Odia News Portal
Yearly Archives

2022

ମହାରାଷ୍ଟ୍ର ସଙ୍କଟ: ସିନ୍ଦେ ଗୋଷ୍ଠୀର ପିଟିସନ ଉପରେ ମହାରାଷ୍ଟ୍ର ଉପବାଚସ୍ପତିଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ଏକନାଥ ସିନ୍ଦେ ଏବଂ ଅନ୍ୟ ବିଦ୍ରୋହୀ ବିଧାୟକଙ୍କ ପିଟିସନ ଉପରେ ସୁପ୍ରିମକୋର୍ଟ ସୋମବାର ମହାରାଷ୍ଟ୍ର ବିଧାନସଭାର ଉପବାଚସ୍ପତି ନରହରି ଜିରଓ୍ବାଲ, ଶିବସେନା ସରକାରୀ ମୁଖ୍ୟ ସଚେତକ ସୁନୀଲ ପ୍ରଭୁ ଓ ନୂଆ ବିଧାୟକ ଦଳର ନେତା ଅଜୟ ଚୌଧୁରୀଙ୍କୁ ନୋଟିସ ଜାରି କରିଛନ୍ତି । ପାଞ୍ଚ ଦିନ ମଧ୍ୟରେ

ଦ୍ରୌପଦୀ ମର୍ମୁଙ୍କ ଗାଁରେ ଜଳିଲା ବିଜୁଳି ଆଲୁଅ

ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମର୍ମୁଙ୍କ ଗାଁରେ ଜଳିଲା ବିଜୁଳି ଆଲୁଅ । ସେପଟେ ରାଷ୍ଟ୍ରପତି ପ୍ରାର୍ଥୀ ଦୌପଦୀ ମୁର୍ମୁଙ୍କ ଘରେ ଓ ଗାଁରେ ବିଜୁଳି ନ ଥିବା ନେଇ ଖବର ପ୍ରସାରଣ ପରେ ଏହି ଗାଁ ଚର୍ଚ୍ଚାକୁ ଆସିଥିଲା। ସରକାରଙ୍କ ଦାୟିତ୍ୱହୀନତା ପଦାରେ ପଡ଼ିଥିଲା। ବିଦ୍ୟୁତ ବିଭାଗ

ପାଟଦରା ଜଙ୍ଗଲ ରୁ ମୋଟାର ବୋମା ଉଦ୍ଧାର

ନୂଆପଡା ଜିଲ୍ଲା ବୋଡେନ ବ୍ଲକ ର ପାଟଦରା ଜଙ୍ଗଲ ରୁ ଆଜି ଚାରିଗୋଟି ମୋଟାର ବୋମା କୁ ଉଦ୍ଧାର କରାଯାଇଥିବାବେଳେ ଜବାନ ମାନେ ସେହି ମୋଟାର ବୋମା କୁ ନିଷ୍କ୍ରିୟ କରି ଉଡାଇ ଦେଇଥିଲେ । ଗତ ୨୧ ତାରିଖ ଦିନ ମାଓବାଦୀ ମାନେ ଯୋଜନା ବଦ୍ଧ ଭାବରେ ସିଆରପିଏଫ ୧୯ ବଟାଲିଆନ ଜବାନ ମାନଙ୍କ ଉପରେ ଆକ୍ରମଣ

ପୁଣି ମିଳିଲା ଆଉ ଏକ ହାତୀ କଙ୍କାଳ

ବଡ଼ମ୍ବାରେ  ପୁଣି ମିଳିଲା ଆଉ ଏକ ହାତୀ କଙ୍କାଳ। ଆଠଗଡ଼ ବନଖଣ୍ଡ ବଡମ୍ବା ବନାଞ୍ଚଳ ଗୋପପୁର ରେଞ୍ଜର ମଣ୍ଡପ ସରଂକ୍ଷିତ ଜଙ୍ଗଲରୁ ଏକ ହାତୀର କଙ୍କାଳ  ବନ ବିଭାଗ  ଉଦ୍ଧାର କରିଛି ।  ହାତୀ  କଙ୍କାଳ ମିଳିବା ପରେ  ବନବିଭାଗ ପକ୍ଷରୁ ଏହାର ତଦନ୍ତ କରାଯାଉଛି।

ଜ୍ୟାକଲିନ ଫର୍ଣ୍ଣାଣ୍ଡେଜଜଙ୍କୁ ଇଡିର ଜେରା

ମନି ଲଣ୍ଡରିଂ ମାମଲାରେ ସୋମବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ପଚରାଉଚରା କରିଛି। ସୂଚନା ଅନୁଯାୟୀ ଏହି ମାମଲା ଜେଲରେ ଥିବା ଠକ ସୁକେଶ ଚନ୍ଦ୍ରଶେଖର ସହ ଜଡିତ। ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ସୋମବାର ଇଡି ମୁଖ୍ୟାଳୟରେ ହାଜର ହୋଇଥିଲେ

