ଶାଶୁଙ୍କ ପ୍ରେମରେ ଉବୁଡୁବୁ ହେଲେ ଜ୍ୱାଇଁ,ପରେ ଉଭୟଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର
ଶାଶୁଙ୍କ ପ୍ରେମରେ ଉବୁଡୁବୁ ହେଲେ ଜ୍ୱାଇଁ | ପରେ ଏହି ପ୍ରେମ ସଂପର୍କ ଏକ ଦୁଃଖଦ ଘଟଣା ସହ ସମାପ୍ତ ହୋଇଛି । ଦୁହେଁ ଘରୁ ପଳାଇବା ପରେ ଉଭୟଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି |
ରାଜସ୍ଥାନର ସୀମାନ୍ତ ବାଡମେର ଜିଲ୍ଲାରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଦୃଶ୍ୟ ।!-->!-->!-->…
