ଗୋଆରେ ରାଜ୍ୟ କଂଗ୍ରେସକୁ ଶକ୍ତ ଧକ୍କା
ଗୋଆରେ ରାଜ୍ୟ କଂଗ୍ରେସକୁ ଲାଗିପାରେ ଶକ୍ତ ଧକ୍କା । ଦଳର ୧୧ ବିଧାୟକଙ୍କ ମଧ୍ୟରୁ ପ୍ରାୟ ୯ ବିଧାୟକ ବିଜେପିରେ ଯୋଗଦେଇପାରନ୍ତି । ଏନେଇ କ୍ଷେତ୍ର ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି । ତେବେ ହଟଚମଟ ସୃଷ୍ଟି ହେବା ପରେ ଗୋଆ ବ୍ୟାପାରରେ ଥିବା କଂଗ୍ରେସ ନେତା ଦିନେଶ ଗୁଣ୍ଡୁରାଓ ପାନାଜୀ!-->…
