ସ୍ୱାମୀ ସାଜିଲା ସୈତାନ
ଯାହା ପାଇଁ ସ୍ତ୍ରୀ ମଥାରେ ସିନ୍ଦୁର ପିନ୍ଧିଥିଲା ସେ ପୋଛିଦେଲା ସିନ୍ଦୁର । ସ୍ତ୍ରୀ କୁ କୁରାଢିରେ ହାଣି ହତ୍ୟା କରିଛି ସ୍ୱାମୀ । ତିରିଂ ଥାନା ଦଲାଯୋଡି ଗାଁରେ ସ୍ତ୍ରୀ ର ଚରିତ୍ର କୁ ସନ୍ଦେହ କରି ନୃସଂଶ ଭାବେ ହତ୍ୟା କରିଛି ସ୍ୱାମୀ । କାଠଫାଳିଆରେ ପିଟି ପିଟି ଦରମରା କରିବା ପରେ!-->…
