Odia News Portal
Yearly Archives

2022

ଶ୍ରଦ୍ଧାଞ୍ଜଳୀଙ୍କୁ ମିଳିଲାନି ହାଇକୋର୍ଟଙ୍କ ଅନ୍ତରୀଣ ସୁରକ୍ଷା

ହନି ଟ୍ରାପ କୁଇନ ଅର୍ଚ୍ଚନା ନାଗ ମାମାଲା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ପ୍ରତ୍ୟେକ ଦିନ ଏହି ଘଟଣାକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଫଳରେ ଲେଡି ବ୍ଲାକମିଲର ଅର୍ଚ୍ଚନା ନାଗଙ୍କ ଅଡୁଆ ବଢିବାର ଲାଗିଛି । ତେବେ ଏହି ମାମାଲାରେ ସପୃକ୍ତ ଥିବା ଅନେକ ବ୍ୟକ୍ତିଙ୍କୁ ଇଡି

ଜନ୍ମଦିନ ପାର୍ଟିରେ ମହିଳାଙ୍କୁ ଗଣ ଦୁଷ୍କର୍ମ

ଦେଶ ତଥା ରାଜ୍ୟରେ ଦିନକୁ ଦିନ ଅପରାଧିକ କାର୍ଯ୍ୟକଳାପ ବଢିବାର ଲାଗିଛି । ଖାସ କରି ଝିଅ ଓ ମହିଳାଙ୍କ ପାଇଁ ଅସୁରକ୍ଷିତ ହୋଇ ପଡିଛି ଏହି ସମାଜ । ଫଳରେ ପ୍ରତ୍ୟେକ ଦିନ କେଉଁଠି ନାଁ କେଉଁଠି ନାରୀ ନିର୍ଯାତନା ଏବଂ ଦୁଷ୍କର୍ମ ପରି ଘଟଣା ଶୁଣିବାକୁ ଓ ଦେଖିବାକୁ ମିଳୁଛି । ତେବେ ପୂର୍ବରୁ

ଇଡିରେ ଆକାଶ ପାଠକ

ଇଡି ଅଫିସରେ ହାଜର ହେଲେ ଆକାଶ ପାଠକ । ଚାକିରି ଦେବା ନାଁରେ ଠକେଇ ମାମଲରେ ହାଜର ହୋଇଛନ୍ତି । ଇଡିର ସମନ ପରେ ହାଜର ହେଲେ ଆକାଶ ପାଠକ ।

ଶିମିଳିପାଳରେ ହାତୀକୁ ପୋଡିବା ମାମଲାରେ ନିଲମ୍ବିତ ତିନି ବନ କର୍ମଚାରୀ ଗିରଫ

ଶିମିଳିପାଳରେ ହାତୀକୁ ମାରି ପୋଡ଼ିଦେବା ମାମଲାରେ ତିନି ବନ କର୍ମଚାରୀଙ୍କୁ ଗିରଫ କରିଛି ବନବିଭାଗ । ପୂର୍ବରୁ ସେମାନଙ୍କୁ ନିଲମ୍ବନ କରିଥିଲା ବନବିଭାଗ । ଏହି ମାମଲାର ଶୁଣାଣି ବେଳେ ସଂପୃକ୍ତ ବନ କର୍ମଚାରୀଙ୍କୁ କାହିଁକି ଗିରଫ କରାଯାଇନାହିଁ ବୋଲି ଗତକାଲି ପ୍ରଶ୍ନ ଉଠାଇଥିଲେ ହାଇକୋର୍ଟ ।

ଓକିଲ ଆନ୍ଦୋଳନ ପ୍ରସଙ୍ଗ:ସୁପ୍ରିମକୋର୍ଟରେ ଭର୍ଚୁଆଲରେ ହାଜର ହେବେ ଡିଜିପି ଓ ସମ୍ବଲପୁର ଆଇଜି, ନିର୍ଦ୍ଦେଶକୁ ଅପେକ୍ଷା

ସମ୍ବଲପୁରରେ ଓକିଲ ଆନ୍ଦୋଳନ ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ଭର୍ଚୁଆଲରେ ହାଜର ହେବେ ପୋଲିସ ଡିଜି ସୁନୀଲ ବଂଶଲ ଓ ସମ୍ବଲପୁର ଆଇଜି ଦୀପକ କୁମାର । କ’ଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି କୋର୍ଟଙ୍କୁ ଅବଗତ କରାଇବେ । ଆନ୍ଦୋଳନକୁ ନିୟନ୍ତ୍ରଣ କରି ନପାରିଲେ କେନ୍ଦ୍ରୀୟ ଫୋର୍ସ ବ୍ୟବସ୍ଥା କରିବେ

