ପୁଣି ଭାଙ୍ଗିଲେ ରୋଷ ଘର ଚୁଲି
ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଥିବା ସୂଚନା । ୨୦ ରୁ ଅଧିକ ଚୁଲି ଦୁର୍ବୁତ୍ତ ଭାଙ୍ଗି ଦେଇଥିବା ସୂଚନା । କାଲି ରାତିରେ ରୋଷଘରେ ପଶି କେହି ଚୁଲି ଭାଙ୍ଗି ଦେଇଥିବା ଆଶଙ୍କା କରାଯାଉଛି । ଆଡପ ଅବଢା ରନ୍ଧା ପାଇଁ ପ୍ରସ୍ତୁତ ହୋଇଥିଲା ଚୁଲି ।ଚୁଲି ଭଙ୍ଗା ନେଇ ମହାସୁଆର ନିଯୋଗ!-->…
