ସୃଷ୍ଟି ହେଲା ଲଘୁଚାପ,୧୫ ତାରିଖ ସକାଳେ ଅବପାତରେ ପରିଣତ ହେବ
ସୃଷ୍ଟି ହେଲା ଲଘୁଚାପ। ବାତ୍ୟା ପରେ ରାଜ୍ୟରେ ପ୍ରଭାବିତ ହେଉଛି ଶୀତ। ପୂର୍ବ କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ ପୂର୍ବ ଆରବ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଉତ୍ତର କେରଳ ଓ କର୍ଣ୍ଣାଟକ ଉପକୂଳରେ ଏହି ଲଘୁଚାପ ସକ୍ରିୟ ରହିଛି । ଏହା ଧୀରେ ଧୀରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ!-->…