ଆଜିଠାରୁ ଭାରତ-ବାଂଲାଦେଶ ଟେଷ୍ଟ୍ ସିରିଜ୍‌

ବୁଧବାର ଠାରୁ ଏଠାକାର ଜହୁର୍ ଅହମ୍ମଦ ଚୌଧୁରୀ ଷ୍ଟାଡିୟମ୍‌ଠାରେ ଭାରତ ଓ ବାଂଲାଦେଶ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍ ଆରମ୍ଭ ହେଉଛି । ଏହି ସିରିଜ୍‌ରେ ବିଜୟ ହାସଲ କରି ଭାରତ ଆସନ୍ତା ଜୁନ୍‌ରେ ଖେଳାଯିବାକୁ ଥିବା ଦ୍ୱିତୀୟ ୱାର୍ଲ୍ଡ ଟେଷ୍ଟ୍ ଚାମ୍ପିଅନ୍‌ଶିପ୍ (ଡବ୍‌ଲ୍ୟୁଟିସି)

ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ବନକଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ଦର୍ଶନ

ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକ ଲାଗି ନୀତି । ଏଥିପାଇଁ ଆଜି ୪ ଘଣ୍ଟା ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ। ଅପରାହ୍ନ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ପୌଷ କୃଷ୍ଣ ପକ୍ଷ ଷଷ୍ଠୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି

ଡାଳିମ୍ବ କେବଳ ସ୍ୱାସ୍ଥ୍ୟ ପାଇଁ ନୁହେଁ ବରଂ ଚର୍ମ ପାଇଁ ଲାଭଦାୟକ

ଡାଳିମ୍ବ ଏକ ଉପକାରୀ ଫଳ । ଏହା ଆମ ଶରୀରରେ ରକ୍ତ ବଢାଇବା ପାଇଁ କାମ କରେ । ଡାଳିମ୍ବ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ଏଥିରେ ଥିବା ଗୁଣ କେବଳ ସ୍ୱାସ୍ଥ୍ୟ ପାଇଁ ନୁହେଁ ବରଂ ଚର୍ମ ପାଇଁ ମଧ୍ୟ ଲାଭଦାୟକ ଅଟେ । ଡାଳିମ୍ବରେ କ୍ୟାଲସିୟମ୍, ପୋଟାସିୟମ୍,

କୋର୍ଟ ତରଫରୁ ମିଳିଲା ଗ୍ରୀନ ସିଗନାଲ, ରିମାଣ୍ଡରେ ଯିବେ ନାଗ ଦମ୍ପତ୍ତି

ରିମାଣ୍ଡରେ ଯିବେ ବ୍ଲାକମେଲ କୁଇନ ଅର୍ଚ୍ଚନା ନାଗ ଏବଂ ସ୍ୱାମୀ ଜଗବନ୍ଧୁ ଚାନ୍ଦ । ଉଭୟଙ୍କୁ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଲେ ଜିଲ୍ଲା ଜଜ୍ କୋର୍ଟ । ଅର୍ଚ୍ଚନାଙ୍କୁ ୬ ଦିନ ରିମାଣ୍ଡରେ ନେବା ପାଇଁ କୋର୍ଟରୁ ଗ୍ରୀନ ସିଗନାଲ ମିଳିଛି । ସେହିପରି ଜଗବନ୍ଧୁକୁ ମଧ୍ୟ ୯ ଦିନ ପାଇଁ

ଜ୍ୟାକ୍‌ଲିନଙ୍କ ବିରୋଧରେ ମାନହାନି ମୋକଦ୍ଦମା

ମନି ଲଣ୍ଡରିଂ ମାମଲାରେ ଫସିଥିବା ବଲିଉଡ୍ ଅଭିନେତ୍ରୀ ଜ୍ୟାକ୍‌ଲିନ ଫର୍ଣ୍ଣାଣ୍ଡିଜ୍‌ଙ୍କ ଅଡୁଆ ବଢିବାରେ ଲାଗିଛି । ବଲିଉଡ୍‌ର ସାଥି କଳାକାର ନୋରା ଫତେଇ ସୋମବାର ଜ୍ୟାକ୍‌ଲିନଙ୍କ ବିରୋଧରେ ଏକ ମାନହାନି ମୋକଦ୍ଦମା ଦାଏର କରିଥିବା ଜଣାପଡିଛି । ଜ୍ୟାକ୍‌ଲିନଙ୍କ ବ୍ୟତୀତ ଏହି ମାମଲାରେ ନୋରା