Odia News Portal
Yearly Archives

2022

ଆଜି ମାଟ୍ରିକ ପରୀକ୍ଷା ଫଳ

ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ । ଏଥିସହ ମଧ୍ୟମା, ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଫଳ ମଧ୍ୟ ଆଜି ଦିନ ୧ଟାରେ କଟକସ୍ଥିତ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ପ୍ରକାଶ ପାଇବ। ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର

୧୫ ଯାଏ ରାଜ୍ୟରେ ଜାରି ରହିବ ବର୍ଷା

୧୫ ଯାଏ ପ୍ରବଳ ବର୍ଷିବ। ରାଜ୍ୟରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଏବେ ସକ୍ରିୟ ହୋଇ ବର୍ଷା ଜାରି ରହିଛି। ଆସନ୍ତା ସପ୍ତାହରେ ଆଉ ୨ଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ପୂର୍ବାନୁମାନ କରୁଛନ୍ତି ପାଣିପାଗ ବିଶେଷଜ୍ଞ। ଆସନ୍ତା ୯ ଓ ୧୩ରେ ଏହି ଦୁଇଟି ଲଘୁଚାପ

ଆତ୍ମହତ୍ୟା କଲେ ରଶ୍ମୀରେଖାଙ୍କ ପୁରୁଷ ବନ୍ଧୁ ସନ୍ତୋଷ ପାତ୍ର

ଅଭିନେତ୍ରୀ ରଶ୍ମୀରେଖାଙ୍କ ପୁରୁଷ ବନ୍ଧୁ ସନ୍ତୋଷଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଗତକାଲି ବିଳମ୍ବିତ ରାତିରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ସନ୍ତୋଷ । ରାଉରକେଲା ବାସନ୍ତୀକଲୋନି ଘରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ସନ୍ତୋଷ ତାଙ୍କ ବାପା ମାଆଙ୍କ ସହ

ଆଶ୍ଚର୍ଯ୍ୟ ପରମ୍ପରା: ବାହାଘର ପାଇଁ ପିଇବାକୁ ପଡ଼େ ଘୁଷୁରି ରକ୍ତ

ଏପରି କିଛି ଜନଜାତିଙ୍କ ପରମ୍ପରା ବିଷୟରେ ଜାଣିବା ଯେଉଁମାନଙ୍କ ବିବାହର ପରମ୍ପରା ଆପଣଙ୍କୁ ଆଶ୍ଚର୍ଯ୍ୟ କରି ଦେବ । ଭାରତରେ ବସବାସ କରୁଥିବା ଗୋଣ୍ଡ ସମ୍ପ୍ରଦାୟର ଲୋକେ ବାହାଘର ସମୟରେ ବିଚିତ୍ର ପରମ୍ପରା ପାଳନ କରିଥାଆନ୍ତି । ଏହି ସମ୍ପ୍ରଦାୟର ଲୋକମାନେ ଆନନ୍ଦ ଉଲ୍ଲାସରେ ଝିଅ ପୁଅଙ୍କ

‘ଅଗ୍ନିପଥ’ ସ୍କିମ୍ ଆସନ୍ତା ସପ୍ତାହରେ ସୁପ୍ରିମକୋର୍ଟରେ ଶୁଣାଣି ହେବ

ବିଚାରପତି ଇନ୍ଦିରା ବାନାର୍ଜୀ ଓ ଜେ କେ ମାହେଶ୍ୱରୀଙ୍କର ଏକ ଅବକାଶକାଳୀନ ଖଣ୍ଡପୀଠ ସୋମବାର ଏହା କହିଛନ୍ତି । ଗ୍ରୀଷ୍ମ ଅବକାଶ ପରେ ଏକ ଉପଯୁକ୍ତ ଖଣ୍ଡପୀଠରେ ମାମଲାର ଶୁଣାଣି କରାଯିବ । ଗତ ମାସରେ କେନ୍ଦ୍ର ସରକାର ସେନାରେ ଭର୍ତ୍ତି ପାଇଁ ଅଗ୍ନିପଥ ନିଯୁକ୍ତି ସ୍କିମ୍ ଆଣିଥିଲେ । ୧୭ରୁ ୨୧

