଲକୁ ଆସୁଥିବା ଗ୍ରାହକ ଓ କର୍ମଚାରୀ ଯେଭଳି ମାସ୍କ ପିନ୍ଧନ୍ତି ତାହା ସୁନିଶ୍ଟିତ କରାଇବାକୁ ବିଏମ୍‍ସି କହିଛି। ସେହିପରି ମଲ୍‍ ପରିସରରେ ସମସ୍ତଙ୍କ ମଧ୍ୟରେ ୬ ଫୁଟର ଦୂରତା ନିୟମ ମାନିବାକୁ କୁହାଯାଇଛି। ଯେମିତି କୌଣସି ସ୍ଥାନରେ ଅଧିକ ଗହଳି ନ ହୁଏ ଓ କରୋନା କଟକଣା ସମୀକ୍ଷା କରିବା ପାଇଁ

ଘଟିଲା ଚମତ୍କାର,ହଠାତ ଆକାଶ ହେଲା ନୀଳରୁ ସବୁଜ ରଙ୍ଗ

ହଠାତ୍ ଆକାଶ ସବୁଜ ହୋଇଗଲା। ଆକାଶ ସବୁଜକୁ ଦେଖି ଲୋକମାନେ ଏହାର ଫଟୋ ଉଠାଇବା ଆରମ୍ଭ କରି ସୋସିଆଲ ମିଡିଆରେ ସେୟାର କଲେ । ଯିଏବି ଦେଖିଲା ସେ ଆଶ୍ଚର‌୍ୟ୍ୟ ହୋଇଗଲା । ଲୋକମାନେ ସୋସିଆଲ ମିଡିଆରେ ମଧ୍ୟ ଏ ନେଇ ବିଭିନ୍ନ ମନ୍ତବ୍ୟ ଦେଇଛନ୍ତି।ଆକାଶ ସବୁଜ ହେବା ପୂର୍ବରୁ ଏହି ଅଞ୍ଚଳରେ ୧୬୦

ଖାଇବା ତେଲର ଏମ୍‌ଆର୍‌ପି କମିବ ୧୫ ଟଙ୍କା

ଖାଦ୍ୟ ଏବଂ ସାଧାରଣ ବଣ୍ଟନ ବିଭାଗ ପକ୍ଷରୁ ଗତ ୬ ତାରିଖରେ ହୋଇଥିବା ଏକ ବୈଠକରେ ପ୍ରମୁଖ ଖାଇବା ତେଲ ସଂଘଗୁଡ଼ିକୁ ତତ୍କାଳ ଦର କମାଇବାକୁ ନିର୍ଦ୍ଦେଶ ଦିଆଯାଇଛି । କେନ୍ଦ୍ର ଆହୁରି ମଧ୍ୟ ପରାମର୍ଶ ଦେଇଛି ଯେ, ଉତ୍ପାଦନକାରୀ ଏବଂ ବିଶୋଧନକାରୀଙ୍କ ଦ୍ୱାରା ବିତରକଙ୍କୁ ଯେଉଁ ଦରରେ ଖାଇବା ତେଲ