ଟଲିଉଡ୍ରେ ଡେବ୍ୟୁ କରୁଛନ୍ତି ସୁଶାନ୍ତ ସିଂହଙ୍କ ପୂର୍ବ ପ୍ରେମିକା ରିୟା ଚକ୍ରବର୍ତ୍ତୀ
ସୁଶାନ୍ତ ସିଂହ ରାଜପୁତଙ୍କୁ ନେଇ ଚର୍ଚ୍ଚାରେ ଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଏବେ ଦକ୍ଷିଣ ଭାରତୀୟ ସିନେମାରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। କୁହାଯାଉଛି ଯେ ରିୟା ବଙ୍ଗାଳୀ ପ୍ରଯୋଜକ ରାଣା ସରକାରଙ୍କ ସହ ଏକ ଫିଲ୍ମ କରିବେ। ରାଣା ସରକାର ନିକଟରେ ରିୟା ଚକ୍ରବର୍ତ୍ତୀଙ୍କ ଜନ୍ମ ଦିନରେ!-->…
