୩ ପିଲାଙ୍କ ସହ ମା’ଙ୍କୁ ଅପହରଣ ଓ ଦୁଷ୍କର୍ମ
ଜଣେ ମହିଳାଙ୍କ ସହ ତାଙ୍କ ୩ ଜଣ ପିଲାଙ୍କୁ ଅପହରଣ କରାଯାଇଥିଲା । ଏହା ପରେ ଅଭିଯୁକ୍ତ ଜଣଙ୍କ ଉକ୍ତ ମହିଳାଙ୍କୁ ଦୁଷ୍କର୍ମ କରିଥିବା ମହିଳା ଜଣଙ୍କ ବଡ଼ ବଜାର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୁଲିସ ଏହି ଘଟଣାରେ ସମ୍ପୃକ୍ତି ଥିବା ଜଣେ ଯୁବକଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣଙ୍କ!-->…