ରାଷ୍ଟ୍ରପତି ନିର୍ବାଚନ: ନାମାଙ୍କନ ଦାଖଲ କଲେ ଯଶଓ୍ବନ୍ତ ସିହ୍ନା

ରାଷ୍ଟ୍ରପତି ପଦ ପାଇଁ ଯଶଓ୍ବନ୍ତ ସିହ୍ନା ସୋମବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଯଶୱନ୍ତ ସିହ୍ନା ବିରୋଧୀ ମେଣ୍ଟର ମିଳିତ ପ୍ରାର୍ଥୀ ଅଟନ୍ତି। ଯଶଓ୍ବନ୍ତ ସିହ୍ନାଙ୍କ ନାମାଙ୍କନ ପତ୍ର ଦାଖଲ ବେଳେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ, ଏନସିପି ମୁଖ୍ୟ ଶରଦ ପାୱାର, ସମାଜବାଦୀ ପାର୍ଟିର ମୁଖ୍ୟ

ରାଇ ମୋହନଙ୍କ ସୁଇସାଇଡକୁ ନେଇ ଅନେକ ଚର୍ଚ୍ଚା

ଅଭିନେତା ରାଇମୋହନ ପରିଡାଙ୍କ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିବା ପରେ ସାରା ରାଜ୍ୟ ସ୍ତବ୍ଧ ହୋଇ ଉଠିଥିଲା । ସେପଟେ ରାଇମୋହନଙ୍କ ମୃତ୍ୟୁକୁ ନେଇ ଅନେକ ରହସ୍ୟ ଘେରରେ ରହିଛି । ତେବେ ମାନସିକ ଚାପରେ ଥିବା ପ୍ରାରମ୍ଭିକ ତଦନ୍ତୁ ଜଣାପଡିଛି । ତେବେ ଏନେଇ ପରିବାର ଲୋକ କୌଣସି ସୂଚନା ପୋଲିସକୁ

ଗୁଡ୍ ନ୍ୟୁଜ୍ ଦେଲେ ଆଲିଆ ଭଟ୍ଟ

ବଲିଉଡର କପୁର ପରିବାର ପାଇଁ ଖୁସି ଖବର। ଗୁଡ୍ ନ୍ୟୁଜ୍ ଦେଲେ ଆଲିଆ ଭଟ୍ଟ। ବାପା ହେବେ ରଣବୀର କପୁର। ଏନେଇ ଆଲିଆ ଭଟ୍ଟ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି। ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ, ଖୁବ୍ ଶୀଘ୍ର ସେମାନଙ୍କର ବେବି ଆସିବାକୁ ଯାଉଛି। ସେ ଏବଂ ରଣବୀର ଖୁବ୍‌ ଶୀଘ୍ର ଦୁଇରୁ ୩

ଫ୍ଲାଏଓଭରରେ ଜଳିଯାଇଥିବା ଯୁବକଙ୍କ ମିଳିଲା ପରିଚୟ

ରାତିଅଧରେ ରାଜଧାନୀରେ ଅଘଟଣ। ବାଇକ ସହ ଜଳିଗଲେ ଯୁବକ। ଭୁବନେଶ୍ୱର ଆଚାର୍ଯ୍ୟବିହାର ଓଭରବ୍ରିଜ ଉପରେ ଯୁବକ ଜଣକ ବାଇକ୍‌ ସହ ଜଳିଯାଇଛନ୍ତି। କିପରି ବାଇକରେ ନିଆଁ ଲାଗିଲା ତାହା ଜଣାପଡିନାହିଁ। ଗତକାଲି ବିଳମ୍ବିତ ରାତିରେ ଘଟିଛି ଘଟଣା। ସହିଦ ନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

ଆଚାର୍ଯ୍ୟବିହାର ଫ୍ଲାଏଓଭର ଅଘଟଣ,ବାଇକ ସହ ଜଳିଗଲେ ଯୁବକ

ଭୁବନେଶ୍ୱର ଆଚାର୍ଯ୍ୟବିହାର ଫ୍ଲାଏଓଭରରେ ଅଘଟଣ । ମହାରାଜା ହଲ ସମ୍ମୁଖ ଫ୍ଲାଏଓଭର ଉପରେ ବିଳମ୍ବିତ ରାତିରେ ଅଘଟଣ ଘଟିଛି । ରାତି ପ୍ରାୟ ୧୨ଟାରେ ରାଜପଥ ଉପରେ ଅତି ରହସ୍ୟଜନକ ଭାବେ ଜଣେ ଯୁବକ ଏବଂ ତାଙ୍କ ବାଇକ୍ ପୋଡି ଯାଉଥିବା ଦେଖିବାକୁ ମିଳିଥିଲା । ବାଟରେ ଯାଉଥିବା ଲୋକ ଏହାକୁ ଦେଖି