ଦେବେନ୍ଦ୍ର ଫଡନାଭିସ କହିଛନ୍ତି,ଖୁବଶୀଘ୍ର ମହାରାଷ୍ଟ୍ରରେ ହେବ କ୍ୟାବିନେଟ୍ ସମ୍ପ୍ରସାରଣ

ମହାରାଷ୍ଟ୍ରର ସିନ୍ଧେ ସରକାର ବିଧାନ ସଭାରେ ଆସ୍ଥା ଭୋଟ ଜିତିବାର ଗୋଟିଏ ଦିନ ପରେ ଉପ ମୂଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ କହିଛନ୍ତି ଯେ ଖୁବ୍ ଶୀଘ୍ର ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ହେବ। ଆଜି ନାଗପୁର ଏୟାରପୋର୍ଟ ରେ ସାମ୍ବାଦିକ ମାନଙ୍କୁ ସମ୍ବୋଧିତ କରିବାକୁ ଯାଇ ସେ କହିଛନ୍ତି ରାଜ୍ୟ ର

କାଇ ଚଟଣିକୁ ଜିଆଇ ଟ୍ୟାଗ୍ ପାଇଁ ପ୍ରୟାସ

କେନ୍ଦ୍ର କୃଷି ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକଙ୍କ ଦ୍ୱାରା ଏଥିପାଇଁ ଆନୁସଙ୍ଗିକ ନଥିପତ୍ର ପ୍ରସ୍ତୁତ କରାଯାଉଛି । ଖୁବଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବ । ମୟୂରଭଞ୍ଜ ଆଦିବାସୀଙ୍କ ଦ୍ୱାରା ପ୍ରସ୍ତୁତ କାଇ ଚଟଣିକୁ ଜିଆଇ ଟ୍ୟାଗ୍ ପାଇଁ ପ୍ରୟାସ । କୃଷି ବିକାଶ କେନ୍ଦ୍ରର ବରିଷ୍ଠ

ଭୁବନେଶ୍ୱରରେ ପୁଣି ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା

ଆଚାର୍ଯ୍ୟବିହାରର ଏକ ଭଡ଼ା ଘରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର। ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଝୁଲନ୍ତା ଅବସ୍ଥାରେ ଛାତ୍ରୀଙ୍କ ମୃତଦେହ ମିଳିଛି। ମୃତ ଛାତ୍ରୀ ଜଣକ ଏକ ଘରୋଇ ଇଞ୍ଜିନିୟରି କଲେଜରେ ଏମସିଏ ପଢୁଥିବା ଜଣାପଡ଼ିଛି ।

ଅମରନାଥ ଯାତ୍ରା ସ୍ଥଗିତ

ଖରାପ ପାଣିପାଗ ଯୋଗୁ ଅମରନାଥ ଯାତ୍ରା ସ୍ଥଗିତ ରହିଛି । ଅଧିକାରୀମାନେ କହିଛନ୍ତି ଯେ ଉଭୟ ପହଲଗାମ ଓ ବାଲଟାଲ ପଟୁ ପବିତ୍ର ଗୁମ୍ଫା ଆଡ଼କୁ ଯାତ୍ରୀମାନଙ୍କ ଆଗମନକୁ ବର୍ତ୍ତମାନ ବନ୍ଦ କରି ଦିଆଯାଇଛି । ଯେମିତି ହିଁ ପାଣିପାଗରେ ସୁଧାର ଆସିବ, ଯାତ୍ରା ପୁଣିଥରେ ଆରମ୍ଭ ହେବ। ଅଧିକାରୀମାନଙ୍କ

ପତ୍ନୀକୁ ନିଆଁ ଲଗାଇ ହତ୍ୟା ମାମଲା: ସ୍ୱାମୀକୁ ଆଜୀବନ ଦଣ୍ଡାଦେଶ

ସହିଦନଗର ଥାନା ଅଞ୍ଚଳରେ ୨୦୧୨ମସିହାରେ ଜଣେ ମହିଳାଙ୍କୁ କିରୋସିନି ଢାଳି ହତ୍ୟା କରାଯିବା ମାମଲାରେ ସୋମବାର ରାୟ ପ୍ରକାଶ ପାଇଛି । ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ ସ୍ୱାମୀ ଟୁଟୁ ଗୁନିଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ହୋଇଛି । ଏଥିସହ ୫ ହଜାର ଅର୍ଥଦଣ୍ଡରେ ମଧ୍ୟ ଦଣ୍ଡିତ କରାଯାଇଛି । ଜରିମାନା