ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା
ଆଉ
ମାତ୍ର ଗୋଟିଏ ରାତିର
ଅପେକ୍ଷା ।
ବଡ଼ ଦାଣ୍ଡକୁ
ଓହ୍ଲାଇବେ ମହାପ୍ରଭୁ
। ବଡ଼ଦାଣ୍ଡରେ
ଭକ୍ତ ଓ
ଭଗବାନ ଙ୍କ
ମିଳନ ହେବ
। ରତ୍ନସିଂହାସନ
ଛାଡି ବଡଦାଣ୍ଡକୁ
ନିଜ ଭକ୍ତଙ୍କ
ପାଇଁ ଓହ୍ଲାଇ
ଆସିବେ ତିନି
ଠାକୁର ।
ଭାଇ ଭଉଣୀଙ୍କୁ
ଧରି ଗୁଣ୍ଡିଚାବାଡି
ଯିବେ ଚତୁର୍ଦ୍ଧା ମୁରତୀ
। ମହାପ୍ରଭୁଙ୍କ!-->…
